
Browsing Category
ବିଦେଶ
ତାଇଓ୍ଵାନ ରାଷ୍ଟ୍ରପତିଙ୍କ ଅଭିନନ୍ଦନ ଗ୍ରହଣ କଲେ ନରେନ୍ଦ୍ର ମୋଦୀ; ପ୍ରତିବାଦ କଲା ଚୀନ୍
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଇୱାନର ରାଷ୍ଟ୍ରପତି ଲାଇ ଚିଙ୍ଗଙ୍କ ଅଭିନନ୍ଦନ ବାର୍ତ୍ତାର ଜବାବ ଦେଇଛନ୍ତି। କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜବାବକୁ ବିରୋଧ କରିଛି ଚୀନ୍। ବୈଦେଶିକ ମନ୍ତ୍ରଣାଳୟର…
ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବେ ବାଙ୍ଗଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସୀନା
ନୂଆଦିଲ୍ଲୀ: ଆସନ୍ତା ୯ ତାରିଖରେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ନରେନ୍ଦ୍ର ମୋଦୀ । ତେବେ ଖବର ଅନୁସାରେ ଏହି ଶପଥ ଗ୍ରହଣ ସମାରୋହରେ ଯୋଗ ଦେବେ ବାଙ୍ଗଲାଦେଶର ପ୍ରଧାନମନ୍ତ୍ରୀ ଶେଖ…
ଏବେ ଲିଫ୍ଟରେ ବସି ୪୦ ଦିନରେ ମଙ୍ଗଳ ଗ୍ରହରେ ପହଞ୍ଚିଯିବ ମଣିଷ, ଏହି କମ୍ପାନୀ କରୁଛି ପ୍ରସ୍ତୁତି
ନୂଆଦିଲ୍ଲୀ: ଆପଣ ଭାବୁଛନ୍ତି କି ଏପରି କୌଣସି ଲିଫ୍ଟ ରହିଛି ଯାହା ଆପଣଙ୍କୁ ମହାକାଶ ପର୍ଯ୍ୟନ୍ତ ନେଇପାରିବ । ଲିଫ୍ଟ ସାହାଯ୍ୟରେ ମଣିଷ ନିଜ ଆବଶ୍ୟକୀୟ ଜିନିଷ ଧରି ସତରେ କ’ଣ ମହାକାଶରେ ପହଞ୍ଚିଯିବ! ଏହା ମନର ଏକ…
ଭାରତରେ X ହେବ କି ବ୍ୟାନ୍ ? ଏଲନ୍ ମସ୍କ ପର୍ଣ୍ଣ ଲୋଡ୍ କରିବାକୁ ଅନୁମତି ଦେବା ପରେ ବଢୁଛି ଚର୍ଚ୍ଚା
ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ଏହାର ପଲିସି ଅପଡେଟ୍ କରିଛି । ଏଲନ୍ ମସ୍କ ଏହି ପ୍ଲାଟଫର୍ମରେ ଆଡଲ୍ଟ ଅର୍ଥାତ୍ ପର୍ଣ୍ଣ କଣ୍ଟେଣ୍ଟ ପୋଷ୍ଟିଂକୁ ମଞ୍ଜୁରୀ ଦେଇଛନ୍ତି । ଏଲନ୍ ମସ୍କ ନିଜେ ଅନ୍ୟ ସୋସିଆଲ…
ଏବେ ବାର୍ଡ ଫ୍ଲୁ ମଣିଷମାନଙ୍କ ମଧ୍ୟରେ ବ୍ୟାପିବା ଆରମ୍ଭ କରିଛି! ଜଣଙ୍କର ମୃତ୍ୟୁ, WHO କଲା ନିଶ୍ଚିତ
ନୂଆଦିଲ୍ଲୀ: ବାର୍ଡ ଫ୍ଲୁ ହେତୁ ମେକ୍ସିକୋରେ ଜଣଙ୍କର ମୃତ୍ୟୁ ହୋଇଥିବା ମାମଲା ସାମ୍ନାକୁ ଆସିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ବୁଧବାର ଏହି ସୂଚନା ଦେଇଛି । ମୃତ୍ୟୁବରଣ କରିଥିବା ବ୍ୟକ୍ତି ବାର୍ଡ ସ୍ୱାଇନ୍…
