Browsing Category
ସ୍ୱାସ୍ଥ୍ୟ
କିଡନୀ ଖରାପ କରିପାରେ ଆପଣଙ୍କ ଏହି ଅଭ୍ୟାସ: ଜାଣନ୍ତୁ କିପରି
ଯୁଗ ବଦଳିବା ସହ ଲାଇଫଷ୍ଟାଇଲ ବଦଳିବାରେ ଲାଗିଛି । କିନ୍ତୁ ସୁସ୍ଥ ଶରୀର ପାଇଁ ଆପଣଙ୍କର କିଡନୀ ନିହାତି ଜରୁରୀ। କିଡନୀ ସାହାଯ୍ୟରେ ଏହା ଆପଣଙ୍କ ଶରୀରକୁ ଡିଟକ୍ସାଇଫ କରିବାରେ ସାହାଯ୍ୟ କରେ। କିନ୍ତୁ କିଛି ଖରାପ…
ଚୀନ ପରେ ଏବେ ଜାପାନର ଏହି ଭାଇରସ କରିବ କି ତାଣ୍ଡବ ? ଜାଣନ୍ତୁ ଲକ୍ଷଣ ଓ ବର୍ତ୍ତିବାର ଉପାୟ
ନୂଆଦିଲ୍ଲୀ: ଚୀନରୁ ବ୍ୟାପିଥିବା କରୋନା ଭାଇରସ ପରେ ଏବେ ଜାପାନର ଇନସେଫାଲାଇଟିସ୍ ଭାଇରସ ବଢ଼ିବାରେ ଲାଗିଲାଣି । ଏହି ଭାଇରସ ଏସିଆରେ ଭାଇରାଲ ଇନସେଫାଲାଇଟିସର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାରଣ। ଏହା ଏକ ମଶା ଜନିତ…
ଜିମରେ ଏହି ସବୁ ସମସ୍ୟା ହାର୍ଟଆଟକର ମୂଳ କାରଣ,ସଚେତନ ହୁଅନ୍ତୁ ଅଥବା …
ନୂଆଦିଲ୍ଲୀ:ବର୍ତ୍ତମାନ ସମୟରେ ହାର୍ଟଆଟକ ଏକ ସାଧାରଣ ରୋଗ ହୋଇଯାଇଛି । ଆଗରୁ ଏହି ରୋଗକୁ ବୃଦ୍ଧ ବୃଦ୍ଧା ମାନଙ୍କର ରୋଗ ବୋଲି ବିବେଚନା କରାଯାଉଥିବା ବେଳେ ଏବେ ଏହା ଯୁବା ମାନଙ୍କୁ ଅଧିକ ଆକ୍ରାନ୍ତ କରୁଛି । ମୁଖ୍ୟତଃ…
ଏହି କାରଣ ପାଇଁ ନାଲି ପଡିଥାଏ ଆଖି, କରନ୍ତୁ ନାହିଁ ଅଣଦେଖା; ନଚେତ ହୋଇପାରେ ଅସୁବିଧା
ସାଧାରଣତଃ କିଛି ଲୋକଙ୍କ ଅଖି ପ୍ରାୟତଃ ନାଲି ଦେଖାଯାଏ । ଅଖି ନାଲି ଥକାପଣ କାରଣରୁ ହୋଇଥାଏ । ଲାପଟପ କିମ୍ବା ଫୋନ ଅଧିକ ସମୟ ଧରି ଦେଖିବା ଦ୍ୱାରା ଆଖି ନାଲି ପଡିବାର ବଡ କାରଣ ହୋଇଥାଏ । ଅନେକ ଜୀବାଣୁ ମଧ୍ୟ ଏହି…
ପୁଣି ପୁରୁଷଙ୍କୁ ପଛରେ ପକାଇଲେ ମହିଳା , ଅଙ୍ଗ ଦାନରେ ମଧ୍ୟ ମହିଳା ନମ୍ବର ୧:ରିପୋର୍ଟ
ଭୁବନେଶ୍ୱର:ଅଙ୍ଗ ଦାନ ମହାପୂଣ୍ୟ । ଅଙ୍ଗଦାନକୁ ନେଇ ବର୍ତ୍ତମାନ ସମୟରେ ବହୁ ତତ୍ପରତା ଦେଖିବାକୁ ମିଳୁଛି । ସେଥିପାଇଁ ବିଗତ୭ ବର୍ଷ ମଧ୍ୟରେ ପ୍ରାୟ ଅଙ୍ଗଦାନ କରିବାର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ମିଳିଥିବା…
