Browsing Category
ସ୍ୱାସ୍ଥ୍ୟ
ଦେଶରେ ପ୍ରାୟ ୯ ହଜାର ବ୍ଲାକ୍ ଫଙ୍ଗସ୍ ଆକ୍ରାନ୍ତ ଚିହ୍ନଟ, କେନ୍ଦ୍ରମନ୍ତ୍ରୀ ଦେଲେ ତାଲିକା
ନୂଆଦିଲ୍ଲୀ: ମହାମାରୀ କରୋନାର କାୟା ବିସ୍ତାର ଓ ପ୍ରକୋପ କମିନାହିଁ । ଏହି ଭୂତାଣୁର ଦ୍ୱିତୀୟ ତରଙ୍ଗରେ ଦେଶ କଲବଲ ହୋଇପଡ଼ିଛି । ଏଭଳି ସ୍ଥିତିରେ ଆଉ ଏକ ମହାମାରୀ ବ୍ୟାପିବାରେ ଲାଗିଛି । ବ୍ଲାକ୍ ଫଙ୍ଗସ୍ ପାଇଁ ସମଗ୍ର…
ଡିଆରଡିଓ ପ୍ରସ୍ତୁତ କଲା ଆଣ୍ଟି ବଡି ଟେଷ୍ଟିଂ କିଟ୍ ‘ଡିପ୍କୋଭାନ୍’, ଜୁନ୍ ମାସରେ ବଜାରରକୁ ଆସିବ ଏହି କିଟ୍
ନୂଆଦିଲ୍ଲୀ, ଦେଶରେ କରୋନା ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଥିବା ବେଳେ କରୋନା ପରୀକ୍ଷା ବିଳମ୍ବିତ ନେଇ ଅନେକ ଅଭିଯୋଗ ହେଉଛି । ଏପରି ସ୍ଥିତିର ମୁକାବିଲା ପାଇଁ ଭାରତୀୟ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ…
ଉପକାରାଗାରେ ଫୁଟିଲା କରୋନା ବୋମା, ୮୩ ଜଣ ଅନ୍ତେବାସୀ କରୋନା ପଜିଟିଭ
ପଦ୍ମପୁର ୨୨/୦୫ : ଝାରପଡା ଜେଲ ପରେ ପଦ୍ମପୁର ଉପକାରାଗାରେ ଫୁଟିଲା କରୋନା ବୋମା । ଗୋଟିଏ ଦିନରେ ୮୩ ଜଣ ଅନ୍ତେବାସୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂକ୍ରମିତ ହୋଇଥିବା ଅନ୍ତେବାସୀଙ୍କ ମଧ୍ୟରୁ ୫ ଜଣଙ୍କୁ…
ଟିକାକରଣ ବୃଦ୍ଧି ପାଇଁ ମୋଦୀଙ୍କୁ ବାଟ ବତାଇଲେ କେଜ୍ରିୱାଲ୍
ମେ ମାସରେ ଦିଲ୍ଲୀକୁ ମିଳିଛି ମାତ୍ର ୧୬ ଲକ୍ଷ ଡୋଜ୍
ଆଉ ନାହାନ୍ତି ଯୁବ ସମାଜସେବୀ ସମ୍ବିତ୍ ନନ୍ଦ
କଟକ(ଓଡ଼ିଶା ଭାସ୍କର): ସବୁ ଉଦ୍ୟମ ବିଫଳ ହେଲା । ଶେଷରେ ଆଖିବୁଜି ଦେଲେ ସମ୍ବିତ୍ । ଲଙ୍ଗ୍ସ ସଂକ୍ରମଣ ହୋଇ କଟକର ଏକ ମେଡିକାଲ୍ ରେ ସେ ଭର୍ତ୍ତି ହୋଇଥିଲେ । ଏପରିକି ତାଙ୍କୁ ଉଚ୍ଚତମ ଚିକିତ୍ସା ସେବା ଯୋଗାଇ ଦେବାକୁ…
