
Browsing Category
ବିଦେଶ
ହ୍ରାସ ପାଇଲାଣି ଡଲାର, ତଥାପି ଆମେରିକା କହୁଛି ଟାରିଫକୁ ନେଇ ଆମେ ଆଗକୁ ବଢୁଛୁ
ୱାଶିଂଟନ,୧୧ା୪: ଆମେରିକା ବିଶ୍ୱର ୭୫ରୁ ଅଧିକ ଦେଶକୁ ଶୁଳ୍କରୁ ମୁକ୍ତି ଦେଇଛି, କିନ୍ତୁ ଟ୍ରମ୍ପ ଚୀନରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ଶୁଳ୍କ କ୍ରମାଗତ ଭାବରେ ବୃଦ୍ଧି କରୁଛନ୍ତି। ଡଲାରର ମୂଲ୍ୟ ହ୍ରାସ ପାଇ ବଜାରରେ…
ପୋଷ୍ଟ ଅଫିସ କର୍ମଚାରୀଙ୍କ ଅଜବ କାରନାମା: ମହିଳା ସହକର୍ମୀଙ୍କୁ ପଠାଇଲେ ବ୍ୟବହୃତ କଣ୍ଡୋମ,କାରଣ ଜାଣିଲେ…
ଟୋକିଓ,୧୧ା୪: ଜାପାନରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଥିରେ ଜାପାନ ପୋଷ୍ଟ ଅଫିସର ଜଣେ କର୍ମଚାରୀଙ୍କୁ ଅଜବ ଆଚରଣ ପାଇଁ ଗିରଫ କରାଯାଇଛି। ଜଣେ ମହିଳା ସହକର୍ମୀଙ୍କୁ ବ୍ୟବହୃତ କଣ୍ଡୋମ ଏବଂ ଅନ୍ୟାନ୍ୟ…
ଆମେରିକା ବନାମ ଚାଇନା, ଜାଣନ୍ତୁ କିଏ କାହାଠୁ କେତେ ଅଧିକ ଶୁଳ୍କ ଲୁଟୁଛି
ୱାଶିଂଟନ/ବେଜିଂ,୧୧ା୪: ଯେତେବେଳେ ଚୀନ୍ ରପ୍ତାନୀ ଉପରେ ଶୁଳ୍କ ବୃଦ୍ଧି କରାଗଲା, ସମସ୍ତେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଦୋଷ ଦେବା ଆରମ୍ଭ କଲେ, କହିଲେ ଯେ ତାଙ୍କ ନିଷ୍ପତ୍ତି ବଜାରରେ ନିଆଁ ଲଗାଇ…
Breaking: ଟାରିଫ ୱାର: ମିଳିତ ଭାବେ ଟାରିଫର ପ୍ରତିରୋଧ କରିବାକୁ ସି. ଜିନପିଙ୍ଗ ଆହ୍ୱାନ
ସାଂଘାଇ: ଟାରିଫ ନେଇ ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ଚାଇନା ରାଷ୍ଟ୍ରପତି ସି. ଜିନପିଙ୍ଗ ।
ଟାରିଫ ବିରୋଧରେ ଏକାଠି ହେବାକୁ ୟୁରୋପୀୟ ସଂଘକୁ ଆହ୍ୱାନ ଦେଲେ ଜିନପିଙ୍ଗ । ଆମେରିକାର ଟାରିଫ କଟକଣା ଏକପାଖିଆ ଧମକ ଅଟେ…
Google Layoffs: ଏଥର ପିକ୍ସେଲ ଏବଂ କ୍ରୋମ କର୍ମଚାରୀଙ୍କ ପାଳି, ଗୁଗଲର ଛଟେଇ ଅଭିଯାନ ଜାରି
ୱାଶିଂଟନ୍: ଗୁଗଲରେ ପୁଣିଥରେ ବଡ଼ ଧରଣର ଛଟେଇ ଅଭିଯାନ ଆରମ୍ଭ ହୋଇଛି । ଏଥର କ୍ରୋମ ଓ ପିକ୍ସେଲର କର୍ମଚାରୀଙ୍କ ପାଳି ପଡ଼ିଛି । ଶତାଧିକ କର୍ମଚାରୀଙ୍କ ଛଟେଇ ଆରମ୍ଭ କରିଦେଇଛି ବିଶ୍ୱର ସବୁଠୁ ଟେକ୍ ଜିଆଣ୍ଟ ଗୁଗଲ ।…
