Browsing Category
Featured
ସେଲୁନ୍ ଖୋଲିବାର ମାତ୍ର କେଇ ଘଣ୍ଟା ପରେ ଲକ୍ଷପତି ହେଲେ ମାଲିକ
କରୋନା ସଂକ୍ରମଣକୁ ରୋକିବା ପାଇଁ ଭାରତ ସମେତ ବହୁ ଦେଶରେ ଲକଡାଉନ ଜାରି ରହିଛି । ଏହି ସମୟରେ ବ୍ୟବସାୟ ଉପରେ ବହୁ ଖରାପ ପ୍ରଭାବ ପଢୁଛି । ଏହାକୁ ଦୃଷ୍ଟିରେ ରଖି କିଛି ଦେଶରେ କିଛିଟା ନିୟମ କୋହଳ କରାଯାଇଛି, ଯେଉଁଥିରେ…
ମାଡି ଆସୁଛି ବାତ୍ୟା, ପାରାଦୀପଠାରୁ ୧୨୫ କିମି ଦୂରରେ ଅମ୍ଫନ
ଭୁବନେଶ୍ୱର,୨୦/୫(ଓଡିଶା ଭାସ୍କର): ପାରାଦୀପରୁ ଦକ୍ଷିଣ-ଦକ୍ଷିଣପୂର୍ବରେ ୧୨୫ କିମି ଦୂରରେ ଅଛି ଅମ୍ଫନ । ଦୀଘାରୁ ଦକ୍ଷିଣରେ ୨୪୦ କିମି ଦୂରରେ ଅଛି ବାତ୍ୟା ଅମ୍ଫନ ।
ବାଂଲାଦେଶ ଖେପୁପରାରୁ ଦକ୍ଷଣିପଶ୍ଚିମରେ ୩୯୫…
କରୋନାକୁ ମାର ଗୁଳି! କ୍ୱାରେଣ୍ଟାଇନ ସେଣ୍ଟରରେ ଚାଲିଲା ଅଶ୍ଳୀଳ ଡ୍ୟାନ୍ସ
କ୍ୱାରେଣ୍ଟାଇନ ସେଣ୍ଟରରେ ଅଶ୍ଳୀଳ ଡ୍ୟାନ୍ସ । କରୋନକୁ ଖାତିର ନକରି ନିଜ ମଉଜରେ ମାତିଛନ୍ତି ପ୍ରବାସୀ । କରୋନାକୁ ନେଇ ସରକାର ବି ଭୟଭୀତରେ ଥିବା ବେଳେ ତାଙ୍କର ର ବା କଣ ଫରକ୍ ପଡୁଛି । ତେବେ କରୋନା ମୁକାବିଲା ପାଇଁ…
ରାଶିଫଳ (୨୦।୦୫।୨୦୨୦, ବୁଧବାର ), ଜାଣନ୍ତୁ ଆପଣଙ୍କ ଦିନ କିପରି କଟିବ
ମେଷ -ବର୍ତ୍ତମାନ ଉଚ୍ଚପଦସ୍ଥ ଅଧିକାରୀମାନଙ୍କ ସହ କୌଣସି ପ୍ରକାର ମନୋମାଳିନ୍ୟରୁ ଦୂରେଇ ରୁହନ୍ତୁ । ବିଶେଷକରି ଯେତେବେଳେ ଆପଣଙ୍କୁ ତାଙ୍କଠାରୁ କୌଣସି କାମର ସ୍ୱୀକୃତି ଦରକାର ହେଉଛି ।
ବୃଷ -ଆଜି ଆତ୍ମନିର୍ଭରତାକୁ…
ଜୁନ ୧ରୁ ସାରା ଦେଶରେ ଗଡିବ ଟ୍ରେନ
ନୂଆଦିଲ୍ଲୀ,୧୯/୫: ଜୁନ ୧ରୁ ସାଧାରଣ ଲୋକଙ୍କ ପାଇଁ ୨୦୦ଟି ବିନା AC ଟ୍ରେନ୍ ଚାଲିବ। SL କୋଚ୍ ଓ ଚେୟାର କାର୍ ଟ୍ରେନ୍ ଚାଲିବ ବୋଲି ଜଣାପଡିଛି । ଖୁବ୍ଶୀଘ୍ର ଟ୍ରେନ୍ର ସମୟ ସାରଣୀ ଜଣାଇ ଦିଆଯିବ। ଏଣିକି କମ୍…
