Browsing Category
ପରମ୍ପରା
Video : ଚକା ଆଖି ସବୁ ଦେଖୁଛି ! ଦୟାକରି ସଦାସର୍ବଦା ସଡକ ସୁରକ୍ଷାର ସମସ୍ତ ନିୟମ ମାନନ୍ତୁ ଓ ସୁରକ୍ଷିତ ରୁହନ୍ତୁ
ଭୁବନେଶ୍ୱର : ବର୍ଷକ ୩୬୫ ଦିନ । ୩୬୫ ଦିନ ମଧ୍ୟରୁ ଆମ ଓଡ଼ିଶାରେ ପ୍ରାୟ ୧୦ ହଜାରରୁ ଅଧିକ ଦୁର୍ଘଟଣା ଘଟୁଛି । ଏହି ଦୁର୍ଘଟଣାରେ ୫ହଜାରରୁ ଉଦ୍ଧ୍ୱର୍ ଲୋକ ପ୍ରାଣ ହରାଉଛନ୍ତି । ଦୁର୍ଘଟଣାରୁ ଜୀବନ ବଞ୍ଚିବା ପାଇଁ ହେଲେ…
(Video) ଶ୍ରୀଜୀଉଙ୍କ ୩ ରଥ ଦଉଡିର ନାମ କ’ଣ? ଜାଣନ୍ତୁ ରଥଯାତ୍ରା ପରେ କ’ଣ ହୁଏ ଏହି ଦଉଡି…
ପୁରୀ: ବଡଦାଣ୍ଡରେ ରଥାରୂଢ ହୋଇ ସାରିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଭାଇ ଭଉଣୀ । ଆଉ କିଛି ସମୟ ପରେ ରତ୍ନବେଦୀରୁ ଜନ୍ମବେଦୀକୁ ଯାତ୍ରା କରିବେ ତିନି ଠାକୁର । କାଳିଆ ସାଆନ୍ତ ଭାଇ ଭଉଣୀଙ୍କ ସହ ମାଉସି ଘରେ ପୋଡ଼…
ମହାପ୍ରଭୁ ଜଗନ୍ନାଥଙ୍କ ଆଖି କାହିଁକି ବଡ଼? କାରଣ ଜାଣି ହୋଇଯିବେ ଆଶ୍ଚର୍ଯ୍ୟ
ମହାପ୍ରଭୁଙ୍କ ଆଖି ଦେଖିବା ପରେ ସମସ୍ତଙ୍କ ମନ ଉଲ୍ଲାସିତ ହୋଇଥାଏ ଏବଂ ଶାନ୍ତି ମିଳିଥାଏ । ତେବେ ମହାପ୍ରଭୁଙ୍କ ଆଖି କାହିଁକି ବଡ଼ ହୋଇଛି, ଏହା ପଛରେ ଅନେକ କାରଣ ରହିଛି । କେବଳ ମହାପ୍ରଭୁଙ୍କ ନୁହେଁ, ପ୍ରଭୁ ବଳଭଦ୍ର ଓ…
ପହଣ୍ଡି ବିଜେ କରି ରଥକୁ ଆସୁଛି କଳା ସାଆନ୍ତ: ବାଜୁଛି କାହାଳୀ, ଚାହିଁଛନ୍ତି ଭକ୍ତ
ପୁରୀ: ବଡ ଦେଉଳରୁ ବାହାରି ରଥକୁ ଆସୁଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ । କାହାଳୀର ମଧୁର ଧ୍ୱନୀରେ ପହଣ୍ଡି କରି ଆସୁଛନ୍ତି ଦାରୁ ଦିଅଁ । ରତ୍ନ ସିଂହାସନରୁ ଓହ୍ଲାଇ ଆସି ବଡଦାଣ୍ଡରେ ପହଞ୍ଚିଲେଣି ଶ୍ରୀଜୀଉ । ପୂର୍ବରୁ…
ହାତ ଅଛି ହେଲେ ନାହିଁ ପାପୁଲି, କାହା ଅଭିଶାପରେ ଶ୍ରୀଜଗନ୍ନାଥ ରହିଛନ୍ତି ଅଧାଗଢା?