ବାପାଙ୍କୁ କିଡନୀ ଦେଇ ଉଦାହାରଣ ସୃଷ୍ଟି କଲେ ରୋହିଣୀ, ପ୍ରଶଂସା କଲେ ବିଜେପି ନେତା
ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଜନତା ଦଳର ଅଧକ୍ଷ ଲାଲୁ ଯାଦବଙ୍କର ଗତକାଲି କିଡନୀ ପ୍ରତ୍ୟାରୋପଣ ହଇଛି । ତାଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ଲାଲୁଙ୍କୁ କିଡନୀ ଡୋନେଟ୍ କରିଥିବା ଜଣାପଡିଛି । ତେବେ ଅସ୍ତ୍ରୋପଚାର ପରେ ଉଭୟ ହୋସରେ…
କାନ କୁଣ୍ଡେଇ ହେବା ସମସ୍ୟା ଦେଖାଯାଉଛି କି? ଏହି ପ୍ରତିକାର ଆପଣାନ୍ତୁ
କାନ ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ, ଯଦି ଏହା ସଠିକ୍ ଭାବରେ କାମ ନକରେ ତେବେ ଦୁନିଆ ଏକ ନିଛାଟିଆ ସ୍ଥାନ ପରି ଅନୁଭବ କରିବାକୁ ଲାଗେ । ମଣିଷ କାନ ୨୦ ରୁ ୨୦ ହଜାର ହେର୍ଟଜ୍ ଫ୍ରିକ୍ୱେନ୍ସିର ଶବ୍ଦ ଶୁଣିପାରେ।…
କେଉଁ ବୟସରେ ଲୋକଙ୍କୁ ଅଣ୍ଡା ଖାଇବା ନିହାତି ଜରୁରୀ: ନଚେତ୍ ହୋଇପାରନ୍ତି ଦୁର୍ବଳ
ଅଣ୍ଡାକୁ ସୁପରଫୁଡ କୁହାଯାଏ, କାରଣ ଏଥିରେ ଅନେକ ପୋଷକ ତତ୍ତ୍ୱ ମିଳିଥାଏ, ଯାହା ଆମ ଶରୀରକୁ ଅନେକ ଉପାୟରେ ଫାଇଦା ପହଞ୍ଚାଇଥାଏ । ଅନେକ ଲୋକ ଏହାକୁ ଜଳଖିଆରେ ରୁଟି ସହିତ ଖାଇବାକୁ ପସନ୍ଦ କରନ୍ତି କାରଣ ଏହା ଶୀଘ୍ର…
ତୁଣ୍ଡ ଘା’ରୁ ହୋଇପାରେ ହୃଦଘାତ, ଧ୍ୟାନ ଦିଅନ୍ତୁ ଏହି ଜିନିଷ ଉପରେ
ଆଜିକାଲି ହାର୍ଟଆଟାକ ସମସ୍ୟା ଦୁନିଆର ସବୁଠାରୁ ବଡ ସମସ୍ୟା ରୂପେ ଦେଖାଦେଇଛି । ହୃଦଘାତ ସମସ୍ୟାକୁ ଉଭୟ ପୁରୁଷ ଏବଂ ମହିଳା ସମାନ ଭାବେ ସାମ୍ନା କରୁଛନ୍ତି । ଏମିତିକିଛି ଜିନିଷ ଅଛି ଯାହାଦ୍ୱାରା ଆପଣ ହାର୍ଟ ଆଟାକ…
Double Chin ରୋକିବା ପାଇଁ ଆଜି ହିଁ ବନ୍ଦ କରନ୍ତୁ ଏହି ଖାଦ୍ୟ,ଡାଏଟ ଚାର୍ଟରୁ କରନ୍ତୁ ଦୂର
ନୂଆଦିଲ୍ଲୀ : ଡବଲ୍ ଚିନ୍ ମୁହଁ ର ସୁନ୍ଦରତକୁ ନଷ୍ଟ କରିବା ସହ ବଢୁଥିବା ବୟସର ସଙ୍କେତ ଭାବରେ ବିବେଚନା କରାଯାଏ। ସାଧାରଣତଃ ମଧ୍ୟମ ବୟସ ଆଡକୁ ଗଲାବେଳେ ମୁହଁରେ ଚର୍ବି ବଢିବାରେ ଲାଗେ। ସେଥିପାଇଁ ଅଧିକାଂଶ ଲୋକ ଏହାକୁ…