Browsing Category

କରୋନା

ୱେସାକ୍‌ ବିଶ୍ୱ ସମାରୋହରେ ମୋଦିଙ୍କ ଆହ୍ୱାନ, ଆତଙ୍କବାଦକୁ ପରାସ୍ତ କରିବାକୁ ମିଳିତ ଲଢ଼େଇ ଜରୁରୀ

ନୂଆଦିଲ୍ଲୀ,(ଓଡ଼ିଶା ଭାସ୍କର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଦ୍ଧ ପୂର୍ଣ୍ଣିମା ଉପଲକ୍ଷେ ବୁଧବାର ଆୟୋଜିତ ୱେସାକ୍‌ ବିଶ୍ୱ ସମାରୋହରେ ଭିଡିଓ କନଫରେନ୍ସିଂ ଜରିଆରେ ଅଭିଭାଷଣ ରଖିଛନ୍ତି । ଏହି ଅବସରରେ ମହାସଂଘର…

ବାତ୍ୟା ପରର ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅତି ଭୀଷଣ ରୂପ ନେଇଥିବା ବାତ୍ୟା ୟଶ ଆଜି ରାଜ୍ୟର ଅନେକ ଜିଲ୍ଲାରେ ଏହାର ତାଣ୍ଡବ ରଚିସାରିଛି । ଏଥିରେ ବିପୁଳ କ୍ଷତି ଘଟିଥିବା ମଧ୍ୟ କୁହାଯାଉଛି । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

କରୋନା ଓ ବ୍ଲାକ୍ ଫଙ୍ଗସ୍ ଭିତରେ ଦିଲ୍ଲୀରେ ବ୍ୟାପୁଛି ଡେଙ୍ଗୁ-ଚିକନଗୁନିଆ

ନୂଆଦିଲ୍ଲୀ: ଗୋଟିଏ ପରେ ଗୋଟିଏ ବିପଦକୁ ସାମ୍ନା କରୁଛି ଦେଶ । ମହାମାରୀ କରୋନା ଭାଇରସ୍ ସଂକ୍ରମଣ ସମ୍ପୂର୍ଣ୍ଣ ଦୂରେଇବା ପୂର୍ବରୁ ଭାରତରେ ଦେଖାଦେଲା ବ୍ଲାକ୍ ଫଙ୍ଗସ୍ ଭଳି ମାରାତ୍ମକ ରୋଗ । ଏହାକୁ ମଧ୍ୟ ସରକାର…

କରୋନା ପାଇଁ ଏଥର ଟିକା ବଦଳରେ ଆସିଗଲା ନୂଆ ଔଷଧ!

ଗବେଷକ ତଥା ବିଶେଷଜ୍ଞଙ୍କ କହିବା ଅନୁସାରେ ଏହି ନୂଆ ଔଷଧ ପ୍ରଥମରୁ କରୋନା ସଂକ୍ରମିତ ହେବାରୁ ରକ୍ଷାକରେ ଏବଂ ସଂକ୍ରମିତ ହୋଇଥିବା ଲୋକଙ୍କୁ ମଧ୍ୟ ସୁସ୍ଥ କରିପାରିବ ।

କରୋନା ପାଇଁ ପରବର୍ତ୍ତୀ ଘୋଷଣା ଯାଏଁ ଜେଇଇ ଆଡଭାନ୍ସ ସ୍ଥଗିତ

ନୂଆଦିଲ୍ଲୀ: ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ଖଡ଼ଗପୁର ପକ୍ଷରୁ ଜେଇଇ ଆଡଭାନ୍ସ ୨୦୨୧କୁ ସ୍ଥଗିତ ରଖାଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ଘୋଷଣା ଯାଏଁ ଏହି ଏଣ୍ଟ୍ରାନ୍ସ ଏକଜାମ…

