Browsing Category
ପରମ୍ପରା
ନବରାତ୍ରିର ୯ ଦିନରେ କେଉଁ ରଙ୍ଗର ପୋଷାକ ପିନ୍ଧିବା ଉଚିତ୍, ଜାଣନ୍ତୁ
୨୦୨୧ ନଭେମ୍ବର ୭ରୁ ନବରାତ୍ରୀ ଆରମ୍ଭ ହୋଇଛି । ନବରାତ୍ରିର ୯ ଦିନ ମଧ୍ୟରେ ମା ଦୁର୍ଗାଙ୍କ ଅଲଗା ଅଲଗା ସ୍ୱରୂପକୁ ପୂଜା କରାଯାଇଥାଏ । କୁହାଯାଏ କି ୯ ଦିନ ରଙ୍ଗ ହିସାବରେ ପୋଷାକ ପିନ୍ଧି ପୂଜା କରିବା ଦ୍ୱାରା ମା’…
ନବରାତ୍ରିରେ ଶ୍ରୀଦୁର୍ଗା ସପ୍ତଶତୀ ପାଠ କଲେ ଦୂର ହୋଇଯିବ ଜୀବନର ସମସ୍ତ ସମସ୍ୟା
ଶାରଦୀୟ ନବରାତ୍ରିରେ ମା’ ଦୁର୍ଗାଙ୍କୁ ପ୍ରସନ୍ନ କରିବା ଓ ତାଙ୍କର କୃପା ଲାଭ କରିବା ପାଇଁ ସପ୍ତଶତୀ ପାଠ କରିବା ବିଧି ବିଧାନ ରହିଛି । ଦୁର୍ଗା ସପ୍ତଶତୀରେ ମୋଟ ୧୩ଟି ଅଧ୍ୟାୟ ରହିଥିବା ବେଳେ ଏହାକୁ ନବରାତ୍ରିରେ…
ନବରାତ୍ରିରେ ଏହି ୪ ରାଶିର ଲୋକଙ୍କ ଉପରେ ରହିବ ମା’ ଦୁର୍ଗାଙ୍କ କୃପା
ହିନ୍ଦୁଧର୍ମରେ ନବରାତ୍ରି ଅତ୍ୟନ୍ତ ମହତ୍ୱପୂର୍ଣ୍ଣ । ଏହି ସମୟରେ ଭକ୍ତମାନେ ମା’ଙ୍କୁ ପ୍ରସନ୍ନ କରିବାକୁ ପାଇଁ ଉପବାସ କରନ୍ତି ଓ ଜ୍ୟୋତିଷଶାସ୍ତ୍ରରେ ମଧ୍ୟ ୯ ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ମାଙ୍କର ଏହି ୯ଦିନ…
ଶାରଦୀୟ ନବରାତ୍ର ଆରମ୍ଭ: ଜାଣନ୍ତୁ କେବେ କରିବେ ପୂଜା ଆରମ୍ଭ ଓ ଘଟସ୍ଥାପନାର ଶୁଭ ମୁହୂର୍ତ୍ତ
ଓଡ଼ିଶା ଭାସ୍କର ବ୍ୟୁରୋ: ଆଶ୍ୱିନ ମାସ ଶୁକ୍ଳପକ୍ଷ ପ୍ରତିପଦା ତିଥିରେ ପ୍ରତିବର୍ଷ ଶାରଦୀୟ ନବରାତ୍ର ଆରମ୍ଭ ହୋଇଯାଏ । ଚଳିତ ବର୍ଷ ନବରାତ୍ର ଅକ୍ଟୋବର ୭ ତାରିଖ ଗୁରୁବାର ଠାରୁ ଆରମ୍ଭ ହୋଇଛି । ନବରାତ୍ରରେ ୯ ଦିନ ପାଇଁ…
ନବରାତ୍ରିରେ ଘରକୁ ଆଣନ୍ତୁ ଏହି ୫ଟି ଜିନିଷ, କେବେ ହେବ ନାହିଁ ଧନର ଅଭାବ
ଓଡ଼ିଶା ଭାସ୍କର ବ୍ୟୁରୋ: ଅକ୍ଟୋବର ୭ରୁ ନବରାତ୍ର ଆରମ୍ଭ ହେବାକୁ ଯାଉଛି । ଏହି ୯ଦିନ ମା' ଦୁର୍ଗାଙ୍କ ୯ଟି ରୂପର ବିଶେଷ ପୂଜାର୍ଚ୍ଚନା କରାଯାଇଥାଏ । ତେବେ ଏହି ୯ଦିନ ମା'ଙ୍କର ପୂଜା ଖୁବ୍ ଧୁମଧାମ୍ ରେ ପାଳନ…
ଭାରତର ଏହି ପଡୋଶୀ ଦେଶରେ କୁକୁରକୁ ପୂଜା କରି ପାଳନ କରାଯାଏ ଦିପାବଳୀ, ରହିଛି ବହୁ ପୁରାତନ ପରମ୍ପରା..
