Browsing Category

ଜୀବନଚର୍ଯ୍ୟା

ଜାଣିଛନ୍ତି କି? ଆପଣଙ୍କ ଫୋନରେ ବି ଚାଲିଛି AI Features… Google Photos ଆଣୁଛି ନୂଆ ଫିଚର୍

ଓଡ଼ିଶା ଭାସ୍କର: ବର୍ତ୍ତମାନ ସମୟରେ ସବୁଆଡ଼େ ଗୁଗଲ ଏବଂ ଏଆଇକୁ ନେଇ ଚର୍ଚ୍ଚା ଲାଗି ରହିଛି । ଏବେ ଏଆଇର ଅତ୍ୟାଧୁନିକ ଫିଚର ଆମ ଫଟୋ ଲାଇବ୍ରେରୀରେ ମଧ୍ୟ ଦେଖିବାକୁ ମିଳିବ । ଲକ୍ଷ ଲକ୍ଷ ୟୁଜରମାନଙ୍କୁ ସେମାନଙ୍କ ଫଟୋ…

ଏଲ ଆଣ୍ଡ ଟି’ର ବସ୍ ଦେଲେ ସଫଳତାର ମନ୍ତ୍ର: କହିଲେ- ‘ରବିବାର ଦିନ ଘରେ ପତ୍ନୀଙ୍କୁ ଚାହିଁ ରହିବା ଅପେକ୍ଷା ଅଫିସରେ କାମ କର’

ନୂଆଦିଲ୍ଲୀ: କର୍ମଚାରୀଙ୍କ ୱାର୍କ ଟାଇମକୁ ନେଇ ଏଲ ଆଣ୍ଡ ଟି ଅଧ୍ୟକ୍ଷ ଏସଏନ ସୁବ୍ରହ୍ମଣ୍ୟମ ଏକ ଅଜବ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ଲୋକମାନେ ସପ୍ତାହରେ ୯୦ ଘଣ୍ଟା କାମ କରିବା ଉଚିତ । ରବିବାର ଦିନ ମଧ୍ୟ କାମ…

ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ IAS ଅଧିକାରୀଙ୍କ ଚାକିରି ଛଡ଼ାଇ ନେବାର ଅଧିକାର ନାହିଁ, ଜାଣନ୍ତୁ ବରଖାସ୍ତ ପାଇଁ କ’ଣ ରହିଛି…

ନୂଆଦିଲ୍ଲୀ: UPSC ପରୀକ୍ଷା ଭାରତର ସବୁଠାରୁ ଚ୍ୟାଲେଞ୍ଜିଂ ପରୀକ୍ଷା ମଧ୍ୟରୁ ଗୋଟିଏ । ପ୍ରତିବର୍ଷ ହଜାର ହଜାର ପ୍ରାର୍ଥୀ IAS, IPS କିମ୍ବା IFS ଭଳି ପଦବୀ ପାଇଁ କଠିନ ପରିଶ୍ରମ କରନ୍ତି । କିନ୍ତୁ ଏହି ପଦବୀଗୁଡ଼ିକ…

ୟୁଜରଙ୍କ ମୃତ୍ୟୁ ପରେ କ’ଣ ହୁଏ Aadhaar Card? କ’ଣ ରହିଛି ବ୍ୟବସ୍ଥା? ଜାଣି ରଖନ୍ତୁ ସବୁ ନିୟମ

ଓଡ଼ିଶା ଭାସ୍କର: ବର୍ତ୍ତମାନ ସମୟରେ ଆଧାର କାର୍ଡ ସମସ୍ତଙ୍କ ପାଇଁ ଜରୁରୀ ଡକୁମେଣ୍ଟ ହୋଇଥିବା ବେଳେ ଉଭୟ ସରକାରୀ ଓ ଘରୋଇ କାର୍ୟ୍ୟ କ୍ଷେତ୍ରରେ ଏହାକୁ ଏକ ଜରୁରୀ ଡକ୍ୟୁମେଣ୍ଟ ଭାବେ ବ୍ୟବହାର କରାଯାଇଥାଏ । ଆଧାର…

ଉପରୁ ତଳକୁ ପଡ଼ିଯିବାର ସ୍ୱପ୍ନ ଦେଖୁଛନ୍ତି କି? ଏସବୁ ସ୍ୱପ୍ନ ଦେଉଛି ଭବିଷ୍ୟତର ସଂକେତ, କ’ଣ କହୁଛି ସ୍ୱପ୍ନଶାସ୍ତ୍ର

ଓଡ଼ିଶା ଭାସ୍କର: ପ୍ରତ୍ୟେକ ବ୍ୟକ୍ତି ରାତିରେ ଶୋଇବା ପରେ ଅନେକ ପ୍ରକାରର ସ୍ୱପ୍ନ ଦେଖିଥାନ୍ତି । ଯାହାକି ଏକ ସାଧରଣ କଥା । ତେବେ ପ୍ରତ୍ୟେକ ବ୍ୟକ୍ତି ଦେଖୁଥିବା ଏହି ସ୍ୱପ୍ନ ବିଭିନ୍ନ ପ୍ରକାରର ଶୁଭ ଏବଂ ଅଶୁଭ ସଂକେତ…

