Browsing Category

Featured

ମୋବାଇଲ ନେଟୱାର୍କ ପାଇଁ ନିମ୍ବ ଗଛରେ ଚଢ଼ି ପାଠ ପଢ଼ାଇଲେ ଶିକ୍ଷକ

ଭୁବନେଶ୍ୱର:୨୩ ।୪(ଓଡିଶା ଭାସ୍କର): ଲକ ଡାଉନ ପାଇଁ ସ୍କୁଲ କଲେଜ ବନ୍ଦ । ସରକାର ଅନ ଲାଇନ ଶିକ୍ଷାଦାନ ଉପରେ ଗୁରୁତ୍ୱ ଦେଉଛନ୍ତି । ଯାହା ଫଳରେ ପିଲାଙ୍କ ପାଠପଢ଼ା ଚାଲିପାରିବ । କିନ୍ତୁ ଅନ ଲାଇନ ପାଠପଢ଼ାରେ ବ୍ୟାଘାତ…

ମାଲକାନଗିରି ଓ କୋରାପୁଟ ଗସ୍ତରେ ୫ଟି ସଚିବ ଓ ଉନ୍ନୟନ କମିସନର

ମାଲକାନଗିରି, ୨୩ା୪(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାସହ କରୋନା ମୁକାବିଲା କରିବା ପାଇଁ ସରକାରଙ୍କ ପକ୍ଷରୁ ବହୁ ପଦକ୍ଷେପ ନିଆଯାଉଛି । ସବୁ…

୩ଜିଲ୍ଲା ପାଇଁ ୩ସଚିବଙ୍କୁ ମିଳିଲା ନିଯୁକ୍ତି

ଭୁବନେଶ୍ୱର, ୨୩ା୪(ଓଡ଼ିଶା ଭାସ୍କର): ଭଦ୍ରକ, ଯାଜପୁର ଓ ବାଲେଶ୍ୱର ଏହି ୩ଟି ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହ ବୃଦ୍ଧି ପାଇବା ପ୍ରସଙ୍ଗରେ ୩ଜିଲ୍ଲାର ସ୍ଥିତି ସମୀକ୍ଷା ପାଇଁ…

କରୋନା ଦୁଃଖ: ଦରମା ନମିଳିବାରୁ ଥାଳିରେ ଘାସ ରଖି ଖାଇବାରେ ଲାଗିଲେ ଗାର୍ଡ

ଦେଶରେ କରୋନା ପରିସ୍ଥିିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ଏହାର ପ୍ରଭାବରେ ଶ୍ରମିକ ଓ ନିମ୍ନ ଶ୍ରେଣୀର ଲୋକେ ଖାଇବା ପାଇଁ ଆଉଟୁପାଉଟୁ ହେଉଥିବାର ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ…

ମୋବାଇଲ ଫୋନ ଦ୍ୱାରା ବ୍ୟାପେ କରୋନା ,ବ୍ୟବହାର ଉପରେ କଟକଣା ।

ଭୁବନେଶ୍ୱର:୨୩ ।୪(ଓଡିଶା ଭାସ୍କର): କରୋନା ସଂକ୍ରମଣ ରୋକିବାକୁ ବିଭିନ୍ନ କଟକଣା ଲଗାଇଛନ୍ତି ସରକାର । ପ୍ରଥମେ ହାତରେ ମୁହଁ ଛୁଇବା ଉପରେ କଟକଣା ପରେ ଘରୁ ବାହାରିବା ଉପରେ କଟକଣା । ଆଉ ଏବେ ମୋବାଇଲ ଫୋନ ବ୍ୟବହାର…

ଘରେ ବିଲେଇ ପାଳିଥିବା ଲୋକେ ସାବଧାନ । ଆମେରିକାରେ ପୋଷା ବିଲେଇକୁ କରୋନା ।

ଭୁବନେଶ୍ୱର:୨୩ ।୪(ଓଡିଶା ଭାସ୍କର):ଘରେ ବିଲେଇ ପାଳିବା କିଛି ଲୋକଙ୍କ ସଉକ ଥାଏ । ବହୁ ଲୋକ ଆଦର ଓ ଯତ୍ନର ସହ ଘରେ ବିଲେଇ ପାଳିଥାନ୍ତି । କିନ୍ତୁ ଏବେ ଘରେ ବିଲେଇ ପାଳିଥିବା ଲୋକେ ସାବଧାନ ହୋଇଯାଆନ୍ତୁ ।କାରଣ ଏକ…

ବଢ଼ିଲା ବାଡୁଅଙ୍କ ଚିନ୍ତା ,କରେ।ନା ପାଇଁ ନଭେମ୍ବର ଯାଏ ହୋଇପାରିବେନି ବାହା !

ଭୁବନେଶ୍ୱର:୨୩ ।୪(ଓଡିଶା ଭାସ୍କର):କରୋନା ପାଇଁ ସାରା ଦେଶରେ ଏବେ ଲକ ଡାଉନ । ମାର୍ଚ୍ଚ ୨୩ରୁ ଆରମ୍ଭ ହୋଇଥିବା ଲକ ଡାଉନ ପ୍ରଥମେ ଏପ୍ରିଲ ୧୪ ଓ ପରେ ମେ ୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଆଗକୁ ଏହା ବୃଦ୍ଧି…

ଅର୍ଣ୍ଣବ ଗୋସ୍ୱାମୀ ଓ ତାଙ୍କ ପତ୍ନୀଙ୍କ ଉପରେ ଆକ୍ରମଣ

ଭୁବନେଶ୍ୱର:୨୩ ।୪(ଓଡିଶା ଭାସ୍କର):ବରିଷ୍ଠ ସାମ୍ବାଦିକ,ଆଙ୍କର ତଥା ରିପବ୍ଳିକ ଟିଭିର ଏଡିଟର ଅର୍ଣ୍ଣବ ଗୋସ୍ୱାମୀଙ୍କ ଉପରେ ଆକ୍ରମଣ କରାଯାଇଛି । ଆଜି ଭୋରରୁ ଅର୍ଣ୍ଣବ ତାଙ୍କ ପତ୍ନୀଙ୍କ ସହ କାରରେ ଯାଉଥିବା ବେଳେ…

ମେ ୩ ପରେ ପୁଣି ବଢ଼ିବ ଲକ ଡାଉନ ଅବଧି !

ଭୁବନେଶ୍ୱର:୨୩ ।୪(ଓଡିଶା ଭାସ୍କର):ପୁଣି ବଢ଼ିପାରେ ଲକ ଡାଉନ ଅବଧି । ଏନେଇ ଆସନ୍ତା ୨୭ ତାରିଖ ଦିନ ପ୍ରଧାନମନ୍ତ୍ରୀ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ । ଏହା ପରେ ଏନେଇ ନିଷ୍ପତ୍ତି ନିଆଯାଇପାରେ ।…