Browsing Category

Astrology

ଧନତେରସ ଦିନ ଅବଶ୍ୟ କିଣନ୍ତୁ ଲୁଣ, ଦାରିଦ୍ର୍ୟତା ହେବ ଦୂର, ପରିବାରରେ ବଢିବ ଶାନ୍ତି

ଓଡ଼ିଶା ଭାସ୍କର: ଚଳିତ ବର୍ଷ ଦୀପାବଳି ପର୍ବ ୩୧ ଅକ୍ଟୋବରରେ ପାଳନ କରାଯିବ। ଦୀପାବଳିର ଠିକ ଦୁଇ ଦିନ ପୂର୍ବରୁ ଧନତେରସ ସେଲିବ୍ରେସନ କରାଯାଇଥାଏ ଅର୍ଥାର ୨୯ ତାରିଖରେ ଧନ୍ୱନ୍ତରୀ ପର୍ବ ପାଳନ କରାଯିବ। କାର୍ତ୍ତିକ ମାସର…

ଆଲୋକର ପର୍ବ ୪ ରାଶିର ଲୋକଙ୍କ ପାଇଁ ଆଣୁଛି ବହୁ ଉନ୍ନତି, ସୁଖ, ଶାନ୍ତିରେ ଭରିଯିବ ଜୀବନ

ଓଡିଶା ଭାସ୍କର: ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ଆତ୍ମା କାରକ ଗ୍ରହ କୁହାଯିବା ବେଳେ ଚନ୍ଦ୍ରଙ୍କୁ ମନ କାରକ କୁହାଯାଏ । ଦୁଇ ଗ୍ରହଙ୍କର ବ୍ୟକ୍ତିର ଜୀବନ ଉପରେ ବହୁ ପ୍ରଭାବ ରହିଛି । ଆସନ୍ତା ୩୧ ବା ଦୀପାବଳିରେ ଏହି…

ଧନତେରସର ଏହି ଶୁଭ ମୁହୂର୍ତ୍ତରେ କରନ୍ତୁ ଲକ୍ଷ୍ମୀ-କୁବେର ଏବଂ ଧନ୍ୱନ୍ତରୀଙ୍କ ପୂଜା, ଜାଣନ୍ତୁ ସଠିକ ସମୟ

ଓଡ଼ିଶା ଭାସ୍କର: ଦୀପାବଳିକୁ ହିନ୍ଦୁମାନଙ୍କ ମୁଖ୍ୟ ପର୍ବ କୁହାଯାଏ। ଏହି ପର୍ବର ଆରମ୍ଭ ଧନ୍ୱନ୍ତରୀ ପର୍ବଠାରୁ ହୋଇଥାଏ। ଦେଶର ଅନେକ ସ୍ଥାନରେ ଦିପାବଳୀର ପର୍ବ ୫ଦିନ ପାଳନ କରାଯାଏ। ଏହି ପାଞ୍ଚ ଦିନ ପର୍ଯ୍ୟନ୍ତ…

କେଉଁ ଦିନ ଧାରଣ କରିବେ ତୁଳସୀ ମାଳା ? ଜାଣନ୍ତୁ କ’ଣ ରହିଛି ନିୟମ

ଓଡ଼ିଶା ଭାସ୍କର: ସନାତନ ଧର୍ମରେ ତୁଳସୀକୁ ପବିତ୍ର ବୃକ୍ଷ ଭାବେ ବିବେଚିତ କରାଯାଇଛି । ଏହାକୁ ଘରେ ଲଗାଇଲେ ନକାରାତ୍ମକ ଶକ୍ତି ଦୂରେଇଥାଏ । ଘର ଏବଂ ଆଖପାଖର ବାତାବରଣ ସକାରାତ୍ମକ ଉର୍ଜ୍ଜା ସଞ୍ଚାର ହୋଇଥାଏ । ତୁଳସୀ…

ଧନତେରସରେ ଏହି ୪ ରାଶିଙ୍କର ବଦଳିବ ଭାଗ୍ୟ: ରାଶି ପରିବର୍ତ୍ତନ କରିବେ ବୁଧ, ସବୁଠି ମିଳିବ ସଫଳତା!

