Browsing Category
ପରମ୍ପରା
ରଥାରୂଢ଼ ମହାପ୍ରଭୁଙ୍କୁ ଦର୍ଶନ କଲେ ଶଙ୍କରାଚାର୍ଯ୍ୟ
ପୁରୀ: ରଥାରୂଢ଼ ମହାପ୍ରଭୁଙ୍କୁ ଦର୍ଶନ କଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ । ଶଙ୍କରାଚାର୍ଯ୍ୟ ତାଙ୍କର ଶିଷ୍ୟଙ୍କ ସହ ଦର୍ଶନ କରିଛନ୍ତି । କୋଭିଡ୍ ମହାମାରୀ ଦୁନିଆରୁ ଦୂରେଇ ଯିବା ଏବଂ ଲୋକଙ୍କର କଲ୍ୟାଣ ପାଇଁ ସେ…
ଦାଶିଆ ଅଜା: ପାଠାଗାର ଆନ୍ଦୋଳନର ପୁରୋଧାଙ୍କୁ ଝୁରୁଛି ଓଡ଼ିଶା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସେ ଥିଲେ ପାଠାଗାର ଆନ୍ଦୋଳନର ଆଦ୍ୟ ଜନକ । ମହାତ୍ମା ଗାନ୍ଧିଙ୍କ ଆଦର୍ଶରେ ଚାଲୁଥିବା ଦାଶିଆ ଅଜାଙ୍କ ଜୀବନ ଖୁବ୍ ସାଧାସିଧା ଥିଲା । ହସି ହସି ଘୂରି ବୁଲୁଥିଲେ ସାରା ଓଡ଼ିଶା । ବାଣ୍ଟୁଥିଲେ…
ଗଡ଼ିଲାଣି ତାଳଧ୍ୱଜ, ମଝିରେ ସୁନାନାକିଙ୍କ ଦର୍ପଦଳନ…
ପୁରୀ(ଓଡ଼ିଶା ଭାସ୍କର): ନିର୍ଦ୍ଧାରିତ ସମୟ ୩ ଘଣ୍ଟା ପୂର୍ବରୁ ଗଡ଼ିଲାଣି ରଥ । ଶ୍ରୀକ୍ଷେତ୍ରରେ ପବିତ୍ର ଘୋଷଯାତ୍ରାର ପାବନ ଅବସରରେ ଗଡ଼ିଲାଣି ରଥ । ରଥ ଉପରେ ସମସ୍ତ ନୀତିକାନ୍ତି ସୁରୁଖୁରୁରେ ସରିଛି । ତିନି ରଥ ଉପରେ…
‘ନନ୍ଦିଘୋଷ’ ଓ ‘ଘୋଷଯାତ୍ରା’ ନାମର ମହତ୍ତ୍ୱ: ଏକ ଅବଲୋକନ
ପୁରୀ(ଓଡ଼ିଶା ଭାସ୍କର): ମହାବାହୁ ଶ୍ରୀଜଗନ୍ନାଥଙ୍କ ରହିଛି ଅସରନ୍ତି ଗାଥା । ଅମାପ ମହିମାର ଅନନ୍ୟ ଅବର୍ଣ୍ଣନୀୟ କଳାଠାକୁର । ଭାଷାରେ ତାକୁ କିଏ ବା ବଖାଣି ପାରିବ! କେବଳ ଭାବରେ ହିଁ ତାକୁ ଅନୁଭବ କରିହୁଏ । ସେ ଭାବର…
ଗଜପତି ମହାରାଜ କରୁଛନ୍ତି ଛେରା ପହଁରା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ଶ୍ରୀକ୍ଷେତ୍ରଧାମ ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଅନୁଷ୍ଠିତ ହୋଇଛି । । ତେଣୁ ମହାପ୍ରଭୁଙ୍କ ପାଇଁ ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର ଧାମ ।…
ଶ୍ରୀଜଗନ୍ନାଥଙ୍କ ପହଣ୍ଡି ବିଜେ, ଝୁଲି ଝୁଲି ଆସୁଛନ୍ତି ଚକାନୟନ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ଶ୍ରୀକ୍ଷେତ୍ରଧାମ ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ଜ୍ୟେଷ୍ଠଭ୍ରାତା ବଳଭଦ୍ର, ଭଗିନୀ ସୁଭଦ୍ରାଙ୍କ ସହ କାଳିଆ ସାଆନ୍ତ ମାଉସୀ ମାଆ ଘରକୁ ଯାତ୍ରା…
ଆରମ୍ଭ ହେଲା ବଳଭଦ୍ରଙ୍କ ପହଣ୍ଡି ବିଜେ ନୀତି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ଶ୍ରୀକ୍ଷେତ୍ରଧାମ ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ଜ୍ୟେଷ୍ଠଭ୍ରାତା ବଳଭଦ୍ର, ଭଗିନୀ ସୁଭଦ୍ରାଙ୍କ ସହ କାଳିଆ ସାଆନ୍ତ ମାଉସୀ ମାଆ ଘରକୁ ଯାତ୍ରା…
ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ବିଜେ ନୀତି ଆରମ୍ଭ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ଶ୍ରୀକ୍ଷେତ୍ରଧାମ ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ଜ୍ୟେଷ୍ଠଭ୍ରାତା ବଳଭଦ୍ର, ଭଗିନୀ ସୁଭଦ୍ରାଙ୍କ ସହ କାଳିଆ ସାଆନ୍ତ ମାଉସୀ ମାଆ ଘରକୁ ଯାତ୍ରା…
ପବିତ୍ର ପୁରୀ ରଥ ଯାତ୍ରାର ସିଧା ପ୍ରସାରଣ
https://www.youtube.com/watch?v=NqUlYWYgJK0
ଇସ୍କନ୍ରେ ଅସ୍ଥାୟୀ ରଥରେ ପୂଜା ପାଇବେ ତିନି ଠାକୁର, କରୋନା କଟକଣା ନିୟମ ଅନୁଯାୟୀ ପାଳନ ହେବ ନୀତିକାନ୍ତି
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ମହାମାରୀ କରୋନା ସଂକମ୍ରଣ ଆଜି ସବୁ କ୍ଷେତ୍ରରେ ତାର ପ୍ରଭାବ ବିସ୍ତାର କରିଚାଲିଛି । ଗତ ଦୁଇବର୍ଷ ହେବ ଓଡ଼ିଶାର କଳା ସଂସ୍କୃତିକୁ ମଧ୍ୟ ରାଜ୍ୟବାସୀଙ୍କ ନିକଟରୁ ଛଡାଇ ନେଇଛି । ଗତବର୍ଷ…