Browsing Category

ଜୀବନଚର୍ଯ୍ୟା

ଆଜି ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜୟନ୍ତୀ: ‘ଗୁରୁ ଦିବସ’ରେ ଜାଣନ୍ତୁ ତାଙ୍କ ବିଷୟରେ କିଛି ଖାସ କଥା

୧୮୮୮ ମସିହା ସେପ୍ଟେମ୍ବର ୫ ତାରିଖରେ ତାମିଲନାଡୁର ତିରୁଟ୍ଟନୀଠାରେ ଜନ୍ମଗ୍ରହଣ କରିଥିଲେ ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନ । ଆଜି ଭାରତର ଦ୍ୱିତୀୟ ରାଷ୍ଟ୍ରପତି ଓ ପ୍ରଥମ ଉପ-ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ…

୧୬ ସହସ୍ର ନାରୀଙ୍କୁ କାହିଁକି ବିବାହ କରିଥିଲେ ଶ୍ରୀକୃଷ୍ଣ? ଏ ନେଇ କ’ଣ କହୁଛି ପୁରାଣ

ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ ପାଳନ କରିବାକୁ ଆଉ କିଛି ଦିନ ବାକି ରହିଛି। ସେଥିପାଇଁ ବିଭିନ୍ନ ସ୍ଥାନରେ ଜନ୍ମାଷ୍ଟମୀ ପାଳନ ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ମଥୁରା-ବୃନ୍ଦାବନ ସମେତ ଅନେକ ସ୍ଥାନରେ ଜନ୍ମାଷ୍ଟମୀ…

ବଢିଯାଇଥିବା ସୁଗାରକୁ ତୁରନ୍ତ କମ୍ କରିବେ କିପରି? ଆପଣାନ୍ତୁ ରୋଷେଇ ଘରେ ଥିବା ଏହି ୪ଟି ଜିନିଷ

ସୁଗାର ରୋଗ (ମଧୁମେହ) ଭାରତରେ ଏକ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ପାଲଟିଛି ଏବଂ ଏହାର ପ୍ରଭାବ ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରଭାବିତ କରୁଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ, ୨୦୧୯ ରେ ଭାରତରେ ପ୍ରାୟ ୭୭ ନିୟୁତ…

ଏହି ୫ଟି ସିକ୍ରେଟ ମନ୍ତ୍ରରେ ରହିଛି ହାପି ରିଲେସନସିପ, ଏହାକୁ ଆପଣେଇଲେ କେବେ କମିବନି ପ୍ରେମ ଏବଂ ବୁଝାମଣା

ନୂଆଦିଲ୍କୀ: ଯେକୌଣସି ସଂପର୍କରେ ଖୁସି ଏବଂ ଶାନ୍ତି ରହିବା ନିହାତି ଆବଶ୍ୟକ । କାରଣ ଏହା ନଥିଲେ ଗୃହ ଯୁଦ୍ଧ ହୋଇ ସଂପର୍କ ଭାଙ୍ଗିଯିବାର ଆଶଙ୍କା ରହିଛି । ତେବେ ଆପଣ ଚାହୁଁଛନ୍ତି କି ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ…

ଘରେ ତୁଳସୀ ଗଛ ଲଗାଇଥିଲେ ବାସ୍ତୁ ଅନୁଯାୟୀ ମାନନ୍ତୁ ଏହି ୩ ନିୟମ, ଅନ୍ୟଥା କାଙ୍ଗାଳ ହୋଇଯିବେ

ତୁଳସୀ ଗଛକୁ ହିନ୍ଦୁ ଧର୍ମରେ ବିଶେଷ ମାନ୍ୟତା ଦିଆଯାଇଛି । କୁହାଯାଏ ତୁଳସୀ ଗଛରେ ମା ଲକ୍ଷ୍ମୀ ସ୍ୱୟଂ ବାସ କରିଥାନ୍ତି । ବାସ୍ତୁ ଶାସ୍ତ୍ର ଅନୁସାରେ ଆପଣଙ୍କ ଘରେ ତୁଳସୀ ବୃକ୍ଷ ଥିଲେ କିଛି ନିୟମ ନିହାତି ମାନନ୍ତୁ ।…

ଡାଇବେଟିସକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିବ ପିଆଜ

ମଧୁମେହ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ପରିବର୍ତ୍ତନଶୀଳ ଜୀବନଶୈଳୀ ଓ ଖାଦ୍ୟପେୟ ଜନିତ ସମସ୍ୟା ଏହାର ମୁଖ୍ୟ କାରଣ। ରକ୍ତ ଶର୍କରା ନିୟନ୍ତ୍ରଣ ନ ହେବାରୁ ରୋଗୀ ମେଦବହୁଳତା, ହୃତ୍‌ପିଣ୍ଡ, କିଡ୍‌ନୀ…

କରୋନା ଟିକା ଯୋଗୁଁ ଆସୁଛି କି ହାର୍ଟ ଆଟାକ୍ ? ଜାଣନ୍ତୁ କ’ଣ କହୁଛି ନୂଆ ରିସର୍ଚ୍ଚ

ନୂଆଦିଲ୍ଲୀ: ଗତ ତିନିବର୍ଷ ମଧ୍ୟରେ ସାରା ଦେଶରେ ହାର୍ଟ ଆଟାକ୍ ମାମଲା ବହୁଗୁଣିତ ହୋଇଛି । ହୃଦଘାତ ହେତୁ ଅଳ୍ପ ବୟସରେ ମୃତ୍ୟୁ ଘଟୁଛି । କୋଭିଡ ଟିକା ହୃଦଘାତର କାରଣ ବୋଲି କିଛି ଲୋକ ଆଶଙ୍କା ପ୍ରକାଶ କରିଥିଲେ ।…

ଏହିସବୁ ଜିନିଷ ଘରେ ରଖିବା ଦ୍ଵାରା ବଢିଥାଏ କଳହ

ବାସ୍ତୁଶାସ୍ତ୍ର ଅନୁଯାୟୀ ଘରର ବାସ୍ତୁ ଖରାପ ଥିଲେ ପରିବାର ଲୋକଙ୍କ ଉନ୍ନତି ହୋଇ ନ ଥାଏ। ଘରେ ଅଭାବ ଅନଟନ ଲାଗି ରହିଥାଏ। ଫଳରେ ଘରେ କଳହର ବାତାବରଣ ସୃଷ୍ଟି ହୋଇଥାଏ। ଏଣୁ ଆଜିକାଲିର ସମୟରେ ଲୋକେ ବାସ୍ତୁ ପ୍ରତି…

କୋଭିଡ୍ ଯୋଗୁଁ ଶିଶୁମାନଙ୍କ ଅନ୍ତନଳୀରେ କମ୍ ହେଲେ ବ୍ୟାକ୍ଟେରିଆ: ଷ୍ଟଡୀରେ ଆଶ୍ଚର୍ଯ୍ୟଜନକ ଖୁଲାସା

ବୈଜ୍ଞାନିକମାନଙ୍କର ଏକ ଟିମ୍ ଦାବି କରିଛନ୍ତି ଯେ, ଯେଉଁ ଶିଶୁମାନେ ଜନ୍ମ ପରେ ପ୍ରଥମ ବର୍ଷ କୋଭିଡ -୧୯ ମହାମାରୀ ସମୟରେ ବିତାଇଛନ୍ତି, ସେମାନଙ୍କ ଅନ୍ତନଳୀରେ ପୂର୍ବରୁ ଜନ୍ମ ହୋଇଥିବା ଶିଶୁଙ୍କ ତୁଳନାରେ କମ୍…

ରାଶିଫଳ(ସୋମବାର,୦୪ ସେପ୍ଟେମ୍ବର,୨୦୨୩)

ମେଷ - ମାନସିକ ସ୍ତରରେ ଅଶାନ୍ତି ବୃଦ୍ଧି ହେବ, ଆର୍ଥିକ ଅଭାବ ସହିତ କର୍ମକ୍ଷେତ୍ରରେ ଅଶୁଭ ସୂଚନା ମିଳିବ, କର୍ମକ୍ଷେତ୍ରରେ କର୍ମଚାପ, ଭାତୃବର୍ଗରେ ମତାନ୍ତର ସହିତ ମାନସିକ ଚିନ୍ତା ବଢିବ, କୌଣସି ଯୋଜନାରେ ଅସଫଳ…