Browsing Category
ଜୀବନଚର୍ଯ୍ୟା
କଣ ରହିଛି ବ୍ରହ୍ମ ମୁହୂର୍ତ୍ତରେ ଉଠିବାର ଲାଭ ? ଜ୍ଞାନ ବୃଦ୍ଧି ସହ ସ୍ୱାସ୍ଥ୍ୟରେ ହୋଇପାରେ ଉନ୍ନତି
ଭୁବନେଶ୍ୱର : ହିନ୍ଦୁ ଧର୍ମରେ ବ୍ରହ୍ମ ମୁହୂର୍ତ୍ତ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ । ଏହି ସମୟକୁ ଶୁଭ ସମୟ ବୋଲି ମନେ କରାଯାଏ । ବେଦ-ପୂରାଣରେ ମୁନି ଋଷି ଗଣ ବ୍ରହ୍ମ ମୁହୂର୍ତ୍ତରେ ଉଠିବା ପାଇଁ ପରାମର୍ଶ ଦେଉଥିଲେ । ଏହି…
ରାଶିଫଳ(ଗୁରୁବାର,୨୨ ଜୁନ,୨୦୨୩)
ମେଷ : ଆଜିର ଦିନ ଆପଣଙ୍କ ଆୟରେ ବୃଦ୍ଧି ଏବଂ ଲାଭ ହେବାର ସୂଚନା ମିଳିବ। ସାମାଜିକ କାର୍ଯ୍ୟଗୁଡ଼ିକରେ ଭାଗ ନେବାରେ ମନ ପ୍ରସନ୍ନ ରହିବ। ମାନ-ସମ୍ମାନ ଏବଂ ଆୟରେ ବୃଦ୍ଧି ହେବ। ବ୍ୟାପାରରେ ଲାଭ ହେବାର ସମ୍ଭାବନା ଅଛି।…
ସହର, ଜିଲ୍ଲା, ରାଜ୍ୟ, ରେଳ ଷ୍ଟେସନର ନାମ କିପରି ବଦଳିଥାଏ: ଖର୍ଚ୍ଚ ହୋଇଥାଏ କୋଟି କୋଟି ଟଙ୍କା
ନୂଆଦିଲ୍ଲୀ: ଗତ କିଛିବର୍ଷ ଧରି ଦେଶର ବିଭିନ୍ନ ଗାଁ, ସହର, ସଡ଼କ, ରେଳ ଷ୍ଟେସନ, ଗଳିର ନାମ ପରିବର୍ତ୍ତନ ହେଉଥିବାର ଦେଖାଯାଉଛି । ତେବେ କୌଣସି ସ୍ଥାନର ନାମ ଏତେ ସହଜରେ ବଦଳିପାରେ ନାହିଁ । ଏଥିପାଇଁ କିଛି ନୀତି ନିୟମ…
Tea loversଙ୍କ ପାଇଁ ବଡ ଖବର: ଗରମ ଗରମ ଚା’ ପିଉଥିଲେ ଖାଦ୍ୟନଳୀରେ କ୍ୟାନ୍ସର ହେବାର ଆଶଙ୍କା ବଢିଯାଏ
ଭାରତରେ ଚା’ପ୍ରେମୀଙ୍କ ସଂଖ୍ୟା ଅଧିକ। ତେଣୁ ଏହାର ସ୍ବାଦ ପ୍ରାୟ ସମସ୍ତଙ୍କୁ ଜଣା କହିଲେ ଭୁଲ ହେବ ନାହିଁ। ଅନେକେ ଏହାକୁ ଗରମରେ ପିଇବାକୁ ପସନ୍ଦ କରୁଥିବା ବେଳେ କେହି କେହି ଥଣ୍ଡା କରି ପିଇଥାନ୍ତି। ତେବେ କ’ଣ ଆପଣ…
ପୁରୁଷଙ୍କ ତୁଳନାରେ ଅଧିକ ଶୋଇଥାନ୍ତି ମହିଳା: କ’ଣ ରହିଛି ଏହାର ପ୍ରକୃତ କାରଣ
ଭଲ ସ୍ୱାସ୍ଥ୍ୟ ପାଇଁ ଯେପରି, ଉତ୍ତମ ଖାଦ୍ୟ, ପାନୀୟ, ପରିଷ୍କାର ପରିଚ୍ଛନ୍ନତା ଏବଂ ସଠିକ୍ ଜୀବନଶୈଳୀ ଯେପରି ଆବଶ୍ୟକ, ସେହିପରି, ନିଦ ମଧ୍ୟ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଏକାନ୍ତ ଆବଶ୍ୟକ । କର୍ମମୟ ଜୀବନରେ ବିଶ୍ରାମ ନେବା…