ଜଗାର ଲୀଳା ବିଚିତ୍ର । ନିଜ ଭକ୍ତର ଦୁଃଖ ବୁଝିବା ପାଇଁ ସେ ପ୍ରତି ବର୍ଷ ବଡ ଦେଉଳ ଛାଡି ବଡଦାଣ୍ଡକୁ ଆସିଥାନ୍ତି । କିନ୍ତୁ ବିଶ୍ୱବ୍ରହ୍ମାଣ୍ଡ ପାଳନ କର୍ତ୍ତା ଭଗବାନ ବିଷ୍ଣୁଙ୍କ ଅବତାର ଶ୍ରୀଜଗନ୍ନାଥ ଅଧାଗଢା କାହିଁକି…
ପହଣ୍ଡିରେ ଆସିଲେ ବଡ ଭାଇ ପ୍ରଭୁ ଶ୍ରୀ ବଳଭଦ୍ର
ପୁରୀ: ପ୍ରଥମେ ଚକ୍ରରାଜ, ପରେ ବଡଭାଇ ପ୍ରଭୁ ଶ୍ରୀ ବଳଭଦ୍ର ପହଣ୍ଡି ହୋଇ ରଥକୁ ଆସୁଛନ୍ତି। ଚକ୍ରରାଜଙ୍କ ପହଣ୍ଡି ସରିବା ପରେ ବଡଠାକୁର ପ୍ରଭୁ ଶ୍ରୀ ବଳଭଦ୍ରଙ୍କ ପହଣ୍ଡି ହୋଇଥିଲା । ବରଷକେ ଥରେ ରତ୍ନବେଦୀ ଛାଡି…
(Video) ସେଦିନ ଅଟକି ଯାଇଥିଲା ମହାପ୍ରଭୁଙ୍କ ରଥ: ବାରମ୍ବାର ଭାଙ୍ଗୁଥିଲା ରଥ, ଛିଡିଲା ଦଉଡି, ମାସେ ଧରି ହୋଇଥିଲା ରଥଯାତ୍ରା
ପୁରୀ: ଆଜି ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ନନ୍ଦିଘୋଷଣା ବସି ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ବାହାରିବେ ଜଗତର ନାଥ ଶ୍ରୀଜଗନ୍ନାଥ । ସାଙ୍ଗରେ ବଡ ଭାଇ ବଳରାମ ଏବଂ ଭଉଣୀ ସୁଭଦ୍ରାଙ୍କୁ ନେଇ ଭକ୍ତଙ୍କ ଗହଳିରେ ଯିବେ…
ରଥଯାତ୍ରାର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ଟ୍ୱିଟ କରି ସମସ୍ତଙ୍କର କଲେ ମଙ୍ଗଳ କାମନା
ନୂଆଦିଲ୍ଲୀ: ପବିତ୍ର ରଥଯାତ୍ରାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି । ଟ୍ୱିଟ ମାଧ୍ୟମରେ ସେ ରଥଯାତ୍ରାର ଶୁଭେଚ୍ଛା ସମସ୍ତଙ୍କୁ ଜଣାଇଛନ୍ତି । ସେ ଲେଖିଛନ୍ତି ଯେହେତୁ ଆମେ ଏହି ପବିତ୍ର ଉତ୍ସବ…
ଆଜି ବଡ ଦେଉଳରୁ ବାହାରିବେ ଶ୍ରୀଜୀଉ: ନୀତିକାନ୍ତି ପରେ ଅପରାହ୍ନ ୪ଟାରେ ଆରମ୍ଭ ହେବ ରଥଟଣା
ପୁରୀ: ଆଜି ଶ୍ରୀକ୍ଷେତ୍ର ପୁରୀରେ ହେବ ଭକ୍ତ-ଭଗବାନଙ୍କ ମହାମିଳନ । ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀର ବଡଦାଣ୍ଡ ହୋଇଛି ଚଳଚଞ୍ଚଳ । ମହାପ୍ରଭୁଙ୍କ ତିନି ରଥ, ନନ୍ଦିଘୋଷ, ତାଳଧ୍ୱଜ ଏବଂ ଦର୍ପଦଳନ ସିଂହଦ୍ୱାର…
ଆସନ୍ତା କାଲି ଅହମ୍ମଦାବାଦରେ ମଧ୍ୟ ପାଳନ ହେବ ରଥଯାତ୍ରା: ପ୍ରଧାନମନ୍ତ୍ରୀ ପଠାଇଲେ ପ୍ରସାଦ, ଗୃହମନ୍ତ୍ରୀ କରିବେ ମଙ୍ଗଳ ଆରତୀ
ଅହମ୍ମଦାବାଦ: ଆସନ୍ତା କଲି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ପୁରୀରେ ଅନୁଷ୍ଠିତ ହେବାକୁ ଯାଉଛି। ଏହା ବ୍ୟତୀତ ରାଜ୍ୟ ଏବଂ ଦେଶ ବାହାରେ ମଧ୍ୟ ମହାପ୍ରଭୁଙ୍କ ଏହି ରଥଯାତ୍ରା ଖୁବ ଆଡମ୍ବର ସହ…