ନୂଆଦିଲ୍ଲୀ:ଆଲୋକର ପର୍ବ ଦୀପାବଳୀ କେବଳ ଭାରତରେ ପାଳନ କରାଯାଏ ତାହା ନୁହେଁ । ଏହା ଜାପାନ, ଗୁଆନା, ମାଲେସିୟା, ମରିସସ୍, ମ୍ୟାନମାର, ସିଙ୍ଗାପୁର ଆଦି ଦେଶରେ ମଧ୍ୟ ପାଳନ କରାଯାଇଥାଏ । ତେବେ ଭାରତର ପଡୋଶୀ ଦେଶ…
ମହାତ୍ମା ଗାନ୍ଧିଙ୍କ ପ୍ରତିମୃର୍ତ୍ତିକୁ ତାଡି ପରିତ୍ୟକ୍ତ ଅବସ୍ଥାରେ ଫିଙ୍ଗିଦେବା ଘଟଣା, ସାଧାରଣରେ ତୀବ୍ର ଉତ୍ତେଜନା
ନିଶ୍ଚିନ୍ତକୋଇଲି (ଭାସ୍କର ନ୍ୟୁଜ୍): ନିଶ୍ଚିନ୍ତକୋଇଲି ବ୍ଳକ ଅସୁରେଶ୍ୱର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ପୁନଃ ନିର୍ମାଣ ଆଳରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ପ୍ରତିମୃର୍ତ୍ତିକୁ ତାଡି ପରିତ୍ୟକ୍ତ ଅବସ୍ଥାରେ…
‘ନର୍କର ଗର୍ତ୍ତ’ରେ ପ୍ରଥମଥର ପାଇଁ ବୈଜ୍ଞାନିକଙ୍କ ପ୍ରବେଶ, ଖୋଲିଗଲା ଭୂତ-ପିଶାଚର ରହସ୍ୟ
ୟେମେନର ମରୂଭୂମିରେ ଏପରି ଏକ କୂଅ ଅଛି, ଯାହାକି ଦୀର୍ଘ ସମୟ ଧରି ରହସ୍ୟ ଘେରରେ ରହିଛି । ୟେମେନରେ ବରହୁତରେ ଥିବା ଏହି କୂଅକୁ ‘ନର୍କର ରାସ୍ତା’ ବୋଲି କୁହାଯାଏ । ଏହି ରହସ୍ୟମୟ ଗର୍ତ୍ତରେ କ’ଣ ରହିଛି ଜାଣିବା ପାଇଁ…
ଦୂର୍ଗାପୂଜା ପାଇଁ ବିଏମ୍ସିର ଗାଇଡ୍ଲାଇନ୍: ପୂଜାମଣ୍ଡପକୁ ଶ୍ରଦ୍ଧାଳୁଙ୍କୁ ବାରଣ, ଭସାଣୀ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ କଟକଣା
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ଦଶହରା ପୂଜା ପାଳନ ନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ପକ୍ଷରୁ ଗାଇଡଲାଇନ ଜାରି ହୋଇଛି । ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ଉପରେ ସମ୍ପୂର୍ଣ୍ଣ କଟକଣା…
ଶାରଦୀୟ ଦୁର୍ଗାପୂଜା ପାଇଁ ମାଟି ଅନୁକୂଳ: ନୂଆପଲ୍ଲୀ ଦୁର୍ଗାପୂଜା ସମିତି ପକ୍ଷରୁ ମା’ଙ୍କ ମୂର୍ତ୍ତି ପାଇଁ କୁଆଖାଇ ନଦୀପଠାରୁ ମାଟି ଅନୁକୂଳ
ଭୁବନେଶ୍ୱର/କଟକ (ଭାସ୍କର ନ୍ୟୁଜ୍) : ଆଉ ଦିନ କେଇଟା ପରେ ମା’ ଦୁର୍ଗତିନାଶିନୀ ସିଂହବାହିନୀ ଧରାପୃଷ୍ଠରେ ଭକ୍ତଙ୍କୁ ଦର୍ଶନ ଦେବେ । ଏଥିପାଇଁ ପବିତ୍ର ଜନ୍ମାଷ୍ଟମୀ ଅବସରରେ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି ।…