Browsing Category

Featured

ସାବଧାନ୍! ୬ ଜିଲ୍ଲାକୁ କାଳବୈଶାଖୀ

ଭୁବନେଶ୍ୱର,୨ ।୬(ଓଡିଶା ଭାସ୍କର): ଆଜି ଅପରାହ୍ନ ୧ଟା ୪୫ ସୁଦ୍ଧା ଭୀଷଣ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । ଏହା ସହ ୩୦ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ଏନେଇ ୬ଟି ଜିଲ୍ଲାକୁ ସତର୍କ…

ଏବେ ଲକଡାଉନ୍ ନୁହେଁ, ଅନଲକର ପାଳି: ମୋଦୀ

ନୂଆଦିଲ୍ଲୀ,୨ ।୬: କରୋନା ସଙ୍କଟ ଯୋଗୁଁ ଦେଶର ଆର୍ଥିକ ସ୍ଥିତି ବିଗିଡିବାରେ ଲାଗିଛି, ଯାହାକୁ ସୁଧାରିବାରେ ଲାଗିପଡିଛନ୍ତି କେନ୍ଦ୍ର ସରକାର । ଏହାରି ମଧ୍ୟରେ ଭାରତୀୟ ଉଦ୍ୟୋଗ ପରିସଂଘ ବା CIIର ବାର୍ଷିକ ସମ୍ମିଳନୀକୁ…

ମଧ୍ୟପ୍ରଦେଶ ଫେରିଗଲେ ପଙ୍ଗପାଳ

ଛତିଶଗଡ ରାଜ୍ୟରୁ ମଧ୍ୟପ୍ରଦେଶ ପଳାଇଲେ ପଙ୍ଗପାଳ । ମଧ୍ୟପ୍ରଦେଶର ଶାହଡୋଲ ଜିଲ୍ଲା ଜେସି ନଗରକୁ ପଳାଇଥିବା ଜଣାପଡିଛି । ପଙ୍ଗପାଳ ଆଉ ଛତିଶଗଡ ଯିବା ସମ୍ଭବନା ନାହିଁ । ଯେଉଁ ରାସ୍ତା ଦେଇ ଆସିଥିଲେ, ସେହି ରାସ୍ତାରେ…

ବଡ ଖବର: ୧୮ଟି ଜିଲ୍ଲାରୁ ଆଉ ୧୪୧ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର,୨ ।୬(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିଚାଲିଥିବା ବେଳେ ଆଜି ଆଉ ୧୪୧ ଜଣ ଚିହ୍ନଟ ହୋଇଛନ୍ତି । ମୋଟ୍ ୧୮ଟି ଜିଲ୍ଲାରୁ ୧୪୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି ।…

ଦେଶରେ କରୋନା ନେଲାଣି ୫,୫୯୮ଟି ମୁଣ୍ଡ

ନୂଆଦିଲ୍ଲୀ, ୨/୬: ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ୧ ଲକ୍ଷ ୯୮ ହଜାର ୭୦୬ ଥିବା ବେଳେ ମୃତ୍ୟୁ ସଂଖ୍ୟା ୫,୫୯୮ କୁ ବୃଦ୍ଧି  ପାଇଛି।କରୋନା ରେ ଆକ୍ରାନ୍ତ ଥିବା ୯୫,୫୨୭ ଜଣ ସୁସ୍ଥ ହୋଇଥିବା ବେଳେ ଚିକିତ୍ସିତ ହେଉଛନ୍ତି…

ମାଡି ଆସୁଛି ବାତ୍ୟା ନିସର୍ଗ

ନୂଆଦିଲ୍ଲୀ,୨/୬:ବାତ୍ୟା ଅମ୍ଫାନର ଦାଗ ନଲିଭିବା ବେଳେ ଆରବ ସାଗରରେ ଦାନା ବାନ୍ଧୁଛି ଆଉ ଏକ ବାତ୍ୟା । ଦକ୍ଷିଣ ପୂର୍ବ ଆରବ ସାଗର ଓ ଲାକ୍ଷାଦ୍ୱୀପ ମଝିରେ ସୃଷ୍ଟି ହୋଇଥିବା ଏହି ଲଘୁଚାପ ଗତକାଲି ଅବପାତର ରୂପ ନେଇଥିଲା…

ସିଆରପିଏଫ୍ କ୍ୟାଣ୍ଟିନରୁ ହଟିଲା ୧୦୦୦ରୁ ଅଧିକ ବିଦେଶୀ ସାମଗ୍ରୀ

କରୋନା ସଙ୍କଟ ଯୋଗୁଁ ଦେଶର ଅର୍ଥନୀତି ବିଗିଡି ଯାଇଛି । ଏଥିରେ ସୁଧାର ପାଇଁ ସ୍ୱଦେଶୀ ଉତ୍ପାଦନକୁ ବ୍ୟବହାର କରିବାରେ ସରକାର ଗୁରୁତ୍ୱ ଦେଉଛନ୍ତି । ଏହି କ୍ରମରେ ସିଆରପିଏଫ୍ କ୍ୟାଣ୍ଟିନରୁ ୧୦୦୦ରୁ ଅଧିକ ବିଦେଶୀ ମାଲକୁ…