CHARIDHAM
Browsing Category

ଜୀବନଚର୍ଯ୍ୟା

”ଜୀବନ ନେଇ ପାରେ.. ଦେଇ ବି ପାରେ”, ୨୮୬ କୋଟି ଟଙ୍କା ମୂଲ୍ୟର ‘ଡେଥ୍‌ଷ୍ଟକର୍‌’ର ବିଷ: ୨ ମିଲିଗ୍ରାମ୍‌ର ଗରଳ…

ନୂଆଦିଲ୍ଳୀ (ଓଡ଼ିଶା ଭାସ୍କର): ମଣିଷର ଜୀବନ ନେଉଥିବା ଅଧିକାଂଶ ବିଷର ମୂଲ୍ୟ ବେଶ୍‌ ଅଧିକ । ସବୁଠାରୁ ମୂଲ୍ୟବାନ୍‌ ହେଉଛି  ଡେଥ୍‌ଷ୍ଟକର୍‌ ନାମକ କଙ୍କଡ଼ା ବିଛାର ବିଷ । ଏହାର ଗାଲନ୍‌(୧ ଗାଲନ୍‌ = ୩.୭୮୫୪୧ ଲିଟର୍‌)…

ବିଶ୍ୱାସ- ଅନ୍ଧବିଶ୍ୱାସ : ସନ୍ତାନ ପ୍ରାପ୍ତି ପାଇଁ ଏହି ମନ୍ଦିରକୁ ଯାଇଥାନ୍ତି ଦମ୍ପତି, ଭଗବାନଙ୍କ ପ୍ରସାଦ ରୂପେ ଅର୍ପଣ କରାଯାଇଥାଏ ଲେମ୍ବୁ

ତାମିଲନାଡ଼ୁ (ଓଡ଼ିଶା ଭାସ୍କର) : ସବୁ ଦମ୍ପତି ସନ୍ତାନ ସୁଖ ଚାହାଁନ୍ତି । କିନ୍ତୁ କୌଣସି  କାରଣବଶତଃ ସମସ୍ତଙ୍କ ଭାଗ୍ୟରେ ଏହା ଜୁଟି ନଥାଏ । ଯଦି ଆପଣ ସନ୍ତାନ ସୁଖରୁ ବଞ୍ଚିତ ତେବେ ତାମିଲନାଡ଼ୁର ଇଦ୍ୟୁମ୍ବନ ମନ୍ଦିର…

କଣ ଆପଣ ଶୀଘ୍ର ଓଜନ କମାଇବାକୁ ଚାହୁଛନ୍ତି, ତାହେଲେ ପିଅନ୍ତୁ ପତ୍ରକୋବି ସୁପ୍

ଓଡ଼ିଶା ଭାସ୍କର ବ୍ୟୁରୋ: ଯଦି ଆପଣ ଦ୍ରୁତ ଗତିରେ ବଢ଼ୁଥିବା ଓଜନକୁ ନେଇ ଚିନ୍ତାରେ ଅଛନ୍ତି । ତାହେଲେ ଚିନ୍ତାକୁ ଦୂର କରିଦିଅନ୍ତି । କାରଣ ଏକ ଏଭଳି ଟେଷ୍ଟି ତରିକା ରହିଛି ଯାହା ଦ୍ୱାରା ଓଜନ ଖୁବ୍ ଶୀଘ୍ର କମିଯିବ ଏବଂ…

ଜାରି ରହିଛି ନୌତପା, ଜାଣନ୍ତୁ ଏହି ସମୟରେ କିପରି ଆକଳନ ହୁଏ ମୌସୁମୀର ଗତିବିଧି

ଓଡ଼ିଶା ଭାସ୍କର ବ୍ୟୁରୋ: ପ୍ରକୃତିର ପରିବର୍ତ୍ତନରେ ଗ୍ରହ ମାନଙ୍କର ଆତଯାତର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ରହିଥାଏ । ଯେମିତିକି ମୀନ ସଂକ୍ରାନ୍ତିରେ ସୂର୍ଯ୍ୟ ରହିଲେ ଗରମ ଅଧିକ ଆଦୃତ ହୋଇଥାଏ । ସେହିପରି କନ୍ୟା ରାଶିକୁ…

ରାଶିଫଳ (ସୋମବାର ,୩୧ ମଇ ,୨୦୨୧)

ମେଷ : ଅଶୁଭ ଗ୍ରହ ପ୍ରଭାବ ରହିବ ଫଳରେ କୌଣସି ପ୍ରକାରର ଧୋକା ମିଳିବ । ଲାଲ ମନ୍ଦାର ମଙ୍ଗଳା ମନ୍ଦିରରେ ଦିଅନ୍ତୁ । ଗଛିତ ଅର୍ଥବ୍ୟୟ ବଢିବ ଫଳରେ ମନ ଅଶାନ୍ତ ରହିବ । ଜୀବନସାଥିର ଅସହଯୋଗ ହେଉ କିମ୍ବା ସ୍ୱାସ୍ଥ୍ୟ ହାନି…

ଲକ୍‌ଡାଉନ୍‌ରେ ‘ଅଙ୍ଗୁରି ଭାବୀ’ କନ୍‌ଷ୍ଟ୍ରକ୍ସନ୍ ସାଇଟ୍‌ରେ… କଣ କରୁଛନ୍ତି ଜାଣିଲେ ମୁଣ୍ଡରେ ଦେବେ ହାତ!

