Browsing Category

ବିଦେଶ

ଆପଲ ବିରୋଧରେ ମାମଲା ରୁଜୁ, ସ୍ମାର୍ଟଫୋନକୁ ବଜାରରେ ଏକଚାଟିଆ କରିବା ପାଇଁ ଚଳାଇଛି ମନମାନି

ନୂଆଦିଲ୍ଲୀ: ଦୁନିଆର ବଡ଼ ଟେକ କମ୍ପାନୀ ଆପଲ ବିରୋଧରେ ଆମେରିକାରେ ମକଦ୍ଦମା କରାଯାଇଛି । ସ୍ମାର୍ଟଫୋନକୁ ମାର୍କେଟରେ ଏକଚାଟିଆ କାରିବା ଏବଂ ପ୍ରତିଯୋଗିତା ହଟାଇବାର ଅଭିଯୋଗ ଲାଗିଛି । ଆମେରିକା ନ୍ୟାୟ ବିଭାଗ ଏହି…

କାନ୍ଧାରରେ ଆତ୍ମଘାତୀ ବିସ୍ଫୋରଣ; ୨୧ ଜଣଙ୍କ ମୃତ୍ୟୁ ପାଇଁ ଆଇଏସଆଇଏସ୍ ଦାୟୀ

ନୂଆଦିଲ୍ଲୀ: ଆଫଗାନିସ୍ତାନର ଦକ୍ଷିଣ ସହର କାନ୍ଧାରରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣ ପାଇଁ ଇସ୍ଲାମିକ ଷ୍ଟେଟ୍ (ଆଇଏସ୍) ନିଜକୁ ଦାୟୀ କରିଛି। ଗୁରୁବାର ହୋଇଥିବା ଏହି ବିସ୍ଫୋରଣରେ ୨୧ ଜଣଙ୍କ ମୃତ୍ୟୁ ଘଟିଛି।…

ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ଫେକ୍‌ ପର୍ଣ୍ଣ ଭିଡିଓ ଭାଇରାଲ!

ମୁମ୍ବାଇ: 'Deepfake' ଭିଡିଓକୁ ନେଇ ସବୁଠି ଖୁବ୍ ଚର୍ଚ୍ଚା ଧରିଛି। ଆଉ ଏହି ଡିପଫେକ୍ ଭିଡିଓକୁ ନେଇ ବର୍ତ୍ତମାନ ସାରା ବିଶ୍ୱ ଚିନ୍ତା ପ୍ରକଟ କଲାଣି। ବଲିଉଡ଼ ଏବଂ କ୍ରୀଡ଼ା ସେଲିବ୍ରିଟିମାନେ ଏହାର ଶିକାର ହେଉଥିବାବେଳେ…

ଅଧିକ ସୁଖୀ ପାକିସ୍ତାନ, ଜାତିସଂଘ ସୁଖୀ ଦେଶ ତାଲିକାରେ ଭାରତକୁ ପଛରେ ପକାଇଲା ପାକିସ୍ତାନ

ନୂଆଦିଲ୍ଲୀ: ଜାତିସଂଘ ପକ୍ଷରୁ ବିଶ୍ୱରେ ସବୁଠାରୁ ସୁଖୀ ଦେଶର ତାଲିକା ଜାରି ହୋଇଛି । ଏହି ତାଲିକାରେ ୧୪୬ ଦେଶ ସାମିଲ ରହିଛି । ତେବେ ବିଶ୍ୱର ଦେଢ ଶହରୁ ଅଧିକ ଦେଶ ତାଲିକାରେ ଫିନଲ୍ୟାଣ୍ଡ ହାପିନେସ୍ ଇଣ୍ଡେକ୍ସରେ…

ଇଣ୍ଡୋନେସିଆର ରାଷ୍ଟ୍ରପତି ନିର୍ବାଚନ ଜିତିଲେ ପ୍ରବୋୱୋ: ନିଶ୍ଚିତ କରିଛନ୍ତି ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ଗତ ମାସରେ ଅନୁଷ୍ଠିତ ନିର୍ବାଚନରେ ଜିତିବା ପରେ ପ୍ରବୋୱୋ ସୁବିଆନ୍ତୋ ଇଣ୍ଡୋନେସିଆର ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଛନ୍ତି । ନିର୍ବାଚନ ଆୟୋଗ ଏହା ନିଶ୍ଚିତ କରିଛନ୍ତି । ସେ ଦୁଇ ପ୍ରତିଦ୍ୱନ୍ଦ୍ୱୀଙ୍କ…

କାହିଁକି ଅଷ୍ଟ୍ରେଲିଆ କ୍ରିକେଟ୍ ବୋର୍ଡକୁ ରାଜନୀତିକୁ ଖେଳରୁ ଦୂରେଇ ରଖିବାକୁ କହିଲା ଆଫଗାନିସ୍ତାନ?

