fbpx
BSKY SKY
BSKY SKY
Browsing Category

ସ୍ୱାସ୍ଥ୍ୟ

ଖାଲି ପେଟରେ ଚା’ ପିଉଛନ୍ତି କି ? ଜାଣନ୍ତୁ କ’ଣ ହୋଇପାରେ ପରିଣାମ

ଯଦି ଆପଣ ସକାଳୁ ଉଠି ଖାଲି ପେଟରେ ଚା’ ପିଇବାକୁ ପସନ୍ଦ କରନ୍ତି, ତେବେ ଏହି ଅଭ୍ୟାସ ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ । ଅନୁସନ୍ଧାନରୁ ଜଣାପଡିଛି ଯେ, ଯଦି ଆପଣ ଖାଲି ପେଟରେ କଫିନ୍ର ସେବନ କରୁଛନ୍ତି, ଚା’ ଓ କଫି…

ବିଶ୍ୱରେ ୫୦ ବର୍ଷରୁ କମ ବୟସର ଲୋକଙ୍କ ଠାରେ କାହିଁକି ବଢୁଛି କ୍ୟାନ୍ସର ବିପଦ ? ରିସର୍ଚ୍ଚରୁ ବଡ଼ ଖୁଲାସା

ସାରା ବିଶ୍ୱରେ କ୍ୟାନ୍ସର ଦ୍ରୁତ ଗତିରେ ବଢିବାରେ ଲାଗିଛି । ଫଳରେ ଏହି ରୋଗରେ ଅନେକ ଲୋକଙ୍କ ଜୀବନ ମଧ୍ୟ ଯାଉଛି । କ୍ୟାନ୍ସର ପାଇଁ ବୈଜ୍ଞାନିକମାନେ ଅନେକ ପ୍ରକାର ଉପଚାର ବାହାର କରିଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ…

ଭଲ ସ୍ୱାସ୍ଥ୍ୟ ପାଇଁ ଆବଶ୍ୟକତା ଠାରୁ ଖାଆନ୍ତୁନି ଅଧିକ ପାଳଙ୍ଗ; ହୋଇପାରେ ଅନେକ ସମସ୍ୟା

ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସବୁଜ ପନିପରିବା ଖାଇବାକୁ ପରାମର୍ଶ ଦିଆଯାଏ । କାରଣ ଏହା ଖାଇବା ଦ୍ୱାରା ଆପଣଙ୍କର ଶରୀରରେ ସୁସ୍ଥତା ଆସିଥାଏ । ଏହି ଖାଦ୍ୟ ମଧ୍ୟରୁ ପାଳଙ୍ଗକୁ ପ୍ରାଥମିକତା ଦିଆଯାଏ । ଅନେକ ଲୋକ ଏହାକୁ ଅତି…

ଡାକ୍ତରଙ୍କ ଅବହେଳାରୁ ଚାଲିଗଲା ରୋଗୀଙ୍କ ଜୀବନ; ମୃତଦେହ ମୁହଁରେ ଲାଗିଲା ଅକ୍ସିଜେନ!

ଜୟପୁର: ଜଣେ ରୋଗୀ ଡାକ୍ତରଙ୍କୁ ଭଗବାନ ବୋଲି ମାନୁଥିବା ବେଳେ ତାଙ୍କର ଟିକିଏ ଅବହେଳା ରୋଗୀର ଜୀବନ ପ୍ରତି ବିପଦ ସୃଷ୍ଚି କରିପାରେ । ତେବେ ଏପରି ଘଟଣା ଆଗରୁ ଅନେକ ଦେଖିବାକୁ ମିଳିଥିବା ବେଳେ ବର୍ତ୍ତମାନ ପୁଣି ଏକ…

ଶୀତଦିନରେ ଅଧିକ ସେବନ କରୁଛନ୍ତି କି କିସମିସ ଏବଂ ଖଜୁରୀ? ହୋଇଯାଆନ୍ତୁ ସତର୍କ, ନଚେତ ଭୋଗିପାରନ୍ତି ଏହିସବୁ ସମସ୍ୟା

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ମଣିଶ ସୁସ୍ଥ ଏବଂ ଫିଟ୍ ରହିବା ପାଇଁ ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରିଥାନ୍ତି । ଖାସକରି ଶୀତଦିନରେ ଲୋକେ ସେମାନଙ୍କ ସ୍ୱାସ୍ଥ୍ୟର ଅଧିକ ଯତ୍ନ ନେଇଥାନ୍ତି । ଫଳରେ ଯୋଗ ବାୟାମ୍…

