Browsing Category
ଜୀବନଚର୍ଯ୍ୟା
ଲକ୍-ଡାଉନର ମଜାକ୍: ଚପଲକୁ ବନ୍ଦୀରେ ରଖି ପରସ୍ପର ସହ କଥା ହେବାକୁ ଲାଗିଲେ ଲୋକେ
ଲକ୍-ଡାଉନ୍ ସମୟରେ ଲୋକଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଗରିବଙ୍କ ଜନଧନ ଆକାଉଣ୍ଟକୁ ଟଙ୍କା ପଠାଇଛନ୍ତି ମୋଦୀ ସରକାର । ଏନେଇ ବ୍ୟାଙ୍କରୁ ଟଙ୍କା ଉଠାଇବାକୁ ଲୋକଙ୍କ ଲମ୍ବା ଗହଳି ଲାଗିରହିଛି । କିନ୍ତୁ ଉତ୍ତରପ୍ରଦେଶ…
ଏଭଳି ମା’ କୁ ସଲାମ୍: ଲକ୍-ଡାଉନରେ ଫସିଥିଲା ପୁଅ, ୧୪୦୦ କି.ମି ସ୍କୁଟି ଚଲାଇ ନେଇଆସିଲେ ଘରକୁ
ସତରେ ମା’ଙ୍କ ସ୍ନେହର ତୁଳନା ନାହିଁ । ନିଜ ଛୁଆର ଭଲ ବା ସୁରକ୍ଷା ପାଇଁ ସେ ସମସ୍ତ ପରିସ୍ଥିତିକୁ ସାମନା କରିବାକୁ ଟିକେ ବି ଭାବନ୍ତିନାହିଁ । ଏଭଳି ଏକ ମା’ଙ୍କ ସାହସ ଦେଖିବାକୁ ମିଳିଛି ତେଲେଙ୍ଗାନାର ନିଜାମାବାଦରେ ।…
ପୃଥିବୀ ଉପରେ ଆଉ ଏକ ବଡ ବିପଦ: ଓଜୋନ ସ୍ତରରେ ବଡ ଛିଦ୍ର, ହୋଇପାରେ ଅଘଟଣ
କରୋନା ଭାଇରସରେ ବିଶ୍ୱ ଲଢୁଥିବା ବେଳେ ପୃଥିବୀ ଉପରେ ଆଉ ଏକ ବିପଦ ବଢିବାରେ ଲାଗିଛି । ରିପୋର୍ଟ ମୁତାବକ, ଉତ୍ତର ଧ୍ରୁବରେ ଆର୍କଟିକା ଉପରେ ଥିବା ଓଜୋନ ସ୍ତରରେ ବହୁତ ବଡ ଛିଦ୍ର ରହିଛି । ବୈଜ୍ଞାନିକଙ୍କ କହିବା…
ତୁରନ୍ତ ଛାଡନ୍ତୁ ଏହି ଅଭ୍ୟାସ ନହେଲେ ଖୁବଶୀଘ୍ର ହେବେ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୧୦.୪(ଓଡ଼ିଶା ଭାସ୍କର):କରୋନା ଭାଇରସରୁ ବଂଚିବାକୁ ସଫାସୁତୁରା ରହିବା ସହ କିଛି ପୁରୁଣା ଅଭ୍ୟାସ ଆପଣଙ୍କୁ ଛାଡିବାକୁ ପଡିବ । ନହେଲେ ଆପଣ ସଂକ୍ରମିତ ହେବା ନିଶ୍ଚିତ । ମେଡିକାଲ ଏକ୍ସପଟଙ୍କ ଅନୁଯାୟୀ…
ରାଶିଫଳ (୧୦.୦୪.୨୦୨୦, ଶୁକ୍ରବାର)
ମେଷ – କର୍ମକ୍ଷେତ୍ରରେ ସମସ୍ତ ପ୍ରକାରର ସହଯୋଗ ମିଳିବ । ସାସଂରିକ ଜିବନ ଆନନ୍ଦଭରା ରହିବ । ସ୍ୱାସ୍ଥ୍ୟ ଜନିତ ସମସ୍ୟା ଓ ଅଯଥା ବ୍ୟୟ ଦୁର ହେବ । ଧାର୍ମିକ ସ୍ଥାନ ଭ୍ରମଣ କରିବେ ।
ବୃଷ - ଆର୍ଥିକ କ୍ଷେତ୍ରରେ ଅବନତି…
