CHARIDHAM
Browsing Category

ବିଦେଶ

ଯାତ୍ରୀଙ୍କ ନାକରୁ ବହୁଛି ରକ୍ତ, କାନରେ ହେଉଛି ଯନ୍ତ୍ରଣା: ଫ୍ଲାଇଟ ଭିତରେ ଭୟରେ ପାସେଞ୍ଜର

ନୂଆଦିଲ୍ଲୀ: ତାଇବାନ ଅଭିମୁଖେ ଯାତ୍ରା ଆରମ୍ଭ କରିଥିବା କୋରିୟାନ ଏୟାରର ବିମାନରେ ଭୟାବହ ପରିସ୍ଥିତିରେ ଥିବା ଦେଖିବାକୁ ମିଳିଛି । ବିମାନରେ ଥିବା ଯାତ୍ରୀମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଅଚାନକ ବିଗିଡ଼ି ଯାଇଥିଲା ।…

EVM ପାଇଁ କେତେ ଜରୁରୀ ଅଟେ BURNT MEMORY କେତେ ସମୟ ସୁରକ୍ଷିତ ରହିପାରିବ ଡାଟା

ଓଡିଶା ଭାସ୍କର: ଲୋକସଭା ନିର୍ବାଚନ ସରିସାରିଛି । କିନ୍ତୁ, ଇଭିଏମ୍‌କୁ ନେଇ ଏବେ ବି ବିବାଦ ଲାଗି ରହିଛି । ବହୁ ନେତା ଇଭିଏମ୍‌କୁ ନେଇ ପ୍ରଶ୍ନ କରୁଛନ୍ତି। ସେଥିପାଇଁ ନିର୍ବାଚନ ଆୟୋଗକୁ ଲୋକସଭା ନିର୍ବାଚନର ୮ ଜଣ…

ୟୁକ୍ରେନ ଯୁଦ୍ଧ; ଆମେରିକାକୁ ପରିଣାମ ଭୋଗିବାକୁ କାହିଁକି ଚେତାବନୀ ଦେଲା ଋଷ୍

ନୂଆଦିଲ୍ଲୀ: ସେଭାଷ୍ଟୋପୋଲରେ ୟୁକ୍ରେନର କ୍ଷେପଣାସ୍ତ୍ର ଆକ୍ରମଣ ପାଇଁ ଋଷ୍ ଆମେରିକାକୁ ଦାୟୀ କରିଛି । ଏହାର ପରିଣାମ ନେଇ ଆମେରିକାକୁ ଚେତାବନୀ ଦେଇଛି ଋଷ୍ । କ୍ରିମିଆ ଉପରକୁ ୟୁକ୍ରେନର କ୍ଷେପଣାସ୍ତ୍ର ମାଡ଼ରେ ୨…

ପ୍ରକୃତିର ବିଚିତ୍ର ଦୃଶ୍ୟ; ହିମାଳୟ ଉପରୁ ଆକାଶକୁ ଉଠୁଛି ରଙ୍ଗୀନ ଲାଇଟ୍

ନୂଆଦିଲ୍ଲୀ: ହିମାଳୟ ପର୍ବତ ଉପରେ ଦେଖାଦେଇଛି ଏକ ବିରଳ ଦୃଶ୍ୟ। ଦେଖିଲେ ଲାଗୁଛି ଯେ କେହି ତୁଳି ସାହାଯ୍ୟରେ ମହାକାଶରେ ପେଣ୍ଟିଂ ତିଆରି କରିବାକୁ ଚେଷ୍ଟା କରୁଛି। ଏହି ଅସ୍ୱାଭାବିକ ଘଟଣାକୁ ନାସା ବୈଜ୍ଞାନିକମାନେ କଏଦ…

ଟ୍ୱେଣ୍ଟି ଟ୍ୱେଣ୍ଟି ବିଶ୍ୱକପ ପରେ ଭାରତକୁ ମିଳିପାରେ ନୂଆ ଅଧିନାୟକ, ରୋହିତ ଶର୍ମା ହଟିବେ, ନୂଆ ଚେହେରା ଆସିବେ

ନୂଆଦିଲ୍ଲୀ: ଭାରତୀୟ ଦଳ ଏବେ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟ୍ୱେଣ୍ଟି ଟ୍ୱେଣ୍ଟି ବିଶ୍ୱକପ ଖେଳୁଛି । ରୋହିତ ଏବେ ତିନୋଟି ଫର୍ମାଟରେ ଯଥା – ଟେଷ୍ଟ, ଦିନିକିଆ ଓ ଟ୍ୱେଣ୍ଟି ଟ୍ୱେଣ୍ଟିରେ ଭାରତର ଅଧିନାୟକ ଅଛନ୍ତି ।…