ଜଣେ ମହିଳା କିପରି ହୁଅନ୍ତି ସରୋଗେସି ମାଆ? ଜାଣନ୍ତୁ ଏହାର ସମ୍ପୂର୍ଣ୍ଣ ତଥ୍ୟ

ବିଗତ କିଛି ବର୍ଷରେ ଆପଣ ସରୋଗେସି ଶବ୍ଦ ଶୁଣିଥିବେ ଏବଂ ଏହି ବିଷୟରେ ଅଳ୍ପ ବହୁତେ ମଧ୍ୟ ଜାଣିଥିବେ । ହେଲେ ଏହି ଅର୍ଟିକିଲରେ ଆପଣ ଏହାର ସମ୍ପୂର୍ଣ୍ଣ ତଥ୍ୟ ଜାଣିପାରିବେ । ୨୦୨୨ରେ ଏହି ସରୋଗେସି ଶବ୍ଦର ବ୍ୟବହାର…

ଶୀତଦିନେ ତମ୍ବା ବାସନ ବ୍ୟବହାର କରିବା ଉଚିତ କି? ଜାଣନ୍ତୁ କେଉଁ ରୋଗରୁ ମିଳିବ ମୁକ୍ତି

ତମ୍ବା ବାସନ ବ୍ୟବହାର ପ୍ରାୟତଃ ସ୍ୱାସ୍ଥ୍ୟ ସହିତ ଜଡିତ ଥାଏ । ଆପଣ ନିଶ୍ଚିତ ଭାବରେ ଆପଣଙ୍କ ଘରର ବଡ଼ ଲୋକମାନଙ୍କ ଠାରୁ ଶୁଣିଥିବେ ଯେ ତମ୍ବା ପାତ୍ରରେ ପାଣି ପିଇବାର ଅନେକ ଲାଭ ରହିଛି । ବର୍ତ୍ତମାନ ପ୍ରଶ୍ନ ହେଉଛି…

ଯୋଗ ଏବଂ ଆୟୁର୍ବେଦ ଆଜି ସମଗ୍ର ମାନବିକତା ପାଇଁ ଏକ ନୂତନ ଆଶା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଗୋଆ: 'ବିଶ୍ୱରେ ପୁର୍ବରୁ ଯୋଗ ଏବଂ ଆୟୁର୍ବେଦକୁ ଉପେକ୍ଷିତ କରାଯାଉଥିଲା। କିନ୍ତୁ ଅଜି ଏହା ପୁରା ମାନବ ସମାଜ ପାଇଁ ଏକ ନୂତନ ଆଶାରେ ପରିଣତ ହୋଇଛି। ଏହା ସହିତ ଏବେ ବିଶ୍ୱ ଯୋଗ ଦିବସରେ ପୁରା ବିଶ୍ୱ ଏହାକୁ ଉତ୍ତମ…

ପ୍ରେମ ଏବଂ ସ୍ୱାସ୍ଥ୍ୟ ପାଇଁ କାହିଁକି ଜରୁରୀ ହୋଇଥାଏ ଆଲିଙ୍ଗନ? ଜାଣନ୍ତୁ ଆଲିଙ୍ଗନ କରିବା ଦ୍ୱାରା କଣ ମିଳିଥାଏ ଫାଇଦା

ମଣିଷ କୌଣସି ବି ପରିସ୍ଥିତିରେ ଥାଉନା କାହିଁକି ଯଦି ତାଙ୍କୁ କେହି ନିଜ ଲୋକ ଆଲିଙ୍ଗନ କରିଦିଅନ୍ତି ତେବେ ଏହା ସେମାନଙ୍କ ମୁହିଁରେ ଏକ ସ୍ମିତ ହାସ୍ୟ ଆଣି ଦିଏ । ଏଥିସହିତ ଆଲିଙ୍ଗନ କରିବା ଦ୍ୱାରା ଏହା ଜଣେ ବ୍ୟକ୍ତିର…

ଏହି ଲୋକମାନେ ଭୁଲରେ ବି ଖାଆନ୍ତୁ ନାହିଁ ପିନଟ ବଟର; ନଚେତ ଭୋଗିବାକୁ ପଡିବ ଅନେକ ସମସ୍ୟା

ଆଜିକାଲି ଲୋକେ ଆଧୁନିକ ଜୀବନଶୈଳୀରେ ବଞ୍ଚିବାକୁ ଅଧିକ ପସନ୍ଦ କରୁଛନ୍ତି । ଫଳରେ ସେମାନେ ବିଭିନ୍ନ ପ୍ରକାର ବାହାର ଖାଦ୍ୟକୁ ନିଜ ଡେଲି ରୁଟିନରେ ସାମିଲ କରୁଛନ୍ତି । ଯେଉଁ କାରଣରୁ ପରବର୍ତ୍ତୀ ସମୟରେ ସେମାନଙ୍କୁ…