ଭୁବନେଶ୍ଵର: ଭାବିଜୀ ଘର୍‌ ପର୍‌ ହୈ? ଆପଣଙ୍କୁ କଣ ଲାଗୁଛି! ସେ ଘରେ ଅଛନ୍ତି? ନା, ସତରେ ସେ ଘରେ ନାହାନ୍ତି। ତେବେ କୋଉଠି ଅଛନ୍ତି ଭାବିଜୀ? ଆପଣ ଜାଣିଲେ ମଧ୍ୟ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ। ସତକଥା ହେଲା ଏଇ…

ଦିନ ଆରମ୍ଭ କରନ୍ତୁ ବ୍ରେଡ୍ ସ୍ପ୍ରିଙ୍ଗ୍ ରୋଲରୁ, ଜାଣନ୍ତୁ ପ୍ରସ୍ତୁତି ପ୍ରଣାଳୀ

ଓଡ଼ିଶା ଭାସ୍କର ବ୍ୟୁରୋ: ଛୁଟିଦିନ ମାନଙ୍କରେ ପ୍ରତ୍ୟେକ ଲୋକ କିଛି ଭଲ ଆଉ ସ୍ୱାଦିଷ୍ଟ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି । ଆଉ ଏବେକାର ପରିସ୍ଥିତିରେ କୋଭିଡ୍ ସଂକ୍ରମଣ କାରଣରୁ ସମସ୍ତେ ଘରେ ବନ୍ଦ ହୋଇଯାଇଛନ୍ତି । ତେଣୁ…

ଏହି ପକ୍ଷୀର ଅଣ୍ଡା କରେ ମୌସୁମୀ ଆସିବାର ଭବିଷ୍ୟବାଣୀ, ପଢ଼ନ୍ତୁ ପୂରା ଖବର

ବୁନ୍ଦେଲଖଣ୍ଡ: ବଦଳୁଥିବା ଯୁଗରେ ଲୋକମାନେ ବିଜ୍ଞାନ ଉପରେ ଅଧିକ ନିର୍ଭରଶୀଳ ହେଉଛନ୍ତି । ବର୍ଷା ହେବା ଠାରୁ ଆରମ୍ଭ କରି ଖରା ହେବା ପର୍ଯ୍ୟନ୍ତ ସବୁକିଛି ପାଣିପାଗ ବିଭାଗ ଦ୍ୱାରା ଲୋକେ ଜାଣି ପାରୁଛନ୍ତି । ହେଲେ ଏହି…

ରାଶିଫଳ (ରବିବାର ,୩୦ ମଇ ,୨୦୨୧)

ମେଷ - ଆଜି ନିଶ୍ବାସ ପ୍ରସ୍ବାସ ନେବାରେ ଯନ୍ତ୍ରଣା ଅନୁଭବ କରିବେ, ମୁଣ୍ଡ ଅଯଥା ବିନ୍ଧାହେବ, ସନ୍ତାନ ମାନଙ୍କୁ ନେଇ ଚିନ୍ତାରେ ରହିବେ, ଶାରିରୀକ ଅସୁସ୍ଥତାକୁ ନେଇ ମନ ଭାରାକ୍ରାନ୍ତ ରହିବ, ଆର୍ଥିକ ସ୍ଥିତି ଦୁବଳ…

ରାଶିଫଳ (ଶନିବାର ,୨୯ ମଇ ,୨୦୨୧)

ମେଷ : ମନୋବଳ ଦୃଢ ରହିବ, ସମସ୍ତ କ୍ଷେତ୍ରରେ ଶୁଭ ପ୍ରଭାବ ଅନୁଭୁତ ହେବ ମାତ୍ର କିଛି ବାଦବିବାଦରେ ଫସି ପାରନ୍ତି ସତର୍କ ରହିବେ । ମନ ଅଶାନ୍ତ ରହିବ । ଅର୍ଥଚିନ୍ତା ଦ୍ୱୀଗୁଣିତ ହେବ । ବୃଷ : ପ୍ରତି କାମରେ ଲାଭ…