ମୋ’ ପୁଅର ଜୀବନ ରକ୍ଷାକର… ଗୁହାରୀ କଲେ ପୂର୍ବତନ ବିଧାୟକ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଅ ପଡ଼ିଛି ଡାକ୍ତରଖାନା ବେଡ୍ ରେ । ଲଙ୍ଗ୍ସ ସଂକ୍ରମଣ ଜନିତ ସମସ୍ୟା ଯୋଗୁଁ ତାଙ୍କର ଶ୍ୱାସକ୍ରିୟାରେ ଉପୁ୍ଜିଛି ଗଭୀର ସମସ୍ୟା । ଶରୀରକୁ ଆବଶ୍ୟକ ଅମ୍ଳଜାନର ପ୍ରାକୃତିକ ପ୍ରକ୍ରିୟାରେ…
ବଢ଼ିଲା ଚିନ୍ତା: ବ୍ଲାକ୍ ଫଙ୍ଗସରେ ଆକ୍ରାନ୍ତ ହେଲା ଶିଶୁ
ଅହମ୍ମଦାବାଦ: ମହାମାରୀ କରୋନାରେ ଦେଶ କଲବଲ ହେଉଥିବାବେଳେ ସମ୍ପ୍ରତି ବ୍ଲାକ୍ ଫଙ୍ଗସ୍ ଚିନ୍ତା ବଢ଼ାଇ ଦେଲାଣି । ଦେଶର କେକେତ ରାଜ୍ୟରେ ଏହି ସଂକ୍ରମଣ ଭୟ ଅଧିକ ରହିଥିବାବେଳେ କୋଭିଡ୍ ଆକ୍ରାନ୍ତଙ୍କ ପାଇଁ ଅଧିକ ସତର୍କତା…
ନେପାଳରେ ପୁଣି ଉପୁଜିଲା ରାଜନୀତିକ ସଂକଟ
ନୂଆଦିଲ୍ଲୀ: ଭାରତର ପଡ଼ୋଶୀ ଦେଶ ନେପାଳରେ ପୁଣି ଦେଖାଦେଇଛି ରାଜନୀତିକ ସଂକଟ । କାରଣ ନେପାଳ ସଂସଦୀୟକୁ ଭଙ୍ଗ କରିଦେଇଛନ୍ତି ରାଷ୍ଟ୍ରପତି । ସରକାର ଗଠନ ପାଇଁ ଶାସକ ଓ ବିରୋଧୀ ଦଳର ଦାବିକୁ ପ୍ରତ୍ୟାଖ୍ୟାନ ପୂର୍ବକ…
ଇଣ୍ଡିଆନ୍ ଭାରିଆଣ୍ଟ ଏକ ଗୁଜବ, ଜାଣନ୍ତୁ କ’ଣ କହିଲେ IT ମନ୍ତ୍ରଣାଳୟ
ନୂଆଦିଲ୍ଲୀ: ମହାମାରୀ କରୋନାର ଦ୍ୱିତୀୟ ତରଙ୍ଗରୁ ମୁକ୍ତି ପାଇଁ ଲଢ଼େଇ ଜାରି ରଖିଛି ସମଗ୍ର ଦେଶ । ବାରମ୍ବାର ରୂପ ବଦଳାଉଥିବା କରୋନା ଭୂତାଣୁକୁ ନେଇ ବିଶେଷଜ୍ଞ ମହଲରେ ମଧ୍ୟ ଚିନ୍ତା ବଢ଼ିଯାଇଛି । ତେବେ କରୋନା ଭାଇରସର…
ଓଡିଶାରେ ଆଜି ୧୧, ୧୦୮ ଜଣ ପଜିଟିଭ୍ ଚିହ୍ନଟ, ୨୬ ମୃତ
ଭୁବନେଶ୍ୱର(ଓଡିଶା ଭାସ୍କର): ରାଜ୍ୟରେ କରୋନା ଗ୍ରାଫ୍ ଉପରମୁହାଁ ହୋଇ ବଢିଚାଲିଛି । ଗତ ୨୪ ଘଣ୍ଟା ରାଜ୍ୟରେ ୧୧ ହଜାର ୧୦୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୬୨୧୯ ଜଣ ଓ ସ୍ଥାନୀୟ…