CHARIDHAM
Browsing Category

ବିଦେଶ

ଇତିହାସ ରଚିଲା ମେକ୍ସିକୋ ନିର୍ବାଚନ, ଦେଶକୁ ମିଳିଲା ପ୍ରଥମ ମହିଳା ରାଷ୍ଟ୍ରପତି

ନୂଆଦିଲ୍ଲୀ: ମେକ୍ସିକୋ ନିର୍ବାଚନ ଫଳାଫଳ ଏଥର ଇତିହାସ ରଚିଛି । ପ୍ରଥମ ଥର ମେକ୍ସିକୋରେ ଏବେ ଜଣେ ମହିଳା ରାଷ୍ଟ୍ରପତି ହେବାକୁ ଯାଉଛନ୍ତି । ମହିଳା ରାଷ୍ଟ୍ରପତି ପ୍ରାର୍ଥୀ କ୍ଲାଉଡିଆ ଶୀନବାମ୍ ଏହି ନିର୍ବାଚନ…

ଜାପାନରେ ଭୂମିକମ୍ପ ଝଟକା, ରିକ୍ଟର ସ୍କେଲରେ ମପାଗଲା ଏତିକି ତୀବ୍ରତା

ନୂଆଦିଲ୍ଲୀ: ଜାପାନର ଇଶିକାୱା ସୀମାରେ ସୋମବାର ଦିନ ଭୂମିକମ୍ପ ହୋଇଛି । ଏହି ଭୂମିକମ୍ପର ତୀବ୍ରତା ୫.୯ ରିକ୍ଟର ସ୍କେଲରେ ମପାଯାଇଛି । ଭୂମିକମ୍ପ ହେବା ମାତ୍ରେ ଲୋକେ ଭୟଭୀତ ହୋଇ ଘରୁ ବାହାରିଯାଇଛନ୍ତି । ଜାପାନ…

୨୬ ବର୍ଷୀୟ ଯୁବକଙ୍କ କମାଲ, Youtube ରେ ସବୁଠାରୁ ଅଧିକ ଫଲୋୟର୍ସ, ଟି-ସିରିଜ୍‌କୁ ପଛରେ ପକାଇଲେ

ନୂଆଦିଲ୍ଲୀ: Youtube ରେ ସବୁଠାରୁ ଅଧିକ ଫଲୋୟର୍ସ/ସବସ୍କ୍ରାଇବର ମାମଲାରେ ଜଣେ ୨୬ ବର୍ଷୀୟ ଯୁବକ ସମସ୍ତଙ୍କୁ ଟପି ଯାଇଛନ୍ତି । ସେ ଭାରତୀୟ ମ୍ୟୁଜିକ୍ କମ୍ପାନୀ ଟି-ସିରିଜ୍‌କୁ ପଛରେ ପକାଇ ଦେଇଛନ୍ତି । ଏହି ଅବସରରେ…

ଆଫଗାନିସ୍ତାନରେ ଡଙ୍ଗା ଓଲଟିବାରୁ ବଡ଼ ଦୁର୍ଘଟଣା, ପାଣିରେ ବୁଡି ୨୦ ମୃତ

ଜଲାଲାବାଦ: ଆଫଗାନିସ୍ତାନର ପୂର୍ବ ପ୍ରଦେଶର ନାଙ୍ଗରହାର ପ୍ରଦେଶରେ ଏକ ଡଙ୍ଗା ଓଲଟିବାରୁ ଶନିବାର ଏକ ଦୁଃଖଦ ଦୁର୍ଘଟଣା ଘଟିଛି । ଏଠାରେ ଏକ ଡଙ୍ଗା ନଦୀରେ ବୁଡ଼ିଗଲା ଯେଉଁଥିରେ ୨୦ ଜଣଙ୍କର ମୃତ୍ୟୁ ହୋଇଛି । ଅଲଜଜିରା…

OpenAI ପକ୍ଷରୁ ବଡ଼ ଖୁଲାସା: ଭାରତର ଲୋକସଭା ନିର୍ବାଚନକୁ ପ୍ରଭାବିତ କରିବାକୁ ଏକ ଇସ୍ରାଏଲ ଫାର୍ମ ପ୍ରୟାସ କରିଥିଲା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ମତଦାନ ଆସନ୍ତାକାଲି ଅର୍ଥାତ ଜୁନ ୧ ତାରିଖରେ ହେବ । ଏହାପରେ ଜୁନ୍ ୪ରେ ଫଳାଫଳ ପ୍ରକାଶ ପାଇବ । କିଏ ଜିତିବ ଆଉ କିଏ ସରକାର ଗଠନ କରିବ ସେନେଇ ସାରା ଦେଶରେ…

