Browsing Category

ପରମ୍ପରା

ଆଜି ହେଉଛି ରାଧା-କୃଷ୍ଣଙ୍କ ସ୍ୱତନ୍ତ୍ର ଦିନ, ପୂଜା କଲେ ପ୍ରେମୀ ଯୁଗଳ କେବେ ହେବିନି ଅଲଗା, ଦାମ୍ପତ୍ୟ ଜୀବନ ରହିବ ସୁଖମୟ

ଭୁବନେଶ୍ୱର :ଫାଲଗୁନ୍ ମାସର ଶୁକ୍ଲ ପକ୍ଷ ଦ୍ୱିତୀୟା ଦିନ ହେଉଛି ଫୁଲେରା ଦୁଜ୍ । ଏହି ଦିନ ଶ୍ରୀକୃଷ୍ଣ ଏବଂ ରାଧା ରାଣୀଙ୍କୁ ପୂଜା କରାଯାଏ। ଏହି ପର୍ବ ଶ୍ରୀକୃଷ୍ଣ ଏବଂ ରାଧାଙ୍କ ପ୍ରେମର ପ୍ରତୀକ । ଧାର୍ମିକ ବିଶ୍ୱାସ…

ମହାଶିବରାତ୍ରିରେ ଭୁଲରେ ମଧ୍ୟ କରନ୍ତୁନି ଏହି କାମ, ନଚେତ ରାଗିଯିବେ ରୁଦ୍ର ମହାଦେବ

ପ୍ରବିତ୍ର ମହାଶିବରାତ୍ରୀ ପାଇଁ ଅସଂଖ୍ୟ ଭକ୍ତ ୧ବର୍ଷ ହେଲାଣି ଆପେକ୍ଷାଥିଲେ । ହେଲେ ବର୍ତ୍ତମାନ ତାହା ଆସି ପହଁଚିଯାଇଛି । ତେବେ ସାରା ଦୁନିଆ ଆଜିର ଦିନକୁ ମହାଶିବରାତ୍ରୀ ରୂପରେ ପାଳନ କରୁଛି । ଏହିଦିନ ଅନେକ ନିୟମ…

ଶିବରାତ୍ରିରେ ପିନ୍ଧନ୍ତୁନି ଏହି ରଙ୍ଗର ପୋଷାକ, ନଚେତ ହୋଇପାରେ ଅସୁବିଧା

ମହାଶିବରାତ୍ରି ହେଉଛି ହିନ୍ଦୁମାନଙ୍କର ଏକ ପବିତ୍ର ଦିନ । ଏହି ଦିନରେ ଆମେ ସବୁଜ ରଙ୍ଗର କପଡ଼ା ପିନ୍ଧି ପୂଜା କରିବା ଉଚିତ୍ । କାରଣ ସବୁଜ ରଙ୍ଗକୁ ସାଧାରଣତଃ ଶୁଭ ମନେ କରାଯାଏ । ଏହାଦ୍ୱାରା ମହାଦେବ ପ୍ରସନ୍ନ…

ଜାଗରରେ ଶିବଙ୍କୁ ପ୍ରସନ୍ନ କରିବେ କିପରି? ଜାଣନ୍ତୁ ଉପାୟ

ମହାଶବିରାତ୍ରୀ ଦନି ଲକ୍ଷ ଲକ୍ଷ ଭକ୍ତ ଭୋଲେନାଥଙ୍କ ପ୍ରସିଦ୍ଧ ମନ୍ଦିର ପରଦିଶର୍ନ କରି ପୂଜା କରନ୍ତି । ସମସ୍ତ ଭକ୍ତ ତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ବିଭିନ୍ନ ଜିନିଷ ପ୍ରଦାନ କରନ୍ତି କିନ୍ତୁ ସେଠାରେ କଛି ବିଶେଷ ଏବଂ…

କାହିଁକି ମହାଦେବଙ୍କୁ କରାଯାଏ ବେଲପତ୍ର ଆଉ ଜଳ ଲାଗି, ଶିବଙ୍କ କୋପରୁ ରକ୍ଷା ପାଇବା ପାଇଁ କରନ୍ତୁ ଏହି ପ୍ରତିକାର

ନୂଆଦିଲ୍ଲୀ: ଭଗବାନ ଶିବଙ୍କର ଲକ୍ଷ ଲକ୍ଷ ଭକ୍ତ ଅଛନ୍ତି ଏବଂ ସେମାନେ ମହାଦେବଙ୍କୁ ଖୁସି କରିବା ଏବଂ ତାଙ୍କ ଆଶୀର୍ବାଦ ପାଇବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରନ୍ତି ।ଫାଲଗୁନ୍ ମାସର କୃଷ୍ଣ ପକ୍ଷର ଚର୍ତୁଦଶୀ ତିଥି…