ବାବା ରାମଦେବଙ୍କୁ ହଜାରେ କୋଟି ଟଙ୍କାର ମାନହାନୀ ନୋଟିସ୍

ନୂଆଦିଲ୍ଲୀ: ମହଙ୍ଗା ପଡ଼ିଲା ଏଲୋପାଥୀ ବା ଡାକ୍ତରୀ ଔଷଧ ବିରୋଧରେ ବିବାଦୀୟ ମନ୍ତବ୍ୟ । ବାବା ରାମଦେବଙ୍କ ବିରୋଧରେ ଗୁରୁତ୍ୱର ଅଭିଯୋଗ ଆଣିଲା ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମଏ) । ଏହାପରେ କେନ୍ଦ୍ର…

ଦେଶରେ ବଢ଼ିଲା ମୃତ୍ୟୁ: ପୁଣି ପଜିଟିଭଙ୍କ ସଂଖ୍ୟା ୨ ଲକ୍ଷ ଟପିଲା

ନୂଆଦିଲ୍ଲୀ : ଦେଶରେ କରୋନା ପୁଣି ବୃଦ୍ଧି ପାଇଥିବା ଦେଖାଯାଇଛି । ଉଭୟ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ଗତକାଲି ଅପେକ୍ଷା ବୃଦ୍ଧି ପାଇଥିବା ଜଣାପଡ଼ିଛି । ତେବେ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୪୧୫୭ ଜଣଙ୍କ ମୃତ୍ୟୁ…

ହୃଦ୍‌ଘାତରେ ଆଖିବୁଜିଲେ ସ୍ୱାମୀ, ଚୈତନ୍ୟଙ୍କ ମୃତ୍ୟୁର ୫ଦିନ ପରେ ପତ୍ନୀ ବଉଳବାଳାଙ୍କ ଜୀବନ ନେଲା କରୋନା

ଧର୍ମଶାଳା (ଓଡ଼ିଶା ଭାସ୍କର) : ସ୍ୱାମୀଙ୍କ ମୃତ୍ୟୁ ହେବାର ୫ ଦିନ ପରେ ସ୍ତ୍ରୀ ଆରପାରିକୁ ଚାଲିଗଲେ । ଧର୍ମଶାଳା ଅଞ୍ଚଳର ବିଶିଷ୍ଟ ସମାଜସେବୀ, ବଡ଼ବାଲିକୁଦା ପଞ୍ଚାୟତର ପ୍ରାକ୍ତନ ସରପଞ୍ଚ ଚୈତନ୍ୟ ଜେନା (୮୬)ଙ୍କ ଗତ…

୫ ମାସ ହେଲା ‘ବ୍ଲାକ୍ ଫଙ୍ଗସ୍’ରେ ଆକ୍ରାନ୍ତ ହେଲେଣି ଯୁବକ: ସର୍ଜରୀରେ ଖର୍ଚ୍ଚ ହେଲାଣି ୪୧ ଲକ୍ଷ, ବିକି ସାରିଲେଣି ଘରଦ୍ୱାର

ନୂଆଦିଲ୍ଲୀ: ‘ବ୍ଲାକ୍ ଫଙ୍ଗସ୍’ ଯେ କେତେ ଭୟଙ୍କର ତାହାର ଏକ ଉଦାହରଣ ସାମନାକୁ ଆସିଛି । ବିମଲ ନାମକ ଜଣେ ଯୁବକ କରୋନାକୁ ମାତ୍ ଦେଇଥିଲେ, ମାତ୍ର ୫ ମାସ ହେଲା ସେ ‘ବ୍ଲାକ୍ ଫଙ୍ଗସରେ ଆକ୍ରାନ୍ତ ହୋଇ ସର୍ବସ୍ୱ ହରାଇଲେଣି…

ବ୍ଲାକ୍‌ ଫଙ୍ଗସ୍‌କୁ ମହାମାରୀ ଘୋଷଣା କଲା ଜମ୍ମୁକାଶ୍ମୀର

ଶ୍ରୀନଗର (ଓଡ଼ିଶା ଭାସ୍କର) : ମହାମାରୀ ରୋଗ ଅଧିନିୟମ ଅନୁଯାୟୀ ବ୍ଲାକ୍‌ ଫଙ୍ଗସକୁ ଏକ ଉଲ୍ଲେଖନୀୟ ରୋଗରେ ଅନ୍ତର୍ଭୁକ୍ତ କରିବାକୁ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେବା ପରେ…