‘ଯଦି ତୁମେ ଦାଢ଼ି କାଟ କିମ୍ବା ମସଜିଦରେ ନମାଜ ନ ପଢ଼, ତେବେ ହୋଇଯିବ ଜେଲ୍’: ୟୁଏନ ରିପୋର୍ଟରେ ଏହି ଦେଶକୁ ନେଇ ଆଶ୍ଚର୍ଯ୍ୟକର ଖୁଲାସା
ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନ ଶାସନ ଅଧୀନରେ ଲୋକଙ୍କ ବ୍ୟକ୍ତିଗତ ସ୍ୱାଧୀନତା ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି । ଅଗଷ୍ଟ ୨୦୨୩ରେ କାର୍ଯ୍ୟକାରୀ ହୋଇଥିବା ନୈତିକ ଆଇନ ହିଁ ଦେଶରେ ବ୍ୟକ୍ତିଗତ ଜୀବନ,…
ନାତି-ନାତୁଣୀ ଖେଳାଇବା ବୟସରେ କ୍ରିକେଟରେ କଲେ ଡେବ୍ୟୁ, ଇତିହାସ ରଚିଲେ ଏହି ୬୪ ବର୍ଷୀୟ ଖେଳାଳି
ନୂଆଦିଲ୍ଲୀ: ପର୍ତ୍ତୁଗାଲର ଜୋଆନା ଚାଇଲ୍ଡ ୬୪ ବର୍ଷ ବୟସରଙ୍କ ଟି-୨୦ ଇଣ୍ଟରନେସନାଲ କ୍ରିକେଟରେ ଡେବ୍ୟୁ କରି ଇତିହାସ ରଚିଛନ୍ତି । ଏପରି କରି ସେ ଦ୍ୱିତୀୟ ବୃଦ୍ଧ କ୍ରିକେଟର ସାଜିଛନ୍ତି ଏବଂ ନିଜ ନାମ ରେକଡ୍ର ବୁକରେ…
Tariff War: ଚୀନ ଉପରେ ୧୨୫% ନୁହେଁ ୧୪୫% ଟାରିଫ୍ ଲାଗୁ, ହ୍ବାଇଟ୍ ହାଉସ୍ ପକ୍ଷରୁ ସୂଚନା
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ଶୁଳ୍କ ବୃଦ୍ଧି କରିଛନ୍ତି । ୮ ଦିନ ମଧ୍ୟରେ ତୃତୀୟ ଥର ପାଇଁ ଶୁଳ୍କ ବୃଦ୍ଧି କରାଯାଇଛି ଏବଂ ଏହି ନୂଆ ଟାରିଫ…
Breaking: ହଡସନ ନଦୀକୁ ଖସିଲା ହେଲିକପ୍ଟର, ୬ ଯାତ୍ରୀ ମୃତ
ନ୍ୟୁୟର୍କ: ଆମେରିକାରେ ମଝି ଆକାଶରେ ହେଲିକପ୍ଟର ଦୁର୍ଘଟଣା । ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ସୂଚନା ।
ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରଟି ନ୍ୟୁୟର୍କର ହଡସନ ନଦୀରେ ଯାଇ ପଡ଼ିଥିବା ସୂଚନା । ଦୁର୍ଘଟଣାକୁ ନେଇ ସ୍ଥାନୀୟ…
Tariff War: ‘ଟ୍ରମ୍ପଙ୍କୁ ୫ ଦମ୍ ଦେଖାଇଲେ ଜିନପିଙ୍ଗ୍, କହିଲେ କଦାପି ମୁଣ୍ଡ ନୁଆଁଇବୁ ନାହିଁ’
ୱାଶିଂଟନ,୧୦ା୪: ମୈ ଝୁକେଗା ନହିଁ। ଡାଏଲଗଟି "ପୁଷ୍ପା: ଦି ରାଇଜ" ଫିଲ୍ମର ଏକ ବହୁତ ଲୋକପ୍ରିୟ ଡାଏଲଗ, ଯାହାକୁ ଅଭିନେତା ଆଲୁ ଅର୍ଜୁନ ତାଙ୍କ ପୁଷ୍ପା ରାଜ ଚରିତ୍ର ମାଧ୍ୟମରେ ପରଦାରେ ଜୀବନ୍ତ କରିଥିଲେ। ଏହି ଡାଏଲଗ…