Browsing Category
କରୋନା
କ୍ୟାପିଟାଲ୍ ହସ୍ପିଟାଲରେ ବଢ଼ିଲା କରୋନା ଭୟ: ଡାକ୍ତରଙ୍କ ସହ ୨ ଜଣ ପଜିଟିଭ ଚିହ୍ନଟ
ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍): ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ୍ ହସ୍ପିଟାଲରୁ ଜଣେ ଡାକ୍ତରଙ୍କ ସମେତ ୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଡାକ୍ତର, ଜଣେ ମ୍ୟାନେଜର ଓ ଅନ୍ୟ ଜଣେ ଫାର୍ମାସିଷ୍ଟ କରୋନା…
ସୌରଭ ଗାଙ୍ଗୁଲିଙ୍କ ଝିଅ ସମେତ ପରିବାରର ୪ ଜଣ ସଦସ୍ୟ କୋଭିଡ୍ ପଜିଟିଭ୍
କୋଲକାତା: ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ପରେ ଏବେ ତାଙ୍କ ପରିବାରର ୪ ଜଣ ସଦସ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ୪ଜଣଙ୍କ ମଧ୍ୟରେ ତାଙ୍କ ଝିଅ ସନା ଗାଙ୍ଗୁଲି ମଧ୍ୟ ସାମିଲ ରହିଛନ୍ତି । ତେବେ…
ରାଜ୍ୟରେ ପୁଣି ମାଡ଼ିଲାଣି କରୋନା: ୨୪ ଘଣ୍ଟା ମଧ୍ୟରେ ବାହାରିଲେ ୧୮୯୭ ପଜିଟିଭ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୁଣି ଥରେ ଧୀରେଧୀରେ କରୋନା ବଢ଼ିବାରେ ଲାଗିଛି । ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଆତଙ୍କ ସୃଷ୍ଟି ହେବା ପରଠାରୁ ସଂକ୍ରମଣ ଉଦ୍ଧ୍ୱର୍ଗାମୀ ହେବାରେ ଲାଗିଛି । ଗତ କିଛିଦିନ ତଳେ…
ମାୟାନଗରୀରେ ଗତ ୩ ଦିନ ମଧ୍ୟରେ ୨୩୦ ଡାକ୍ତର କୋଭିଡ୍ ପଜିଟିଭ୍
ମୁମ୍ବାଇ: କୋଭିଡ୍ ଭାଇରସ୍ ଦିନକୁ ଦିନ ଭୟଙ୍କର ରୂପ ନେବାରେ ଲାଗିଛି । ଦୈନିକ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଏହି କ୍ରମରେ ମୁମ୍ବାଇରେ ସ୍ଥିତି ଏବେ ଗମ୍ଭୀର ହୋଇପଡ଼ିଛି । ସର୍ବାଧିକ ଓମିକ୍ରନ୍…
ଅଚାନକ ବେକାବୁ ହେଲା ସଂକ୍ରମଣ, ଆଜିଠୁ ୧୫ ଦିନ ପାଇଁ ବାର୍ ବନ୍ଦ
ସମ୍ବଲପୁର, (ଭାସ୍କର ନ୍ୟୁଜ୍): ରାଜ୍ୟ ଅଚାନକ ବେକାବୁ ହେଲା ସଂକ୍ରମଣ। ଦୁଇଗୁଣ ବୃଦ୍ଧି ପାଇଲା କରୋନା ପଜିଟିଭଙ୍କ ସଂଖ୍ୟା। ସଂକ୍ରମଣ ଦୃଷ୍ଟି ରଖି ରାଜ୍ୟ ସରକାର ବିଭିନ୍ନ ସହରାଞ୍ଚଳରେ ନାଇଟ୍ କର୍ଫ୍ୟୁ ନେଇ…
କୋଭାକ୍ସିନ୍ ନେବା ପରେ ନିଅନ୍ତୁ ନାହିଁ ପାରାସିଟାମଲ୍ କିମ୍ବା ପେନ୍ କିଲର୍: ଭାରତ ବାୟୋଟେକ୍
ନୂଆଦିଲ୍ଲୀ: ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏଭଳି ପରିସ୍ଥିତିରେ ଟିକା, ମେଡିସିନ୍ ଆଦି ଉପରେ ବିଶେଷ ଦୃଷ୍ଟି ଦିଆଯାଉଛି । ଏହି ପରିପ୍ରେକ୍ଷୀରେ ଭାରତ ବାୟୋଟେକ୍ କହିଛି ଯେ, କୋଭାକ୍ସିନ୍…
ପୁଣି ତୀବ୍ର ଗତିରେ ବ୍ୟାପୁଛ କରୋନା ସଂକ୍ରମଣ, ମାତ୍ର ୪୮ ଘଣ୍ଟାରେ ୧୭୦ ଡାକ୍ତର କୋଭିଡ଼ ପଜିଟିଭ
ମୁମ୍ବାଇ : ମୁମ୍ବାଇ ସହିତ ମହାରାଷ୍ଟ୍ରର ଅନ୍ୟ ସ୍ଥାନରେ କରୋନା ତୀବ୍ର ଗତିରେ ବଢ଼ିବାରେ ଲାଗିଛି । ରୋଗୀଙ୍କ ଦୈନିକ ସଂଖ୍ୟା ଏବେ ୧୮ ହଜାରରୁ ଅଧିକ ହୋଇଛନ୍ତି । ସବୁଠାରୁ ଅଧିକ ଚିନ୍ତାଜନକ ବିଷୟ ହେଉଛି ଯେ, ଦେବଦୂତ…
ଭୁବନେଶ୍ୱରରେ ଆଉ ୫ଟି କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲା BMC
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କୋଭିଡ୍ ସଂକ୍ରମଣର ଲେଉଟାଣି ହୋଇଛି । ପୁଣି ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ସଂକ୍ରମଣ ଉଦ୍ଧ୍ୱର୍ମୁଖୀ ହେବାରେ ଲାଗିଛି । ତେବେ ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି…
ରାଜ୍ୟରେ ଆରମ୍ଭ ହୋଇଗଲା କରୋନାର ତାଣ୍ଡବ, ଆଜି ୧୨ ଶହ ଟପିଲା ସଂକ୍ରମଣ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୁଣି ଥରେ ଧୀରେଧୀରେ କରୋନା ବଢ଼ିବାରେ ଲାଗିଛି । ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଆତଙ୍କ ସୃଷ୍ଟି ହେବା ପରଠାରୁ ସଂକ୍ରମଣ ଉଦ୍ଧ୍ୱର୍ଗାମୀ ହେବାରେ ଲାଗିଛି । ତେବେ ଖୋର୍ଦ୍ଧା…
ଦେଶରେ ଚିନ୍ତା ବଢ଼ାଇଲା କରୋନା: ଆଜି ୫୮ ହଜାର ପଜିଟିଭ୍, ୫୩୪ ମୃତ, ୨୧୩୫ ଓମିକ୍ରନ୍
ନୂଆଦିଲ୍ଲୀ: ସମଗ୍ର ଦେଶରେ ଏବେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଆଶଙ୍କା ଜାରି ରହିଛି । ଏହାର ପ୍ରଭାବରେ ଆସନ୍ତା ଫେବୃଆରୀ ମାସରେ ତୃତୀୟ ଲହର ଆସିବା ନେଇ ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି । ତେବେ…