ଚେକ୍ ରିପବ୍ଲିକରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା: ୪ ଜଣଙ୍କର ମୃତ୍ୟୁ; ୨୩ ଆହତ
ପ୍ରାଗ: ଚେକ୍ ରିପବ୍ଲିକରେ ଏକ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟିଛି । ଏଠାରେ ଏକ ଯାତ୍ରୀବାହୀ ଟ୍ରେନ୍ ଏବଂ ଏକ ମାଲବାହୀ ଟ୍ରେନ୍ ମଧ୍ୟରେ ଧକ୍କା ହେବା ଫଳରେ ଅତି କମରେ ୪ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଅଧିକାରୀମାନେ…
ମୋଦୀଙ୍କୁ ଶୁଭେଚ୍ଛା ଜଣାଇଲେ ଆମେରିକା ରାଷ୍ଟ୍ରପତି ବାଇଡେନ ଓ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ବିଜୟ ପାଇଁ ନରେନ୍ଦ୍ର ମୋଦୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନାକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ…
ଲୋକସଭା ନିର୍ବାଚନରେ ଏନଡିଏକୁ ସଂଖ୍ୟାଗରିଷ୍ଠତା ମିଳିବା ପରେ ଚୀନ୍ ରଖିଲା ଏଭଳି ପ୍ରତିକ୍ରିୟା
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ସଂଖ୍ୟାଗରିଷ୍ଠତା ହାସଲ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ନେତୃତ୍ୱାଧୀନ ଏନଡିଏକୁ ଅଭିନନ୍ଦନ ଜଣାଇଛି ଚୀନ୍ । " ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି…
AUSvsOMAN: ମ୍ୟାଚ୍ ପୂର୍ବରୁ ଅଷ୍ଟ୍ରେଲିଆକୁ ଖୋଲା ଚ୍ୟାଲେଞ୍ଜ ଦେଲା ଓମାନ, ଟେକ୍ନିକ୍ ଉପରେ ଆଣିଲା ପ୍ରଶ୍ନ
ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍ ୨୦୨୪ରେ ଅଷ୍ଟ୍ରେଲିଆ ଓ ଓମାନ ମଧ୍ୟରେ ମ୍ୟାଚ୍ ଆଜି ରାତି ସାଢ଼େ ୧୨ଟାରୁ ଆରମ୍ଭ ହେବ। ଗ୍ରୁପ୍ ବି'ରେ ଓମାନ ତା'ର ଦ୍ବିତୀୟ ମ୍ୟାଚ୍ ଖେଳିବ। କିନ୍ତୁ ଅଷ୍ଟ୍ରେଲିଆ ବିଶ୍ବକପ୍ ରେ ପ୍ରଥମ…
(Video) ପାକିସ୍ତାନୀ ୟୁଟ୍ୟୁବର ଦେଖାଇଲେ ଅସଲି ହୀରାମଣ୍ଡିର ଝଲକ, ଭାଇରାଲ ହେଉଛି ଭିଡିଓ
ନୂଆଦିଲ୍ଲୀ: ନେଟଫ୍ଲିକ୍ସରେ ହୀରାମଣ୍ଡି ସିରିଜ ଆସିବା ପରେ ଲୋକଙ୍କ ମଧ୍ୟରେ ହୀରାମଣ୍ଡି ବିଷୟରେ ଜାଣିବା ପାଇଁ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ସିରିଜ ଦେଖିବା ପରେ ଲୋକେ ଗୁଗୁଲରେ ହୀରାମଣ୍ଡି ବହୁଳ ଭାବେ ସର୍ଚ୍ଚ…