ଲକ ଡାଉନ ୪.0: ରାଜଧାନୀରେ କଣ ଖୋଲିବ ଓ କଣ ବନ୍ଦ ରହିବ ଜାଣନ୍ତୁ
ଭୁବନେଶ୍ୱର,୧୯/୫(ଓଡିଶା ଭାସ୍କର):ଗତ ୧୮ ତାରିଖରେ ଲକ ଡାଉନ ୪.୦ ଆରମ୍ଭ ହୋଇଛି।ଏହି ଲକ ଡାଉନ ୪.୦ ରେ ରାଜଧାନୀରେ କଣ ଖୋଲିବ, କଣ ବନ୍ଦ ରହିବ ସେନେଇ ଗାଇଡ୍ ଲାଇନ ଜାରି ହୋଇଛି। ସ୍କୁଲ, କଲେଜ, ଶିକ୍ଷାନୁଷ୍ଠାନ…
ଆଶ୍ରମରେ ବନ୍ଧକ ରଖି ମହିଳାଙ୍କୁ ଗଣଦୁଷ୍କର୍ମ, ୨ ପୂଜାରୀ ଗିରଫ
ପଞ୍ଜାବ ଅମୃତସର ଜିଲ୍ଲାରେ ଏକ ଲଜ୍ଜାଜନକ ଘଟଣା ଘଟିଯାଇଛି । ସେଠାରେ ଥିବା ମନ୍ଦିରକୁ ପୂଜା ପାଇଁ ଯାଇଥିବା ୨ ମହିଳାଙ୍କୁ ଆଶ୍ରମରେ ବନ୍ଧକ ରଖି ଗଣଦୁଷ୍କର୍ମ କରିବା ଅଭିଯୋଗରେ ୨ ପୂଜାରୀ ବନ୍ଧାହୋଇଛନ୍ତି । ଆଶ୍ରମରେ…
ସପା ନେତା ଓ ତାଙ୍କ ପୁଅକୁ ଗୁଳି କରି ହତ୍ୟା, ଫାୟାରିଂର ଲାଇଭ୍ ଭିଡିଓ ଭାଇରାଲ
ଉତ୍ତର ପ୍ରଦେଶର ସମ୍ଭଳ ଜିଲ୍ଲାରେ ସମାଜବାଦୀ ପାର୍ଟିର ନେତା ଛୋଟେଲାଲ ଓ ତାଙ୍କ ପୁଅକୁ ଗୁଳି ମାରି ହତ୍ୟା କରାଯାଇଛି । ଆଜି ସକାଳେ ହିଁ ଛୋଟେଲାଲ ଓ ତାଙ୍କର ୨୮ ବର୍ଷିୟ ପୁଅ ସୁନୀଲ କୁମାରକୁ ୨ ଦୃର୍ବୁତ୍ତ ଗୁଳି…
10 ways to avoid conflict in your organization
Listen first, talk second.
Set clear expectation
Encourage collaboration.
Spend significant time on new projects and new hires.
Discourage gossip and gossipers.…
ଚଳିତବର୍ଷ ବିଳମ୍ବରେ ଆସିବ ମୌସୁମୀ
ନୂଆଦିଲ୍ଲୀ, ୧୯ା୫: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଅମ୍ଫନ ଯୋଗୁଁ ଏଥର ବିଳମ୍ବରେ ଭାରତ ଛୁଇଁବ ମୌସୁମୀ ବାୟୁ । ଜୁନ୍ ୫ରେ ମୌସୁମୀ ବାୟୁ କେରଳ ଉପକୂଳ ଛୁଇଁବା ସମ୍ଭାବନା ରହିଛି । ଏନେଇ ସୂଚନା ଦେଇଛନ୍ତି…