Browsing Category

Featured

ଗୋଚର ଭୂଇଁ ପାଲଟିଛି ରାଜକନିକା ଉଦ୍ୟାନ କୃଷି ବିଭାଗ ପରିସର

ରାଜକନିକା,୯ ।୭(ଓଡିଶା ଭାସ୍କର): ୧୯୯୯ ମସିହା ଜାନୁୟାରୀ ମାସ ୩ ତାରିଖ ଦିନରେ ଆଳିର ତତ୍କାଳୀନ ବିଧାୟକ ଦୋଳେଗୋବିନ୍ଦ ନାୟକଙ୍କ ଉଦ୍ୟମରେ ରାଜକନିକା ବ୍ଲକ୍‌ର ସଦରରେ ରାଜକନିକା ବ୍ଲକ୍‌ସ୍ତରୀୟ ରାଚା ଉତ୍ପାଦନ ଓ…

କାଲିଠାରୁ ରାଜ୍ୟରେ କମିବ ମଦ ଦର, ଜାଣନ୍ତୁ କେତେ?

ଭୁବନେଶ୍ୱର,୯ ।୭(ଓଡିଶା ଭାସ୍କର): କରୋନା ସଙ୍କଟ ସମୟରେ ମଦ ପିଇଥିବା ଲୋକଙ୍କ ଉପରେ ସତେ ଯେପରି ଦୁଃଖର ପାହାଡ ଭାଙ୍ଗି ପଡିଥିଲା, କାରଣ ସରକାର ମଦ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଥିଲେ । ତା ପରେ ଅନଲାଇନ ମଦ ଓ…

ନିଜକୁ ଭଗବାନ ରାମଙ୍କ ବଂଶଜ କହୁଛନ୍ତି ୨୧ ବର୍ଷୀୟ ଯୁବକ! ୨୦,୦୦୦ କୋଟି ସମ୍ପତ୍ତିର ମାଲିକ

ମାତ୍ର ୨୧ ବର୍ଷ ବୟସରେ ୨୦ ହଜାର କୋଟି ସମ୍ପତ୍ତିର ମାଲିକ ହେବା ସମ୍ଭବ କି? କିନ୍ତୁ ଆପଣଙ୍କୁ ଅବିଶ୍ୱାସ ଲାଗିଲେ କି କଥାଟି ସତ । ଜଣେ ୨୧ ବର୍ଷୀୟା ଯୁବକଙ୍କ ରହିଛି ୨୦,୦୦୦ କୋଟି ଟଙ୍କାର ସମ୍ପତ୍ତି । ଏହା ସହ ସେ…

ଖୁସି ଖବର: ଆଜି ରାଜ୍ୟରେ ସର୍ବାଧିକ ୪୦୧ ସୁସ୍ଥ

ଭୁବନେଶ୍ୱର,୯ ।୭(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ପ୍ରକୋପ ବଢିଚାଲିଥିବା ବେଳେ ଆସିଛି ଏକ ଆଶ୍ୱସ୍ତକର ଖବର । ଆଜି ଗୋଟିଏ ଦିନରେ ସର୍ବାଧିକ ୪୦୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହି କ୍ରମରେ ଓଡିଶାରେ…

ସୁପର ସ୍ପ୍ରେଡ଼ର ପାଲଟିଲେ ଟ୍ୟୁସନ ସାର, ଏବେ ପାଠପଢ଼ୁଥିବା ୩ ଛାତ୍ର କରୋନା ଆକ୍ରାନ୍ତ

କୋରାପୁଟ, ୯ା୭(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ତେଣୁ ବହୁ କଟକଣା ଜାରି ମଧ୍ୟ ହୋଇଛି । କଟକଣା ନମାନି ଟ୍ୟୁସନ ସାର ଛାତ୍ରମାନଙ୍କୁ ପାଠ ପଢ଼ାଉଥିଲେ । ପାଠ…

୧୫ ଅଗଷ୍ଟ ସୁଦ୍ଧା ଆସିବ କି ଟୀକା? ଜାଣନ୍ତୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଜବାବ୍

ନୂଆଦିଲ୍ଲୀ,୯ ।୭: ସାରା ଦୁନିଆରେ କରୋନାର ପ୍ରକୋପକୁ ଦୃଷ୍ଟିରେ ରଖି ଟୀକା ଖୋଜା ଚାଲିଛି । ଏହାରି ମଧ୍ୟରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଏଥିରେ…

ସିବିଏସଇ ପରୀକ୍ଷା ଫଳ ତାରିଖ ଘୋଷଣା ଖବର ମିଥ୍ୟା

ନୂଆଦିଲ୍ଲୀ, ୯ା୭: ଆଜି ସିବିଏସଇ ପରୀକ୍ଷା ଫଳ ପ୍ରକାଶ ପାଇବା ନେଇ ତାରିଖ ଘୋଷଣା ହୋଇଥିବା ଖବରଟି ସମ୍ପୂର୍ଣ୍ଣ ମିଥ୍ୟା ବୋଲି ସୂଚନା ମିଳିଛି । ପ୍ରକାଶ ପାଇଥିବା ତାରିଖ ତଥ୍ୟଟି ଠିକ ନୁହେଁ ବୋଲି ସୂଚନା ଦେଇଛି ଜାତୀୟ…