Browsing Category
Featured
ଆସନ୍ତା ୨୯ରୁ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ
ଭୁବନେଶ୍ୱର, ୧୪ା୯ (ଓଡ଼ିଶା ଭାସ୍କର): ସେପ୍ଟେମ୍ବର ୨୯ରୁ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବ । ଏନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ୭ଅକ୍ଟୋବର ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବ କିନ୍ତୁ…
ଭୁବନେଶ୍ୱରରୁ ଆଜି ୩୫୧ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର, ୧୪ା୯ (ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ କ୍ରମାଗତ ଭାବେ ବହୁ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହାରି ମଧ୍ୟରେ ଆଜି ବି ମଧ୍ୟ ଭୁବନେଶ୍ୱରରୁ ୩୫୧ କରୋନା ଆକ୍ରାନ୍ତ ଚିହ୍ନଟ…
ହରିବଂଶ ହେଲେ ରାଜ୍ୟସଭା ଉପାଧ୍ୟକ୍ଷ, ବିଜେଡି କରିଥିଲା ସମର୍ଥନ
ନୂଆଦିଲ୍ଲୀ,୧୪ ।୯: ଦ୍ୱିତୀୟ ଥର ପାଇଁ ଜେଡିୟୁ ସାଂସଦ ହରିବଂଶ ନାରାୟଣ ସିଂ ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ଏନଡିଏ ପକ୍ଷରୁ ହରିବଂଶ ରାଜ୍ୟସଭା ଉପାଧ୍ୟକ୍ଷର ପ୍ରାର୍ଥୀ ହୋଇଥିଲେ । ବାଚନିକ ଭୋଟରେ…
ବାଇକରେ କୁମ୍ଭୀର ନେବା ଘଟଣାରେ ଡ଼େପୁଟି ରେଞ୍ଜର ନିଲମ୍ବିତ
ଗଞ୍ଜାମ, ୧୪ା୯(ଓଡ଼ିଶା ଭାସ୍କର): ବାଇକରେ କୁମ୍ଭୀର ବୋହିବା ଘଟଣାରେ ଆଜି ଦିଗପହଣ୍ଡିର ଡେପୁଟି ଅଫିସର ଇନଚାର୍ଯ ପ୍ରମୋଦ କୁମାର ଖଡ଼ଗରାୟ ନିଲମ୍ବିତ ହୋଇଛନ୍ତି । ତାଙ୍କୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରାଯାଇଛି ।…
ସାବଧାନ୍! ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ୱର,୧୪ ।୯(ଓଡିଶା ଭାସ୍କର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇଛି । ଲଘୁଚାପ ପ୍ରଭାବରେ ରାଜ୍ୟରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଆଗାମୀ ୨୪…
Israel to reimpose nationwide 3-week lockdown
Due to the latest surge of Coronavirus cases, Israeli Prime Minister Benjamin Netanyahu announced Sunday the government will impose a three-week lockdown in Israel.
Israel is…
ଆରପାରିରେ ‘ବଡ଼ଭାଇ’ ନଦିୟା ବିହାରୀ
କଟକ୧୪ ।୯(ଓଡିଶା ଭାସ୍କର): ବିଶିଷ୍ଟ ଶିଶୁ ସାହିତ୍ୟିକ ନଦୀୟା ବିହାର ମହାନ୍ତିଙ୍କର ଆଜି ପରଲୋକ ଘଟିଛି । କଟକର ଏକ ଘରୋଇ ହସ୍ପିଟାଲରେ ୯୦ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଆକାଶବାଣୀର କାର୍ଯ୍ୟକ୍ରମ ଶିଶୁ…
Big B becomes Alexa’s first Indian celebrity voice
Amazon Alexa announced a partnership with Big B Amitabh Bachchan to creates a unique voice experience for its Indian fans. The team of Alexa will closely work with Amitabh Bachhan…
ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନ, ୧୭ ସାଂସଦଙ୍କ କରୋନା ରିପୋର୍ଟ ପଜିଟିଭ୍
ନୂଆଦିଲ୍ଲୀ, ୧୪ା୯: ସଂସଦର ମୌସୁମୀ ଅଧିବେଶନର ଆଜି ପ୍ରଥମ ଦିନ । ପ୍ରଥମ ଦିନରେ ଟେଷ୍ଟ ପରେ ୧୭ଜଣ ସାଂସଦଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିବା ନେଇ ସୂଚନା ମିଳିଛି । ସାଂସଦ ମିନାକ୍ଷୀ ଲେଖୀ, ଅନନ୍ତ କୁମାର ହେଗଡ଼େ,…
କୋର୍ଟରେ ହାଜର ହେବେ ସଲମାନ
ମୁମ୍ବାଇ,୧୪ ।୯: ପୁଣି ଥରେ କୋର୍ଟରେ ହାଜର ହେବେ ବଲିଉଡ ଦବଙ୍ଗ ଷ୍ଟାର ସଲମାନ ଖାନ୍ । କୃଷ୍ଣକାୟ ମୃଗ ଶିକାର ମାମଲାରେ ଯୋଧପୁର କୋର୍ଟରେ ହାଜର ହେବାକୁ ଆଦେଶ ଦେଇଛନ୍ତି । ରାଜସ୍ଥାନର ଯୋଧପୁରରେ ସେପ୍ଟେମ୍ବର ୨୮…