Browsing Category

Featured

କରୋନା ମୁକାବିଲା ପାଇଁ ପୁରୁଷଙ୍କୁ ଦିଆଯିବ ମହିଳାଙ୍କ ହର୍ମୋନ !

କରୋନା ମୁକାବିଲା ପାଇଁ ପୁରୁଷଙ୍କୁ ଦିଆଯିବ ମହିଳାଙ୍କ ହର୍ମୋନ । ଏହା ଦ୍ୱାରା କରୋନା ବ୍ୟାପକତା ଓ ମୃତ୍ୟୁ ହାର ଉପରେ ଅଙ୍କୁଶ ଲାଗିପାରିବ ବୋଲି ସ୍ପଷ୍ଟ କରିଛନ୍ତି ଆମେରିକାର ଗବେଷକ । ସେମାନଙ୍କ ମତରେ ବିଶ୍ୱରେ ଏବେ…

ଅଜବ ନିୟମ! ଯେଉଁଠି ଝିଅ ବାହାଘର ପାଇଁ ଦିଆଯାଏ ୨୧ଟି ବିଷାକ୍ତ ସାପ, ନହେଲେ ସବୁ ବନ୍ଦ

ସାଧାରଣତଃ ଝିଅ ବାହାଘରରେ ପିତା ତାଙ୍କୁ ଟଙ୍କା, ଅଳଙ୍କାର, ଗାଡି ଇତ୍ୟାଦି ଉପହାରରେ ଦେଇଥାନ୍ତି । କିନ୍ତୁ ବାହାଘରରେ ସାପକୁ ଯୌତୁକରେ ଦେଉଥିବା କଥା କେବେ ଶୁଣିଛ କି? ଅବିଶ୍ୱାସ ହେଲେ ବି କଥାଟି ୧୦୦% ସତ । ଏଭଳି ଏକ…

ସାଂସଦ ଅନୁଭବଙ୍କ ନାଁରେ ମାମଲା

ଭୁବନେଶ୍ୱର,୨୦ ।୧୨(ଓଡିଶା ଭାସ୍କର): ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ଦାମ୍ପତ୍ୟ ଜୀବନ ହୋଇଥିବା କଳହ ବଢିବାରେ ଲାଗିଛି । ଦୁହିଁଙ୍କ ଅଭିଯୋଗ କୋର୍ଟକଚେରୀରେ ଚାଲିଥିବା ବେଳେ ଏବେ…

ପରୀ ମୃତ୍ୟୁ ମାମଲାରେ ଅପରାଧୀ ଚିହ୍ନଟ

ନୟାଗଡ,୨୦ ।୧୨(ଓଡିଶା ଭାସ୍କର): ନୟାଗଡ ଯଦୁପୁରର ‘ପରୀ’ ମୃତ୍ୟୁକୁ ନେଇ ରାଜନୀତି ଜୋର ଧରିଥିବା ବେଳେ ଏହି ମାମଲାରେ ଅପରାଧୀ ଚିହ୍ନଟ ହୋଇଛି । ଆଜି ସନ୍ଧ୍ୟା ସୁଦ୍ଧା ଅଭିଯୁକ୍ତ ଗିରଫ ହେବାର ସମ୍ଭାବନା ରହିଛି । ଏନେଇ…

୨୪ ଘଣ୍ଟାରେ ୨୬,୬୨୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୩୪୧ ମୃତ

ନୂଆଦିଲ୍ଲୀ, ୨୦।୧୨: ଦେଶରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି । ଦେଶରେ ୧ଲକ୍ଷ ୪୫ ହଜାର ୪୭୭ ମୃତକଙ୍କ ସଂଖ୍ୟା ପାର ହୋଇଥିବା ବେଳେ ୨୪ ଘଣ୍ଟାରେ ଚିକିତ୍ସାଧୀନ ଅବସ୍ଥାରେ ୩୪୧ ଆକ୍ରାନ୍ତଙ୍କ ମୃତ୍ୟୁ…

ରାତିରେ ଭାତ ଖାଉଥିଲେ ସାବଧାନ ! ଭୋଗିପାରନ୍ତି ଏହି ସମସ୍ୟା

ଭାରତରେ ଭାତ ହେଉଛି ମୁଖ୍ୟ ଖାଦ୍ୟ। ହେଲେ କିଛି ଲୋକ ଭାବନ୍ତି ଅରୁଆ ଚାଉଳଠୁ ଉଷୁନା ଚାଉଳ ଅଧିକ ପୁଷ୍ଟିକର। କିଛି ଲୋକ ଭାବିଥା’ନ୍ତି ଯେ ଭାତ ଖାଇବା ଦ୍ୱାରା ଓଜନ ବଢ଼ିଥାଏ ଓ ରାତିରେ ଭାତ ଖାଇବା ଠିକ୍ କି? ଏଭଳି ଅନେକ…