Browsing Category
Featured
ନାଗରିକଙ୍କ କର୍ତ୍ତବ୍ୟଠାରୁ ମହିଳାମାନଙ୍କ ନେତୃତ୍ୱରେ ବିକାଶ ପର୍ଯ୍ୟନ୍ତ.., ପିଏମ ମୋଦୀ ସଂସଦରେ ରଖିଲେ ୧୧ ସଂକଳ୍ପ
ନୂଆଦିଲ୍ଲୀ: ଲୋକସଭାରେ ସମ୍ବିଧାନ ଉପରେ ଆଲୋଚନାର ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ୧୧ ସଂକଳ୍ପକୁ ସଂସଦ ସମ୍ମୁଖରେ ଉପସ୍ଥାପନ କରିଛନ୍ତି।…
କଟକରେ ଜଳୁଛି ‘ମୋ ବସ୍’: ରାସ୍ତା ମଝିରେ ବସ୍ ରେ ଲାଗିଗଲା ନିଆଁ
କଟକ: କଟକ ଲିଙ୍କ ରୋଡରେ ହୁତୁହୁତୁ ହୋଇ ଜଳୁଛି ‘ମୋ ବସ୍’ । ରାସ୍ତା ମଝିରେ ଅଚାନକ ମୋ ବସ୍ ରେ ଘଟିଯାଇଛି ଅଗ୍ନିକାଣ୍ଡ । କଟକର ଲିଙ୍କ ରୋଡ ଛକ ନିକଟରେ ବସରେ ଅଚାନକ ନିଆଁ ଧରି ଯାଇଥିଲା । ତେବେ ଅଗ୍ନିକାଣ୍ଡ ଅଧିକ…
ଜୁନିୟର ଏସିଆ କପ୍ ହକି ଫାଇନାଲରେ ପହଞ୍ଚିଲା ଭାରତ: ୩-୧ରେ ହାରିଲା ଜାପାନ
ନୂଆଦିଲ୍ଲୀ: ଡିଫେଣ୍ଡିଂ ଚାମ୍ପିୟନ ଭାରତ ପୁଣି ଥରେ ମହିଳା ଜୁନିୟର ଏସିଆ କପ ହକିରେ ତା’ର ଜଲୱା ଦେଖାଇଛି । ଆଜି ଖେଳାଯାଇଥିବା ପ୍ରଥମ ସେମିଫାଇନାଲ ମୁକାବିଲାରେ ଭାରତ ପ୍ରତିପକ୍ଷ ଜାପାନକୁ ୩-୧ ଗୋଲ ବ୍ୟବଧାନରେ…
୧ କୋଟି ନୂଆ ଘର ପାଇଁ ପିଏମ ଆବାସ ଯୋଜନାରେ ଆରମ୍ଭ ହେଲା ଆବେଦନ, ଏପରି କରନ୍ତୁ ଆବେଦନ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ପିଏମ ଆବାସ ଯୋଜନା ୨.୦ ଆସିଛି। ଏଥିରେ ଲୋକଙ୍କୁ ଘର ତିଆରି ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯିବ। ସହର କ୍ଷେତ୍ରରେ ଆର୍ଥିକ ଭାବେ ଦୁର୍ବଳ…
3rd ଟେଷ୍ଟ ହରାଇବ ଏହି Decission ? ୧୦ ବର୍ଷ ପରେ ଏମିତି ନିଷ୍ପତ୍ତି ନେଲା ଟିମ ଇଣ୍ଡିଆ, ପଡ଼ିପାରେ ମହଙ୍ଗା
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ବର୍ତ୍ତମାନ ଭାରତ ପାଇଁ ଆହୁରି କଷ୍ଟକର ହେବାରେ ଲାଗିଛି । ୨ଟି ଟେଷ୍ଟ ପରେ ୧-୧ରେ ସିରିଜ ବରାବର ରହିଥିବା ବେଳେ ଆଜି ଆରମ୍ଭ ହୋଇଛି ତୃତୀୟ ଟେଷ୍ଟ । ତେବେ ଏହି ଟେଷ୍ଟରେ ଭାରତ…
KYC ଅପଡେଟ ନାମରେ ହେଉଛି ସାଇବର ଫ୍ରଡ, ଏହି ଉପାୟରେ ନିଜକୁ ରଖନ୍ତୁ ସୁରକ୍ଷିତ