ନୂଆଦିଲ୍ଲୀ: ଆଫଗାନିସ୍ତାନ କ୍ରିକେଟ୍ ବୋର୍ଡ (ଏସିବି) ପୁଣି ଥରେ ଦ୍ୱିପାକ୍ଷିକ ଶୃଙ୍ଖଳା ସ୍ଥଗିତ ରଖିବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛି । ନିରପେକ୍ଷ ଓ ରାଜନୀତିମୁକ୍ତ କ୍ରିକେଟ୍ ଖେଳିବା ପାଇଁ ଏସିବି ନିଜ…

ଆୟର୍ଲାଣ୍ଡ ପ୍ରଧାନମନ୍ତ୍ରୀ ଲିୟୋ ବରାଡକର ଇସ୍ତଫା ଦେଲେ: ୨୦୧୭ରେ ହୋଇଥିଲେ ବିଶ୍ୱର ପ୍ରଥମ ସମଲିଙ୍ଗୀ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆୟର୍ଲାଣ୍ଡ ପ୍ରଧାନମନ୍ତ୍ରୀ ଲିୟୋ ବରାଡକର ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଲିୟୋ ଗତ ୨୦୧୭ରେ ବିଶ୍ୱର ପ୍ରଥମ ଗେ’ ପ୍ରଧାନମନ୍ତ୍ରୀ ହୋଇଥିଲେ । ଲିୟୋଙ୍କ ଏପରି ଅଚାନକ ନିଷ୍ପତ୍ତି ସମସ୍ତଙ୍କୁ ଚକିତ…

ପାକିସ୍ତାନ: ବଲୁଚିସ୍ତାନର ଗ୍ୱାଦର ବନ୍ଦର ଉପରେ ଆକ୍ରମଣ କଲେ ଅଜ୍ଞାତ ବନ୍ଧୁକଧାରୀ, ୮ ଜଣ ଆତଙ୍କବାଦୀ ନିପାତ

ନୂଆଦିଲ୍ଲୀ: ପାକିସ୍ତାନର ଅଶାନ୍ତ ବଲୁଚିସ୍ତାନ ସ୍ଥିତ ଗ୍ୱାଦର ବନ୍ଦର ଉପରେ ଆକ୍ରମଣ ହୋଇଛି । କିଛି ଅଜ୍ଞାତ ବନ୍ଧୁକଧାରୀ ଏହି ଗୁଳିମାଡ଼ କରିଥିବା ଜଣାପଡ଼ିଛି । ଆକ୍ରମଣକାରୀମାନେ ବନ୍ଧୁକ ଓ ବିସ୍ଫୋରକ ଦ୍ରବ୍ୟ ସହିତ…

ଋଷ ରାଷ୍ଟ୍ରପତିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ, ନିର୍ବାଚନୀ ବିଜୟକୁ ନେଇ ଜଣାଇଲେ ଶୁଭେଚ୍ଛା

ନୂଆଦିଲ୍ଲୀ: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଏକ ବର୍ଷ ଅତିକ୍ରମ କରିଥିଲେ ବି ତାହା ବନ୍ଦ ହେବାର ନାଁ ନେଉ ନାହିଁ। ଯାହାକୁ ନେଇ ଏବେ ସାରା ବିଶ୍ୱ ଚିନ୍ତା ପ୍ରକଟ କରିଛି। ଆଉ ଏହା ଭିତରେ ଆଜି ଋଷ ରାଷ୍ଟ୍ରପତି…

ଏହି ବ୍ୟାଙ୍କରେ ଏମିତି ହେଲା ଟେକନିକ୍ ଖରାପ, ଜିରୋ ବାଲାନ୍ସ ଥାଇ ମଧ୍ୟ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ଉଠାଇଲେ ଲୋକ

ନୂଆଦିଲ୍ଲୀ: ଇଥିଓପିଆର ସବୁଠାରୁ ବଡ଼ ବ୍ୟାଙ୍କ, ବାଣିଜ୍ୟିକ ବ୍ୟାଙ୍କ ଅଫ୍ ଇଥିଓପିଆ ଏକ ବଡ଼ ଆର୍ଥିକ ମୁଣ୍ଡବିନ୍ଧାର ସାମ୍ନା କରୁଛି, କାହିଁକି ନା ଏକ ଟେକନିକ୍ ଖରାପ କାରଣରୁ ଗ୍ରାହକଙ୍କୁ ନିଜ ଆକାଉଣ୍ଟରୁ ଅଧିକ ଟଙ୍କା…