Browsing Category

ସ୍ୱାସ୍ଥ୍ୟ

ଓଜନ କମାଇବାକୁ ଖାଆନ୍ତୁ ବାଦାମ, ଦେଖନ୍ତୁ ଚମତ୍କାର

ଆଜିକାଲି ଖରାପ ଲାଇଫଷ୍ଟାଇଲ ଯୋଗୁଁ ଲୋକଙ୍କ ଓଜନ ବଢ଼ିବାରେ ଲାଗିଛି । ସଠିକ୍ ଖାଦ୍ୟ ସହିତ ନିୟମିତ ବ୍ୟାୟାମ କରି ଲୋକମାନେ ଓଜନ କମାଇବାରେ ଲାଗିଛନ୍ତି । ଯଦି ଆମେ ବାଦାମ ବିଷୟରେ କହିବା, ତେବେ ଶୀତଦିନେ ଏହାକୁ…

କଳା ଗାଜରରୁ ଆସିବ ସ୍ୱାସ୍ଥ୍ୟରେ ଉନ୍ନତି; ଶୀତ ଦିନେ ବଡ଼ ରୋଗରୁ ମିଳିବ ଉପଶମ

ଶୀତଦିନେ ଗାଜର ସାଲାଡ ଭାବରେ ବ୍ୟବହାର କରାଯାଏ । ଖାଦ୍ୟରେ ଗାଜର ସାମିଲ କଲେ ଶରୀରକୁ ଅନେକ ଲାଭ ମିଳିଥାଏ । ଏଥିରେ ଥିବା ଭିଟାମିନ୍ ଏ ଦୃଷ୍ଟି ଶକ୍ତି ବଢାଇଥାଏ । ଶୀତଦିନେ ଗାଜର ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ…

ଖରାପ କୋଲେଷ୍ଟ୍ରଲ ଯୋଗୁଁ ହାର୍ଟରେ ହୋଇଥାଏ ଏହି ରୋଗ: ଜାଣନ୍ତୁ କିପରି ବର୍ତ୍ତିବେ

ଆଜିକାଲି ହାର୍ଟ ଆଟାକ ମାମଲା ବଢୁଥିବା ବେଳେ ଲୋକମାନେ ଅଳ୍ପ ବୟସରେ ଏଥିରେ ପୀଡିତ ହେଉଛନ୍ତି। ହୃଦଘାତ ହେତୁ ଅନେକ କ୍ଷେତ୍ରରେ ମୃତ୍ୟୁ ହେଉଛି। ହୃଦରୋଗର ଅନେକ କାରଣ ଅଛି। ଖରାପ କୋଲେଷ୍ଟ୍ରଲର ବୃଦ୍ଧି ମଧ୍ୟ ଏହାର ଏକ…

କାହିଁକି କମ ବୟସରୁ ପାଚିଯାଉଛି ଚୁଟି, ଡାକ୍ତରଙ୍କ ଠାରୁ ଜାଣନ୍ତୁ ଏହାର କାରଣ ଓ ପ୍ରତିକାର

ସାଧାରଣତଃ ବୟସ ବଢିବା ସହ କେଶ ପାଚିଥାଏ । ପୂର୍ବକାଳରେ ଲୋକଙ୍କ ବୃଦ୍ଧାବସ୍ଥା ଆସିବା ପରେ କେଶ ପାଚି ଧଳା ହେଉଥିଲା । କିନ୍ତୁ ବର୍ତ୍ତମାନ ଆମର ଅନିୟମିତ ଖାଦ୍ୟପେୟ ପାଇଁ ବହୁ କମ ବୟସରୁ କେଶ ପାଚିଯାଉଛି । ଆଜିକାଲି…

୪ ପ୍ରକାରର ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ ମୂଳା; ଜାଣନ୍ତୁ କ’ଣ ରହିଛି କାରଣ

ଶୀତ ଋତୁରେ ମୂଳା ଔଷଧଠାରୁ କମ୍ ନୁହେଁ, କାରଣ ଏଥିରେ ଅନେକ ପ୍ରକାରର ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱ ମିଳିଥାଏ । ଯାହା ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭ ଦେଇଥାଏ, ଏହା ସାଧାରଣତଃ ସାଲାଡ୍ ରେ ଖିଆଯାଏ । କିଛି ଲୋକ ଏହାର ପକୋଡା,…

