Browsing Category
ଜୀବନଚର୍ଯ୍ୟା
Propose Day କାହିଁକି ପାଳନ କରାଯାଏ? ଏହାର ମହତ୍ତ୍ୱ ଜାଣନ୍ତୁ…
ଓଡ଼ିଶା ଭାସ୍କର: ଫେବୃଆରୀକୁ ପ୍ରେମ ଓ ରୋମାନ୍ସର ମାସ ଭାବରେ ବିବେଚନା କରାଯାଏ ଯାହା ନୂଆ ସମ୍ଭାବନା ଓ ଆଶା ଆଣିଥାଏ। ଏହି ମାସରେ ଲୋକମାନେ ନିଜ ପ୍ରିୟ ଲୋକଙ୍କ ସହିତ ଅଧିକ ସମୟ ବିତାଇବାକୁ ପସନ୍ଦ କରନ୍ତି। ଏହା ଏକ…
Propose Dayରେ କିପରି କହିବେ ମନର କଥା? ଏମିତି ଉପାୟରେ କରନ୍ତୁ Propose
ଓଡ଼ିଶା ଭାସ୍କର: ପ୍ରେମୀ ଯୁଗଳଙ୍କ ପାଇଁ ଆରମ୍ଭ ହୋଇଯାଇଛି ଖୁବ ସ୍ପେଶାଲ ଭାଲେଣ୍ଟାଇନ ୱିକ । ଆସନ୍ତାକାଲି ଫେବୃଆରୀ ୮ ତାରିଖରେ ପାଳନ ହେବ Propose Day । ତେବେ ନିଜ ଜୀବନସାଥୀଙ୍କୁ ମନର କଥା ଖୋଲି କହିବା ସେତେଟା…
ବ୍ଳୁ ଲାଇଟ୍ କବଳରୁ ରକ୍ଷା ପାଇବାକୁ କ’ଣ କରିବେ: ଚଷମା ପିନ୍ଧିଲେ ଆମର ଆଖି ସୁରକ୍ଷିତ ରହିଥାଏ କି?
ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ବ୍ଲୁ ବା ନୀଳ ଲାଇଟ୍ ମଣିଷର ସ୍ୱାସ୍ଥ୍ୟ ପ୍ରତି ଏକ ବିପଦ ସୃଷ୍ଟି କରିଛି । ନୀଳ ଲାଇଟ ଆମର ପରିବେଶର ଚାରିପାଖରେ ରହିଥିବା ବେଳେ ସୂର୍ଯ୍ୟକିରଣ ହେଉଛି ଏହାର ମୁଖ୍ୟ ସ୍ରୋତ । ଘର ମଧ୍ୟରେ…
ମଣିଷ ଜୀବନର ପ୍ରକୃତ ଅର୍ଥ କ’ଣ? ଏହି ପ୍ରଶ୍ନର ଉତ୍ତର ସମାନ ନା ଅଲଗା ଅଲଗା, ଆପଣଙ୍କର ଉତ୍ତର କ’ଣ
ଈଶ୍ୱରଙ୍କର ଏ ବିଶାଳ ସୃଷ୍ଟିରେ ମଣିଷ ହେଉଛି ଏକ ଦୁର୍ଲ୍ଲଭ ଜୀବ । ମଣିଷ ନିଜର ବୁଦ୍ଧି ବଳରେ ନିଜଠାରୁ କାହିଁକି କେତେ ବଳଶାଳୀ ଜନ୍ତୁଙ୍କୁ ନିଜ ଇସାରାରେ ନଚାଇ ପାରୁଛି । ତେବେ ଜୀବନର ପ୍ରକୃତ ଅର୍ଥ କଣ? ଯଦିଓ ଏହାର…
UCC କ’ଣ ? ଏଥର ଏହି ବିବାହ ସମ୍ପର୍କକୁ ମାନ୍ୟତା ଦେବନି ଆଇନ, ବାଧ୍ୟ କଲେ ହେବ ଜେଲ…
ନୂଆଦିଲ୍ଲୀ: ଆଜି ଉତ୍ତରାଖଣ୍ଡ ବିଧାନସଭାରେ ଆଗତ ହୋଇଛି ୟୁନିଫର୍ମ ସିଭିଲ କୋଡ୍ । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ସଦନରେ ଏହି ସମାନ ନାଗରିକ ସଂହିତା ବିଲ୍ ଆଗତ କରିଛନ୍ତି । ଏହି ନିୟମ ପରେ ରାଜ୍ୟରେ ବିବାହ…