ଓଡ଼ିଶା ଭାସ୍କର: ଆସନ୍ତା ଅକ୍ଟୋବର ୨୯ ତାରିଖରେ ପାଳନ ହେବ ପବିତ୍ର ଧନତେରସ । ଜ୍ୟୋତିଶ ଶାସ୍ତ୍ର ଅନୁସାରେ, ଚଳିତବର୍ଷ ଧନତେରସ ପର୍ବ ବେଶ୍ ଶୁଭ ରହିବ । ତେବେ ଏହି ଅବସରରେ ଗ୍ରହମାନଙ୍କର ରାଜକୁମାର କୁହାଯାଉଥିବା ବୁଧ…

ନିଜେ ଜାଣନ୍ତୁ ନିଜର ଭବିଷ୍ୟତ; ଶନି, ରାହୁ, କେତୁ, ନବଗ୍ରହଙ୍କ ମିଳନ ଆପଣଙ୍କ ହାତରେ କ’ଣ ଦେଇଥାଏ….

ଭୁବନେଶ୍ୱର: ଆମେ ସାଧାରଣତଃ ନିଜର ଭବିଷ୍ୟତ ଜାଣିବାକୁ ଜ୍ୟୋତିଷଙ୍କ ନିକଟକୁ ଯାଇଥାଉ। ବର୍ତ୍ତମାନ ଦେଖିବାକୁ ଅନେକ ଜ୍ୟୋତିଷ ଏଥିପାଇଁ ତାଙ୍କର ଦକ୍ଷିଣା ବା ଫି ବଢ଼ାଇ ଦେଉଛନ୍ତି। ଯାହା ସାଧାରଣ ଲୋକଙ୍କ ପାଇଁ ଦେବା…

ବିବାହ ହୋଇପାରୁନଥିଲେ କାର୍ତ୍ତିକ ମାସର ପ୍ରଥମ ସୋମବାରରେ କରନ୍ତୁ ଏହି ଉପାୟ, ଶିବଙ୍କ ପରି ପାଇବେ ବର

ଓଡ଼ିଶା ଭାସ୍କର: ହିନ୍ଦୁ ଧର୍ମରେ କାର୍ତ୍ତିକ ମାସ ସୋମବାରର ଅତ୍ୟନ୍ତ ମହତ୍ତ୍ୱ ରହିଛି। ଶାସ୍ତ୍ର ଅନୁଯାୟୀ, ଭଗବାନ ଶିବଙ୍କର ଏହି ଦିନ ଅତ୍ୟନ୍ତ ପ୍ରିୟ ଅଟେ। ଏହି ଦିନ ବାବା ଭୋଲେନାଥଙ୍କୁ ପୂଜା କରି ତାଙ୍କୁ ପ୍ରକୃତ…

ଏହି ବାରରେ ଜନ୍ମ ହୋଇଥିବା ପିଲା ହୋଇଥାଆନ୍ତି ଭାଗ୍ୟଶାଳୀ, ସବୁଥିରେ ହୁଅନ୍ତି ସଫଳ

ଓଡ଼ିଶା ଭାସ୍କର: ପିଲାଟି ଜନ୍ମ ହେବାରେ ଘରେ ଖୁସିର ଲହରୀ ଖେଳିଯାଏ। ଏଥିସହ ସେ କେଉଁ ଦିନ ଜନ୍ମ ହୋଇଛି, ତାର ରାଶି, ନକ୍ଷତ୍ର ବାସ୍ତୁଶାସ୍ତ୍ରରେ ଅନେକ ମହତ୍ତ୍ୱ ରଖିଥାଏ। ତେବେ ଜନ୍ମ ବାରର ମଧ୍ୟ ଅନେକ ମହତ୍ତ୍ଵ…

ଶୁକ୍ରବାରର ଏହି ଛୋଟ ଛୋଟ ଉପାୟ ମାଆ ଲକ୍ଷ୍ମୀଙ୍କୁ କରିବ ପ୍ରସନ୍ନ, ରୋଜଗାର ମିଳିବା ସହ ଧନର ରହିବନି ଅଭାବ

ଓଡ଼ିଶା ଭାସ୍କର: ଶୁକ୍ରବାର ଦେବୀ ଲକ୍ଷ୍ମୀଙ୍କୁ ସମର୍ପିତ କରାଯାଇଥାଏ। ଏହି ଦିନ ଦେବୀ ଲକ୍ଷ୍ମୀଙ୍କୁ ଖୁସି କରିବା ପାଇଁ ଅନେକ ଉପାୟ କରାଯାଇଥାଏ। ଏଭଳି ପରିସ୍ଥିତିରେ, ଆଜି ଆମେ ଆପଣଙ୍କୁ କିଛି ଛୋଟ ଏବଂ ପ୍ରଭାବଶାଳୀ…