ରକ୍ତ ଜମାଟ ବାନ୍ଧିବା ଦ୍ୱାରା ଯାଇପାରେ ଜୀବନ: ବିପଦ ଜାଣି ହୋଇଯାଅ ସାବଧାନ୍

ଶରୀରରେ ଆଘାତ ଲାଗିବା ମାତ୍ରେ ରକ୍ତ ଜମା ହୋଇଯାଏ, ଯାହାକୁ ରକ୍ତ ଜମାଟ ବାନ୍ଧିବା କୁହାଯାଏ । ଆଘାତ ଲାଗିବା ପରେ କିଛି ରକ୍ତ ବାହାରକୁ ମଧ୍ୟ ଆସିଥାଏ । ଆମ ରକ୍ତରେ ଏପରି ପ୍ରପର୍ଟି ଅଛି, ଯେଉଁ କାରଣରୁ ରକ୍ତ ଅଳ୍ପ…

ସେକ୍ସ ସମୟରେ ପାର୍ଟନରକୁ ନଜଣାଇ କଣ୍ଡୋମ ଅପସାରଣ କରିବା ଅପରାଧ! ଏହାପାଇଁ କଣ ରହିଛି ଆଇନ ଜାଣନ୍ତୁ…

ନୂଆଦିଲ୍ଳୀ:ଭାରତର ସବୁଠାରୁ ବଡ ସମସ୍ୟା ହେଉଛି ଜନସଂଖ୍ୟା ବୃଦ୍ଧି, ଯାହାକୁ ରୋକିବା ହେଉଛି ବର୍ତ୍ତମାନ ସମୟର ସବୁଠାରୁ ବଡ ଚିନ୍ତାର ବିଷୟ । ଯେତେ ବେଳେ ଆମେ ଜନସଂଖ୍ୟା ବୃଦ୍ଧି ଉପରେ ଲଗାମ ଲଗାଇବା ଉପରେ କହୁଛନ୍ତି…

ଗ୍ରୀନ୍ ଟିରେ ଲେମ୍ବୁ ମିଶାଇ ସେବନ କରନ୍ତୁ; ରୋଗ ପ୍ରତିରୋଧକ ଶକ୍ତି ବଢିବା ସହ ଶରୀରକୁ ମିଳିବ ଏହିସବୁ ଫାଇଦା

ବର୍ତ୍ତମାନ ଶୀତଋତୁ ଚାଲିଥିବା ବେଳେ ଆମ ଶରୀରରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଦେଇଥାଏ । ଫଳରେ ଆମେ ଅନେକ ପ୍ରକାର ରୋଗର ଶିକାର ହୋଇଥାନ୍ତି । ଏଥିସହିତ ଆମ ଶରୀରରେ ଥିବା ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ହ୍ରାସ ପାଇଥାଏ…

ଫ୍ରୁଡସ୍ ରେ ଲୁଣ ପକାଇବା ଦ୍ଵାରା ଶରୀରକୁ ପହଞ୍ଚେ କ୍ଷତି: ଭୋଗିପାରନ୍ତି ଏହି ପରିଣାମ

ଶରୀର ପାଇଁ ଫଳ ଅତ୍ୟନ୍ତ ଲାଭଦାୟକ ବୋଲି ତ ସମସ୍ତେ ଜାଣନ୍ତି । ଲୋକ ବିଭିନ୍ନ ଉପାୟରେ ଫଳ ଖାଇବାକୁ ପସନ୍ଦ କରନ୍ତି। କେତେକ ଲୁଣ ମିଶାଇ ଫଳଗୁଡିକ ଖାଆନ୍ତି ତ ଆଉ କେତେକ ଜୁସ୍ ତିଆରି କରି ପିଇବାକୁ ପସନ୍ଦ କରନ୍ତି।…

ଥଣ୍ଡାରୁ ଗୋଇଠି ଫାଟୁଛି କି? ଆଜି ହିଁ କରନ୍ତୁ ଏହି ୪ଟି ଉପାୟ

ସାଧାରଣତଃ ଶୀତ ଦିନେ ଆମ ତ୍ୱାଚା ଶୁଷ୍କ ହୋଇଯିବା ଫଳରେ ସ୍କିନ ଶୁଖିଯାଇ ଫାଟିଥାଏ । ଏହାର ଅଧିକ ପ୍ରଭାବ ଆମ ଗୋଇଠି ଏବଂ ଓଠ ଉପରେ ପଡିଥାଏ । ଥଣ୍ଡା ବଢିବା ହେତୁ ଆମ ଗୋଇଠି ଫାଟିବା ସହ କଷ୍ଟ ହେବା ସହ କୁଣ୍ଡାଇ…