ନୂଆଦିଲ୍ଲୀ: ଦେଶରେ ବଢୁଥିବା ସାଇବର କ୍ରାଇମରେ ଲୋକଙ୍କୁ ପ୍ରତିଦିନ କୋଟି କୋଟି ଟଙ୍କା ହରାଇବାକୁ ପଡୁଛି । ସାଇବର ଅପରାଧୀ ଭିନ୍ନ-ଭିନ୍ନ ଉପାୟରେ ଲୋକଙ୍କୁ ଟାର୍ଗେଟ କରୁଛନ୍ତି ଏବଂ ସେମାନଙ୍କ ପରିଶ୍ରମର ରୋଜଗାରକୁ…
(Video) ବିନୋଦ କାମ୍ବଲିଙ୍କ ୩୦ ବର୍ଷ ତଳର ଚେହେରା ଦେଖି ଫ୍ୟାନ୍ସ ଚକିତ: ଯୁବକ ବେଳେ ବିରାଟଙ୍କ ପରି ଫିଟ୍ ଥିଲେ ସଚିନଙ୍କ ବନ୍ଧୁ
ନୂଆଦିଲ୍ଲୀ: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପିଲାଦିନର ବନ୍ଧୁ ବିନୋଦ କାମ୍ବଲିକୁ ନେଇ ନିକଟରେ ବେଶ୍ ଚର୍ଚ୍ଚା ଚାଲିଛି । ବର୍ତ୍ତମାନ ସମୟରେ ୫୨ ବର୍ଷୀୟ କାମ୍ବଲି ଗମ୍ଭୀର ବିମାରୀର ଶିକାର ହେବା ସହ ଆର୍ଥିକ…
ଜୁନିୟର ହକି ବିଶ୍ୱକପ ୨୦୨୫ ଖେଳିବାକୁ ଯୋଗ୍ୟତା ଅର୍ଜନ କଲା ଭାରତୀୟ ମହିଳା ଟିମ୍
ନୂଆଦିଲ୍ଲୀ: ଭାରତୀୟ ମହିଳା ହକି ଟିମ୍ ଏକ ବଡ଼ ସଫଳତା ହାସଲ କରିଛି । ମହିଳା ଜୁନିୟର ବିଶ୍ୱକପ୍ ୨୦୨୫ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି ଭାରତୀୟ ହକି ଟିମ୍ । ଜୁନିୟର ଏସିଆ କପରେ ଥାଇଲାଣ୍ଡକୁ ପରାସ୍ତ କରି…
ଜେଲ ଭିତରେ କେମିତି କଟିଲା ‘ପୁଷ୍ପା’ଙ୍କ ରାତି? ମିଳିଲାନି VIP Treatment: ଖାଲି ପେଟରେ ତଳେ ଶୋଇଲେ ଅଲ୍ଲୁ ଅର୍ଜୁନ
ନୂଆଦିଲ୍ଲୀ: ‘ପୁଷ୍ପା-୨’ଷ୍ଟାର ଅଲ୍ଲୁ ଅର୍ଜୁନ ଜେଲରୁ ମୁକୁଳି ଘରକୁ ଫେରିଛନ୍ତି । ଅଦାଲତ ତାଙ୍କୁ ଜାମିନ ଦେବା ପରେ ସେ ଆଜି ଜେଲରୁ ବାହାରି ଆସିଛନ୍ତି । ଅଲ୍ଲୁ ଅର୍ଜୁନଙ୍କୁ ତଳ ଅଦାଲତ ୧୪ ଦିନିଆ ରିମାଣ୍ଡରେ ପଠାଇବା…
ଚାରି ବର୍ଷ ମଧ୍ୟରେ କମ୍ପାନୀର ଲାଭ ଚାରି ଗୁଣ ବୃଦ୍ଧି, କିନ୍ତୁ କର୍ମଚାରୀଙ୍କ ବେତନରେ ସ୍ଥିରତା: ରିପୋର୍ଟରୁ ଖୁଲାସା
ନୂଆଦିଲ୍ଲୀ:ବେସରକାରୀ କ୍ଷେତ୍ରର କର୍ମଚାରୀଙ୍କ ସ୍ୱଳ୍ପ ବେତନ ବର୍ତ୍ତମାନ ଦେଶର ବିକାଶ ଉପରେ ପ୍ରଭାବ ପକାଉଛି। ସମ୍ପ୍ରତି ଦେଶରେ ଆର୍ଥିକ ବିକାଶର ଚିନ୍ତାଜନକ ଆକଳନ ସାମ୍ନାକୁ ଆସିଛି ।
ସରକାର ଦେଶର ମନ୍ଥର ଆର୍ଥିକ…