ଲକ୍-ଡାଉନ୍ ଯୋଗୁଁ ବାପଘରୁ ଆସିପାରିଲେନି ସ୍ତ୍ରୀ: ବିରହରେ ଜୀବନ ହାରିଦେଲେ ସ୍ୱାମୀ
ଦେଶର କରୋନା ସଙ୍କଟର ମୁକାବିଲା କରିବା ପାଇଁ ଲକ୍-ଡାଉନ୍ ଲାଗୁ ହୋଇଛି । ଏହି ସମୟରେ ଲୋକମାନଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ଦିଆଯାଉଥିବା ବେଳେ କିଛିଲୋକ ଚାପଗ୍ରସ୍ତ ହୋଇ ଆତ୍ମହତ୍ୟା କରବିାକୁ ପଛାଉନାହାନ୍ତି ।…
ଭାଇରାଲ ହେଉଛି ଏହି ରହସ୍ୟମୟ ଜୀବର ଭିଡିଓ: ଲୋକେ କହୁଛନ୍ତି ଏଲିୟନ୍, ଆପଣ ବି ଦେଖନ୍ତୁ
ଦୁନିଆରେ ଅନେକ ରହସ୍ୟମୟ ଜୀବ ଦେଖିବାକୁ ମିଳିଥାଏ, ଯାହା ସବୁଠାରୁ କିଛି ନା କିଛି ଭିନ୍ନ ହୋଇଥାଏ । ସେହିପରି ଗୋଟିଏ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେବାକୁ ଲାଗିଛି । ଏହି ଭିଡିଓରେ ଏକ ରହସ୍ୟମୟ ଜୀବକୁ ଦେଖିବାକୁ…
କଣ ସେକ୍ସ କଲେ ବ୍ୟାପେ କରୋନା ? ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କ’ଣ କୁହନ୍ତି ଜାଣନ୍ତୁ ।
ଭୁବନେଶ୍ୱର, ୯ା୪(ଓଡ଼ିଶା ଭାସ୍କର):ସାରା ବିଶ୍ୱରେ କରୋନା ଭାଇରସ୍ ରୋଗ ଦ୍ରୁତ ଗତିରେ ବୃଦ୍ଧି ପାଉଛି ଜ୍ଝ କରୋନା ଜୀବାଣୁ ଲୋକଙ୍କୁ ଅତି ସହଜରେ ଶିକାର କରୁଛନ୍ତି। କରୋନା ଜୀବାଣୁ ବିରୁଦ୍ଧରେ ଅନେକ ପ୍ରକାରର…
ସାହାଯ୍ୟ ନାମରେ ପୁଣି ଚୂନ ଲଗାଇଲା ଚୀନ୍: କାନାଡାକୁ ପଠାଇଲା ୬୦ ହଜାର ନକଲି ମାସ୍କ
ସାରା ବିଶ୍ୱରେ କରୋନା ଭାଇରସ୍ ବଢିବାରେ ଲାଗିଥିବା ବେଳେ ଏହାର ମୁକାବିଲା ପାଇଁ ବ୍ୟବହୃତ ଉପକରଣ ପାଇଁ ଅନେକ ଦେଶ ସଂର୍ଘଷ କରୁଛି । ମେଡିକାଲ ଉପକରଣର ବହୁତ ଅଭାବ ରହିଛି । ଏହାରି ମଧ୍ୟରେ ଚୀନ୍ ବହୁ ଦେଶକୁ ମାସ୍କ…
ବଡ ସନ୍ଧାନ: ଅଣ୍ଡା ସହ ଛୁଆ ବି ଜନ୍ମ କରିପାରେ ଏହି ଝିଟିପିଟି
ଅଷ୍ଟ୍ରେଲିଆର ବୈଜ୍ଞାନିକମାନେ ଏକ ଭିନ୍ନ ପ୍ରଜାତିର ଝିଟିପିଟିର ସନ୍ଧାନ କରିଛନ୍ତି । ଏହି ଅଜବ ପ୍ରଜାତି ଝିଟିପିଟିର ଏକା ସାଙ୍ଗରେ ଅଣ୍ଡା ଦେବା ସହ ପିଲାମାନଙ୍କୁ ଜନ୍ମ ଦେବାର ସକ୍ଷମ ରହିଛି । ଏପରି ଘଟଣା ପୂର୍ବରୁ…