ଶିବ ଲିଙ୍ଗ ଉପରେ ଭୁଲରେ ଚଢାନ୍ତୁନି ନଡ଼ିଆ, ନଚେତ ହୋଇପାରେ ଅସୁବିଧା

ଶିବଙ୍କ ଭକ୍ତମାନଙ୍କ ପାଇଁ ମହାଶିବରାତ୍ରୀଙ୍କ ପର୍ବ ଅତ୍ୟନ୍ତ ସ୍ୱତନ୍ତ୍ର । ଏହି ଦିନ ଲୋକମାନେ ଭୋଳାନାଥଙ୍କୁ ଖୁସି କରିବା ପାଇଁ ଉପବାସ ରଖନ୍ତି । ରୀତିନୀତି ଅନୁଯାୟୀ ଉପାସନା କରନ୍ତି ଏବଂ ଅନେକ ଉପାୟ ଅବଲମ୍ବନ…

ମହାଶିବରାତ୍ରୀ ୨୦୨୩: ଶିବଲିଙ୍ଗରେ ଏହି ୫ଟି ଜିନିଷ କରନ୍ତୁ ଅର୍ପଣ, ବର୍ଷିବ ମହାଦେବଙ୍କ କୃପା

ହିନ୍ଦୁ ଧର୍ମରେ ମହାଶିବରାତ୍ରୀ ମହୋତ୍ସବର ବହୁ ଧାର୍ମିକ ମହତ୍ୱ ରହିଛି । ଫାଲଗୁନ୍ ମାସର କୃଷ୍ଣ ପକ୍ଷର ତ୍ରୟୋଦଶୀରେ ପଡ଼ୁଥିବା ଏହି ତିଥି ଏଥର ୧୮ ଫେବୃଆରୀ ୨୦୨୩ରେ ପଡୁଛି । କୁହାଯାଏ ଯେ, ଏହି ଦିନ ଭଗବାନ…

Mahashivaratri 2023: ଭଗବାନ ଶିବଙ୍କୁ କେଉଁ ଜିନିଷ ଚଢ଼ାଇଲେ କେଉଁ ଫଳ ମିଳେ, ଜାଣନ୍ତୁ ୭ଟି ବଡ଼ ରହସ୍ୟ

ଭଗବାନ ଶିବଙ୍କ ପୂଜା-ଉପାସନା ଓ ଆରାଧନା ପାଇଁ ମହାଶିବରାତ୍ରି ପର୍ବ ବିଶେଷ ମହତ୍ତ୍ୱ ରଖିଥାଏ । ହିନ୍ଦୁ ପଞ୍ଚାଙ୍ଗ ଅନୁଯାୟୀ, ଫାଲଗୁନ ମାସ କୃଷ୍ଣ ପକ୍ଷର ଚତୁର୍ଦ୍ଦଶୀ ତିଥିରେ ମହାଶିବରାତ୍ରି ପର୍ବ ପାଳନ କରାଯାଇଥାଏ ।…

କେଉଁ ଦିନ ପଡୁଛି ମହାଶିବରାତ୍ରୀ; ଜାଣନ୍ତୁ ତାରିଖ ଏବଂ ପୂଜା କରିବାର ସଠିକ୍ ମୁହୂର୍ତ୍ତ

ହିନ୍ଦୁ ଧର୍ମରେ ପ୍ରତ୍ୟେକ ଦେବାଦେବିଙ୍କର ଏକ ବିଶେଷ ମହତ୍ୱ ଏବଂ ଗୁରୁତ୍ୱ ରହିଛି । ତେଣୁ ଏକ ନିର୍ଦ୍ଦିଷ୍ଟ ତିଥି ବାର ନକ୍ଷତ୍ରରେ ସେହି ଦେବାଦୀଙ୍କୁ ପୂଜା ଅର୍ଚ୍ଚନା କରାଯିବା ସହ ଧରାପୃଷ୍ଟକୁ ଆବାହନ କରାଯାଏ ।…

ରାମମନ୍ଦିରକୁ ନେଇ ଦେବରହା ବାବା ଦେଇଥିବା ଭବିଷ୍ୟବାଣୀ ଆଜି ହେବାକୁ ଯାଉଛି ସତ, ଜାଣନ୍ତୁ କଣ କହିଥିଲେ ବାବା

ନୂଆଦିଲ୍ଲୀ: ରାମମନ୍ଦିର କାର୍ଯ୍ୟ ଖୁବ ଜୋର ସୋର ଚାଲିଛି । ତେବେ ଆସନ୍ତା ବର୍ଷ ଏହା ଭକ୍ତ ମାନଙ୍କ ପାଇଁ ଖୋଲିବାକୁ ଥିବା ବେଳେ ଏବେ ଜଣେ ବାବାଙ୍କ ଭବିଷ୍ୟବାଣୀ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି ।ତେବେ ଏହି ରାମମନ୍ଦିର…