ହିମାଳୟ ଉପରେ ଅଜବ ଆଲୋକ … ବାଦଲରୁ ମହାକାଶ ଆଡକୁ ଗଲା ରଙ୍ଗୀନ ବିଜୁଳି

ଏହା ଏକ ସାଧାରଣ ବିଜୁଳି ନୁହେଁ, ଏହି ବିଜୁଳି ଲାଲ ରଙ୍ଗର ଓ ନୀଳ ରଙ୍ଗର ହୋଇଥାଏ । ବେଳେବେଳେ ଏହା ବାଇଗଣୀ ଏବଂ ଗୋଲାପୀ ରଙ୍ଗର ହୋଇଥାଏ । କମଳା ଦେଖାଯାଏ । ଏହା ବିରଳ ବିଜୁଳି । ଏହା ବାଦଲରୁ ତଳକୁ ପଡେ ନାହିଁ । ଏହା…

ସମୁଦ୍ର ତଳେ ମିଳିଲା ଦ୍ୱିତୀୟ ଦୁନିଆ! ଦିନ ଥିଲା ଏହା ତଳେ ଲୋକଙ୍କୁ ସମାଧି ଦିଆଯାଉଥିଲା, ବିଶେଷଜ୍ଞ ବି ହେଲେ ଚକିତ

ଓଡିଶା ଭାସ୍କର : ବହୁ ସ୍ଥାନ ଏମିତି ଅଛି ଯେଉଁଠିକୁ ଗଲାପରେ ଆମେ ଯାହା ଖୋଜୁଥାଉ ତାହା ନ ମିଳି, ମିଳେ ଭିନ୍ନ କିଛି । ସେ ଘରର କେଉଁ କୋଣ ହେଉ ବା ସମୁଦ୍ରର ଗଭୀରତା । ସମୁଦ୍ରକୁ ଯାଉଥିବା ବିଶେଷଜ୍ଞଙ୍କୁ ବି ଆମ ଭଳି…

ଆରମ୍ଭ ହେଲା ସଂସଦର ସ୍ୱତନ୍ତ୍ର ଅଧିବେଶନ, ନବନିର୍ବାଚିତ ସମସ୍ତ ସାଂସଦଙ୍କୁ ବାଚସ୍ପତିଙ୍କ ଶୁଭେଚ୍ଛା ବାର୍ତ୍ତା, ଜଣେ ବି ନାହାନ୍ତି ବିଜେଡି…

ଓଡିଶା ଭାସ୍କର: ୧୮ ତମ ଲୋକସଭା ଅଧିବେଶନ ଆରମ୍ଭ ହୋଇସାରିଛି । ନବନିର୍ବାଚିତ ସମସ୍ତ ସାଂସଦମାନଙ୍କୁ କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ ଶୁଭେଚ୍ଛା ଜଣାଇବା ପରେ ଆନୁଷ୍ଠାନିକ ଭାବରେ ସଂସଦର ସ୍ୱତନ୍ତ୍ର ଅଧିବେଶନ…

ଏ କେମିତିକା ପ୍ରେମିକା, କଥା ଦେଇ ବିମାନ ବନ୍ଦରରେ ଛାଡିଲେନି ବୋଲି ପ୍ରେମିକ ନାଁରେ ଦେଲେ କେସ

ଓଡିଶା ଭାସ୍କର : ସାରା ବିଶ୍ୱରେ ଯେକୌଣସି ବି ସମ୍ପର୍କରେ ଜଡିତ ହୋଇ ରହିଥାଏ ଅପେକ୍ଷା । କେବେ ଏ ଅପେକ୍ଷା ପୂର୍ଣ୍ଣ ହୋଇଥାଏ ତ ପୁଣି କେବେ ଏହା ଉପେକ୍ଷାରେ ପରିଣତ ହୋଇଯାଏ । ଏ କ୍ଷେତ୍ରରେ ଆପଣଙ୍କ ସମ୍ପର୍କ ଖରାପ…

ଦୋହୋଲିଲା ଋଷ, ଋଷର ଦାଗେସ୍ତାନରେ ବଡଧରଣର ଆତଙ୍କବାଦୀ ଆକ୍ରମଣ

ଓଡିଶା ଭାସ୍କର: ଋଷିଆର ରାଜଧାନୀ ମସ୍କୋରେ ବଡଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି । ଏଥିରେ ପ୍ରାୟ ୧୫ ଜଣଙ୍କର ମୃତ୍ୟୁ ହୋଇଛି ଓ ଅନେକ ଲୋକ ଗୁରୁତର ହୋଇଛନ୍ତି । ଗତକାଲି ଋଷିଆର ଦାଗେସ୍ତାନସ୍ଥିତ ଏକ ଧର୍ମାନୁଷ୍ଠାନରେ…