(Video) ଅବିଶ୍ୱନୀୟ ପ୍ରତିଭା, ସ୍ତବ୍ଧ ହେଲା ଦୁନିଆ! ୨ ବର୍ଷୀୟ ଶିଶୁର ପେଣ୍ଟିଙ୍ଗସ ୬ ଲକ୍ଷ ଟଙ୍କାରେ ବିକ୍ରି ହେଲା

ନୂଆଦିଲ୍ଲୀ: ଆମ ସମାଜରେ ଅନେକ ସମୟରେ କିଛି ପ୍ରତିଭାସମ୍ପନ୍ନ ଶିଶୁ ଜନ୍ମଲାଭ କରିଥାନ୍ତି । ଏଭଳି ଶିଶୁଙ୍କୁ ନେଇ ଚାରିଆଡ଼େ ବେଶ୍ ଚର୍ଚ୍ଚା ହୋଇଥାଏ । ତେବେ ମାଆ ପ୍ରତି ଶିଶୁର ପ୍ରଥମ ଶିକ୍ଷକ ବୋଲି କଥାରେ କୁହାଯାଇଥାଏ…

ଡୋନାଲ ଟ୍ରମ୍ପଙ୍କ ବିରୋଧରେ ୩୪ଟି ମାମଲା ରୁଜ୍ଜୁ, ଜାଣନ୍ତୁ ଏବେ ସେ ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିପାରିବେ କି ନାହିଁ

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା କୋର୍ଟ ୩୪ଟି ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି । ସେ ଆମେରିକାରେ ରାଷ୍ଟ୍ରପତି ଭାବେ କାର୍ଯ୍ୟ କରିଆସିଛନ୍ତି । ତାଙ୍କୁ ଅନେକ ଅପରାଧୀ ମାମଲାରେ…

ବିରାଟ କୋହଲିଙ୍କୁ ସମାଲୋଚନା କରିବାରୁ ମତେ ହତ୍ୟା ଧମକ ମିଳିଛି; ସାଇମନ ଡୁଲ୍

ନୂଆଦିଲ୍ଲୀ: ଭାରତୀୟ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କୁ ସମାଲୋଚନା କରି ହତ୍ୟା ଧମକ ମିଳିଥିବା ଅଭିଯୋଗ ହୋଇଛି। ଏପରି ଅଭିୟୋଗ ଆଣିଛନ୍ତି ନ୍ୟୁଜିଲାଣ୍ଡର ପୂର୍ବତନ ଦ୍ରୁତ ବୋଲର ସାଇମନ ଡୁଲ୍। ବିରାଟ କୋହଲିଙ୍କ ବିଷୟରେ…

(Video) ଟିଭିରେ ଲାଇଭ୍ ଥିବା ବେଳେ ମହିଳା ଆଙ୍କର ଗିଳିଦେଲେ ମାଛି, ତା’ପରେ କ’ଣ ହେଲା ଦେଖନ୍ତୁ ଭିଡିଓ

ବୋଷ୍ଟନ: ସୋସିଆଲ ମିଡିଆରେ ଏବେ ଜଣେ ମହିଳା ଆଙ୍କରଙ୍କ ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ମହିଳା ଜଣକ ଲାଇଭ୍ ଟେଲିକାଷ୍ଟ ସମୟରେ ଭୁଲ୍‌ରେ ଏକ ମାଛି ଗିଳି ଦେଇଛନ୍ତି । ଏହା ବୋଷ୍ଟନ ୨୫ ନ୍ୟୁଜ୍ ର ଆଙ୍କରଙ୍କ…

ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ବଡ଼ ଚମତ୍କାର: ମାତ୍ର ୩ ମାସ ମଧ୍ୟରେ ସମ୍ପୂର୍ଣ୍ଣ ଭାବେ ଠିକ୍ ହୋଇଗଲେ ମଧୁମେହ ରୋଗୀ

ନୂଆଦିଲ୍ଲୀ: ଦିନକୁ ଦିନ ବିଭିନ୍ନ ପ୍ରକାରର ରୋଗ ସାମ୍ନାକୁ ଆସୁଥିବା ବେଳେ ବୈଜ୍ଞାନିକମାନେ ତାହାକୁ ମୁକାବିଲା କରିବା ପାଇଁ ନିରନ୍ତର ଭାବେ ପ୍ରୟାସ ଜାରି ରଖିଛନ୍ତି । ତେବେ ଏହା ମଧ୍ୟରେ ଚିକିତ୍ସା ବିଜ୍ଞାନ…