Browsing Category

Featured

କାଲି ଚାଷୀଙ୍କ ଅନଶନ

ନୂଆଦିଲ୍ଲୀ,୧୩ ।୧୨: ଦେଶରେ ଲାଗୁ ହୋଇଥିବା କୃଷି ଆଇନ ପ୍ରତ୍ୟାହାର ଦାବିରେ କାଲି କରିବେ ଆନ୍ଦୋଳନରତ ଚାଷୀ । ସକାଳ ୮ଟାରୁ ଅପରାହ୍ନ ୫ଟା ଯାଏ ଚାଷୀମାନେ ଅନଶନ କରିବେ । ସବୁ ଜିଲ୍ଲାର ସଦର ମହକୁମାରେ ଧାରଣା ଦେବେ…

ଆଜି ରାତି ୧୨ଟା ୩୦ରୁ ୨୪ ଘଣ୍ଟିଆ ହେବ RTGS ସେବା, ଏବେ ସବୁ ବେଳେ କରି ପାରିବେ ମନି ଟ୍ରାନ୍ସଫର

ନୂଆଦିଲ୍ଲୀ, ୧୩ା୧୨:  ଅନ୍‌ଲାଇନ୍‌ ମନି ଟ୍ରାନ୍ସଫର ସେବା ଆରମ୍ଭ ନେଇ RBI ର ବଡ ଘୋଷଣା। ଏଣିକି ବର୍ଷର ସବୁଦିନ ସବୁ ସମୟରେ ମିଳିବ ଏହି ମନି ଟ୍ରାନ୍ସଫର ସେବା । ପୂର୍ବରୁ କେବଳ କାର୍ଯ୍ୟ ଦିବସରେ ସକାଳ ୭ରୁ ସଂଧ୍ୟା…

‘raees’ଅଭିନେତ୍ରୀ ମାହିରା ଖାନ୍ କରୋନା ପଜିଟିଭ୍

ପାକିସ୍ତାନୀ ଅଭିନେତ୍ରୀ ମାହିରା ଖାନ୍ କରୋନା ପଜିଟିଭ୍ ବୋଲି ଜଣାପଡିଛି । ସୋସିଆଲ ମିଡିଆରେ ସେ ଏକ ପୋଷ୍ଟ ସେୟାର କରି ଏନେଇ ସୂଚନା ଦେଇଛନ୍ତି । ମାହିରା ଏବେ ଆଇସୋଲେସନରେ ରହିଛନ୍ତି । ଏହି ପୋଷ୍ଟ ମାଧ୍ୟମରେ ମାହିରା…

ନକଲି ପରୀକ୍ଷାର୍ଥୀଙ୍କୁ ରୋକିବା ପାଇଁ ଓପିଏସସିର ଡିଜିଟାଲାଇଜେସନ ପଦ୍ଧତି

ଭୁବନେଶ୍ୱର, ୧୩ା୧୨ (ଓଡିଶା ଭାସ୍କର): ଓଡ଼ିଶା ଲୋକସଭା ଆୟୋଗ (ଓପିଏସସି) ତରଫରୁ ଏକ ନୂଆ ବ୍ୟବସ୍ଥା ପ୍ରଚଳନ କରାଯାଇଛି । ଖୁବଶୀଘ୍ର ଓପିଏସସି ଡିଜିଟାଲାଇଜେସନ ପଦ୍ଧତି କାର୍ଯ୍ୟକାରୀ କରିବାକୁ ଯାଉଛି । ଏନେଇ ଓପିଏସସିର…

ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡା କୋରୋନା ପଜିଟିଭ୍

ନୂଆଦିଲ୍ଲୀ,13/12: ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡା କୋରୋନା ପଜିଟିଭ୍‌ ଚିହ୍ନଟ । କୋରୋନା ଆକ୍ରାନ୍ତ ହୋଇଥିବା ନେଇ ଟ୍ବିଟ୍‌ କଲେ ନଡ୍ଡା । ଗତ କିଛି ଦିନରେ ସଂସ୍ପର୍ଶରେ ଆସିଥିବା…

ଖୁସିରେ ରହିବା ପାଇଁ ଆପଣାନ୍ତୁ ଏହି ଉପାୟ

କରୋନା ସବୁକିଛି ବଦଳେଇ ଦେଇଛି । କାହାକୁ ଅଧିକ କାମ ପ୍ରେସର ଅଛି ତ ଆଉ କାହା ପାଖରେ ଚାକିରିଟିଏ ନାହିଁ । ଫଳରେ ଲୋକମାନେ ଅଧିକ ଚାପରେ ରହିବାକୁ ଲାଗିଛନ୍ତି । ଯଦି ଆପଣ ବି ଏହି ଚାପରେ ରହିଛନ୍ତି, ତେବେ ଆପଣାନ୍ତୁ…

ଆପତ୍ତିଜନକ ଅବସ୍ଥାରେ ଧରାପଡିଲେ ପ୍ରେମୀଯୁଗଳ, ଆଉ ତା’ପରେ

ଝାଡଖଣ୍ଡ ସାହିବଗଞ୍ଜ ଜିଲ୍ଲାର ରେଙ୍ଗା ପୋଲିସ ଷ୍ଟେସନ ଅଞ୍ଚଳରୁ ଏକ ଳଜ୍ଜାଜନକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଠାରେ ଏକ ପ୍ରେମୀ ଯୁଗଳଙ୍କୁ ଉଲଗ୍ନ କରି ଜୋତା ମାଳ ପିନ୍ଧାଇବା ସହ ଗାଁରେ ବୁଲାଯାଇଛି । ଗାଁର…

ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିପାତ

ଶ୍ରୀନଗର, ୧୩ା୧୨: ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ ପୁଣି ମାତି ଉଠିଛନ୍ତି । ଆଜି ପୁଞ୍ଚ ଅଞ୍ଚଳରେ ସୁରକ୍ଷାବାହିନୀଙ୍କ ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିପାତ ହୋଇଛନ୍ତି । ମୋଗଲ ରୋଡ ଡୁଗରାନ ଅଞ୍ଚଳରେ କିଛି…

ଭାରତର ଏହି ରାଜ୍ୟ ର ଲୋକମାନଙ୍କୁ ମିଳିବ ମାଗଣା କରୋନା ଟୀକା

ଦେଶରେ ଜାନୁଆରୀରୁ କରୋନା ଟିକାକରଣ ଆରମ୍ଭ ହେବାର ସମ୍ଭାବନା ରହିଛି ।ଏହା ପୂର୍ବରୁ କେରଳର ଲୋକଙ୍କୁ ମାଗଣାରେ COVID-19 ଟିକା ଉପଲବ୍ଧ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟାନ କହିଛନ୍ତି। ଏହାର ଲୋକଙ୍କ ପାଇଁ…