ଏହି ଦିନ ପାଳନ ହେବ ସରସ୍ୱତୀ ପୂଜା, ଜାଣନ୍ତୁ ତାରିଖ, ଶୁଭ ମୂହୁର୍ତ୍ତ ଏବଂ ମହତ୍ତ୍ୱ

ଓଡ଼ିଶା ଭାସ୍କର: ମା ସରସ୍ୱତୀଙ୍କୁ ଶିକ୍ଷା, ବୁଦ୍ଧି ଏବଂ ଜ୍ଞାନର ଦେବୀ ଭାବରେ ବିବେଚନା କରାଯାଏ। ଦେବୀ ସରସ୍ୱତୀଙ୍କୁ ପୂଜା କରି ଭକ୍ତମାନେ କଳା ଏବଂ ଶିକ୍ଷା କ୍ଷେତ୍ରରେ ସଫଳତା ପାଇଥାନ୍ତି। କୁହାଯାଏ ଯେ, ଯଦି…

ହେଡଫୋନ୍ କରିଦେବ କାଲା, କିପରି ରହିବେ ସାବଧାନ

ଓଡ଼ିଶା ଭାସ୍କର: ଆଜିକାଲି ଅଧିକାଂଶ ଯୁବପିଢ଼ିଙ୍କ ମଧ୍ୟରେ ହେଡଫୋନ୍ କ୍ରେଜ୍ ଦେଖିବାକୁ ମିଳୁଛି । ସଙ୍ଗୀତର ମଜାକୁ ଦ୍ୱିଗୁଣିତ କରିବା ପାଇଁ ଅଧିକାଂଶ ହେଡଫୋନର ସାହାରା ନେଇଥାନ୍ତି । ବଜାରରେ ୱାୟାରଲେସ୍…

ଆଜି ଶାମ୍ବ ଦଶମୀ ଠାରୁ ଶେଷ ହେବ ଏହି ରାଶିଙ୍କର ଖରାପ ସମୟ, ଚିନ୍ତାରୁ ମୁକ୍ତି ମିଳିବା ସହ ହେବେ ଧନବାନ

ଓଡ଼ିଶା ଭାସ୍କର: ଆଜି ଶାମ୍ବ ଦଶମୀ । ଆଜି ସୂର୍ଯ୍ୟ ଦେବତାଙ୍କୁ ପୂଜା କରାଯାଇଥିଲା । ଏନେଇ ପ୍ରାତଃରୁ ଚନ୍ଦ୍ରଭାଗା ତଟରେ ଶ୍ରଦ୍ଧାଳୁ ସୂର୍ଯ୍ୟ ଦେବତାଙ୍କର ପୂଜାର୍ଚ୍ଚନା କରିସାରିଛନ୍ତି । ଆଜି ସୂର୍ଯ୍ୟ ଦେବତାଙ୍କ…

Video: EV କାର୍ ବ୍ୟାଟେରୀ ବ୍ୟବହାର କରି ପୁରୀ ଛାଣିଲେ ଯୁବକ, ଟେସ୍ଲା ସହ ତୁଳନା କଲେ ଲୋକ

ନୂଆଦିଲ୍ଲୀ: ଜଣେ ବ୍ୟକ୍ତି ଇଲେକ୍ଟ୍ରିକ୍ ଗାଡ଼ି ବ୍ୟାଟେରି ବ୍ୟବହାର କରି ପୁରି ଭାଜିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓକୁ ଦେଖିବା ପରେ ଲୋକମାନେ ଆଶ୍ଚର୍ଯ୍ୟ ହେବା ସହ ବିଭିନ୍ନ କମେଣ୍ଟ…

ଖଟା ହେଲେ ବି ଭାରୀ ଫାଇଦା, କରମଙ୍ଗାରୁ ମିଳେ ଏହିସବୁ ଉପକାର, ବୃଦ୍ଧି ପାଏ ରୋଗ ପ୍ରତିରୋଧକ ଶକ୍ତି

ଓଡ଼ିଶା ଭାସ୍କର: ଶୀତ ଦିନେ ବଜାରରେ କରମଙ୍ଗା ବହୁତ ସହଜରେ ମିଳିଯାଇଥାଏ । ଏହା ପ୍ରାୟ ସମସ୍ତଙ୍କ ବାଡିରେ ମିଳିଥାଏ । ଏହା ଖାଇବାକୁ ବହୁତ ସୁଆଦିଆ ଲାଗେ । ଗାଁ ଗହଳିରେ କରମଙ୍ଗା ଗଛ ଅନେକ ମାତ୍ରାରେ ଦେଖାଯାଏ । ଲୋକେ…