ହାତଗଣ୍ଠି ପଡିବା ପୂର୍ବରୁ କରାଇନିଅନ୍ତୁ ଏହି ମେଡିକାଲ ଟେଷ୍ଟ, ନହେଲେ ସାରା ଜୀବନ ପସ୍ତେଇବେ
ଯଦି ଆପଣମାନେ ବିବାହ ପରେ ଖୁସିରେ ଜୀବନ ବିତାଇବାକୁ ଚାହୁଁଥାନ୍ତି, ତେବେ ବିବାହ ପୂର୍ବରୁ କିଛି ମେଡିକାଲ ଟେଷ୍ଟ କରିବା ନିହାତି ଜରୁରୀ । ଏଥିରେ ଅବହେଳା କଲେ ଆପଣ ବିବାହ ପରେ କେବଳ ହସ୍ପିଟାଲ ବିଲ୍ ଭରଣା କରି ଜୀବନ…
କାହିଁକି କେବଳ ଫେବୃଆରୀରେ ଭାଲେଣ୍ଟାଇନ୍ ଡେ ପାଳନ କରାଯାଏ ? ଜାଣନ୍ତୁ ୧୪ ଫେବୃଆରୀର ଇତିହାସ
ଫେବୃଆରୀ ହେଉଛି ପ୍ରେମ ମାସ । ପ୍ରେମୀମାନେ ବର୍ଷସାରା ଏହି ମାସକୁ ଅପେକ୍ଷା କରନ୍ତି । ଆପଣ କାହାକୁ ପସନ୍ଦ କରନ୍ତି ଏବଂ ଆପଣଙ୍କ ହୃଦୟରୁ ସେମାନଙ୍କ ଭାବନାକୁ ପ୍ରକାଶ କରିବାକୁ ଚାହାଁନ୍ତି କିମ୍ବା ଆପଣଙ୍କ ପ୍ରେମକୁ…
କ୍ୟାନ୍ସର ରୋଗୀଙ୍କର ବଞ୍ଚିପାରିବ ଜୀବନ ! AIIMS-IIT ରିପୋର୍ଟରେ ବଡ ଦାବି, କୁହାଯାଇଛି ମୃତ୍ୟୁର କାରଣ
ନୂଆଦିଲ୍ଲୀ: ଦେଶର ୭୦ ପ୍ରତିଶତ ରୋଗୀଙ୍କର ମୃତ୍ୟୁ କ୍ୟାନ୍ସରରେ କେବଳ ଏହି ଯୋଗୁଁ ହେଉଛି, କାରଣ ସେମାନେ ଠିକ୍ ସମୟରେ ଡାକ୍ତରଖାନାରେ ପହଞ୍ଚି ପାରୁନାହାଁନ୍ତି । ଯଦି ରୋଗୀମାନେ ଡାକ୍ତରଖାନାରେ ପହଞ୍ଚିଯାଆନ୍ତି,…
ନଖରେ ଧଳା ଚିହ୍ନ ହୋଇପାରେ ବଡ଼ ସମସ୍ୟାର ଲକ୍ଷଣ, ଜାଣନ୍ତୁ ଏହାର କାରଣ ଓ ଚିକିତ୍ସା
ନଖ ଆମ ସ୍ୱାସ୍ଥ୍ୟର ଅନେକ ରହସ୍ୟ ପ୍ରକାଶ କରିଥାଏ । ଯଦି ଶରୀରରେ କୌଣସି ପ୍ରକାରର ରୋଗ ଥାଏ ତେବେ ଏହାର ପ୍ରଭାବ ନଖରେ ଦେଖାଯିବା ଆରମ୍ଭ କରେ । ଅନ୍ୟପଟେ ନଖରେ ଧଳା ଦାଗ ହେବାର ଅନେକ କାରଣ ଥାଇପାରେ । ନଖରେ ଧଳା ଦାଗ…
ଆପଣ କିଣୁଥିବା Product ଅସଲି ନା ନକଲି? ସ୍କାନ କଲେ ଜଣାଇଦେବ ଏହି Software…
ଓଡ଼ିଶା ଭାସ୍କର: ବଜାରରୁ ବିଭିନ୍ନ ଜିନିଷ କିଣିବା ସମୟରେ ଅନେକ ଗ୍ରାହକ ଠକାମୀର ଶିକାର ହୋଇଥାନ୍ତି । ଅନେକ ଜିନିଷର ଅବିକଳ ନକଲି ପ୍ରଡକ୍ଟ ପ୍ରସ୍ତୁତ କରି ବଜାରରେ ବିକ୍ରି ପାଇଁ ଉପଲବ୍ଧ କରୁଛନ୍ତି । ଯାହା ଫଳରେ…