ଡାଇବେଟିସ୍ ରୋଗୀଙ୍କୁ ମାନସିକ ରୋଗ ହେବାର ଆଶଙ୍କା ଅଧିକ
ଏକ ଗବେଷଣାରୁ ଜଣାପଡ଼ିଛି ଯେ, ଡାଇବେଟିସ୍ ଓ ମାନସିକ ରୋଗ ପରସ୍ପର ସହିତ ଜଡ଼ିିତ। ଏକ ପ୍ରକାର ଜିନ୍ ଡାଇବେଟିସ୍ ଓ ମାନସିକ ରୋଗ ମଧ୍ୟରେ ସଂଯୋଗ ସ୍ଥାପନ କରିଥାଏ। ପୂର୍ବରୁ ଜଣାପଡ଼ିଥିଲା ଡାଇବେଟିସ୍ ରୋଗୀଙ୍କୁ…
ହାର୍ଟଆଟାକ୍ ଭଳି ରୋଗକୁ ଦୂରେଇ ଦିଏ ମାଛ: ଗବେଷଣାରେ ପ୍ରକାଶ
ସପ୍ତାହକୁ ଦୁଇ ଥର ମାଛ ଖାଇବା ଦ୍ୱାରା ହୃତ୍ପିଣ୍ଡ ସୁସ୍ଥ ରହିବା ସହ ହାର୍ଟଆଟାକ୍ ଆଶଙ୍କା ହ୍ରାସ ପାଇଥାଏ। ମାଛରେ ପ୍ରଚୁର ମାତ୍ରାରେ ଓମେଗା ୩ ଫଟି ଏସିଡ୍ ଥାଏ। ଯାହା ହୃଦ୍ରୋଗ ଜନିତ ସମସ୍ୟାକୁ ଦୂର କରିବାରେ…
କେଶ ଧଳା ଏବଂ ଝଡ଼ିବାରୁ ରକ୍ଷାପାଆନ୍ତୁ : ଆପଣାନ୍ତୁ ୨ଟି ଉପାୟ
ଭୁବନେଶ୍ୱର : ଆଜିକାଲି ଖାଦ୍ୟରେ ଜଳର ଗୁଣବତ୍ତା ହ୍ରାସ ହେତୁ କେଶ ଝଡ଼ିବା ସମସ୍ୟା ଦେଖାଦେଉଛି । ପୂର୍ବରୁ ଏହି ସମସ୍ୟା କେବଳ ୩୫ ବର୍ଷ ପରେ ଦେଖାଯାଉଥିଲା, କିନ୍ତୁ ବର୍ତ୍ତମାନ ଛୋଟ ପିଲାମାନଙ୍କଠାରେ ମଧ୍ୟ କେଶ ଝଡ଼ିବା…
ଛୋଟ ଛୁଆଙ୍କ ଶରୀରର ଉନ୍ନତି ପାଇଁ ଖାଇବାକୁ ଦିଅନ୍ତୁ ଓଟସ୍, ଶରୀରକୁ ମିଳିବ ବହୁତ ଲାଭ
ନୁଆଦିଲ୍ଲୀ : ସାଧାରଣତଃ ୬ମାସର ଶିଶୁକୁ ଡାଲିର ପାଣି, କ୍ଷୀର -ବିସ୍କୁଟ, ଖେଚୁଡ଼ି ଭଳି ଜିନିଷ ଖାଇବାକୁ ଦେଇଥାନ୍ତି । ଏହି ସବୁ ଖାଦ୍ୟ ସହିତ ଆପଣ ନିଜ ଛୁଆକୁ ଓଟସ୍ ମଧ୍ୟ ଖୁଆଇ ପାରିବେ । ଓଟସ୍ ଏକ ପ୍ରକାର ଶସ୍ୟ ଅଟେ…
ବାୟୁ ପ୍ରଦୂଷଣ କାରଣରୁ ମହିଳାଙ୍କ ମଧ୍ୟରେ ବଢୁଛି ସ୍ତନ କର୍କଟର ଆଶଙ୍କା
ଜନଗହଳି ପୂର୍ଣ୍ଣ ରାସ୍ତା କଡ଼ରେ କାମ କରୁଥିବା ମହିଳାଙ୍କ ମଧ୍ୟରେ ସ୍ତନ କର୍କଟ ହେବାର ଆଶଙ୍କା ଅଧିକ ଥାଏ। ସଦ୍ୟ ଗବେଷଣାରୁ ଏହା ଜଣାପଡ଼ିଛି। ଗବେଷକଙ୍କ ମତରେ, ଟ୍ରାଫିକ୍ ଯୋଗୁ ହେଉଥିବା ବାୟୁ ପ୍ରଦୂଷଣରେ ମହିଳାଙ୍କ…