fbpx
Browsing Category

ବିଦେଶ

ବିପଦପୂର୍ଣ୍ଣ ସ୍ଥାନରେ ସେଲଫି ନେବାକୁ ଯାଇଥିଲେ ମହିଳା: ଗୋଡ଼ ଖସିବାରୁ ୧୦୦ ଫୁଟ ତଳକୁ ଖସି…

ନୂଆଦିଲ୍ଲୀ: ସେଲଫି ସାଜିଲା କାଳ । ସେଲଫି ନେବା ଚକ୍କରରେ ଜୀବନ ହାରିଲେ ମହିଳା । ଅଷ୍ଟ୍ରେଲିଆରେ ରହୁଥିବା ଜଣେ ଭାରତୀୟ ମହିଳା ପରିବାର ସହ ଛୁଟି ପାଳୁଥିଲେ । ସେଲଫି ପାଇଁ ସେ ପାହାଡ଼ର ଶିଖରକୁ ଚାଲିଯାଇଥିଲେ, କିନ୍ତୁ…

ଦୁନିଆର ସବୁଠାରୁ ଅଦ୍ଭୁତ ଗଛ, ଯେଉଁଠାରେ ଫଳୁଛି ଟଙ୍କା! ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ: ଛୁଆବେଳେ ବାପା-ମାଆଙ୍କୁ ଟଙ୍କା ମାଗିଲା ବେଳେ ସେ ଅନେକଥର କହିଥାନ୍ତି କି, ‘ଟଙ୍କା କେଉଁ ଗଛରେ ଫଳୁନି । କିନ୍ତୁ ଆଜି ଆମେ ଏପରି ଏକ ଗଛ ବିଷୟରେ କହିବାକୁ ଯାଉଛି, ଯେଉଁଥିରେ ସତରେ ଟଙ୍କା ଫଳୁଛି ।…

ଯାଞ୍ଚ କରିବା ପାଇଁ ଲୋକଙ୍କ ଶରୀରରୁ କାହିଁକି କପଡା କାଢ଼ୁଛନ୍ତି ପୋଲିସ, ଜାଣନ୍ତୁ ଏହି ଘଟଣା ପଛର କାରଣ…….

ଲଣ୍ଡନ: ସୋମବାର ପ୍ରକାଶିତ ଏକ ନୂତନ ତଥ୍ୟ ଅନୁସାରେ ଲଣ୍ଡନ ପୋଲିସ ଦ୍ୱାରା କରାଯାଉଥିବା ଏକ ଘଟଣାର ସୂଚନା ବର୍ତ୍ତମାନ ସାମ୍ନାକୁ ଆସିଛି । ଦେଶରେ ନିଶା ନିବାରଣ ରୋକିବା ପାଇଁ ଲଣ୍ଡନ ପୋଲିସ ଯେଉଁ କଡା ପଦକ୍ଷପ ନେଇଛି…

ମହାକାଶରୁ ଆସିଲା ଚମକାଇଦେବା ଭଳି ଫଟୋ, ରଥ ଚକ ସହ ରହିଛି ସଂପର୍କ !

ନୂଆଦିଲ୍ଲୀ: ଜେମ୍ସ ୱେବ ଟେଲିସ୍କୋପର ଆଉ ଏକ କମାଲ୍... ନାସାର ଜେମ୍ସ ୱେବ ସ୍ପେସ୍ ଟେଲିସ୍କୋପ୍ ଅନ୍ତରୀକ୍ଷରେ ଏକ ଏଭଳି ଗ୍ୟାଲାକ୍ସୀର ଫଟୋ ନେଇଛି, ଯାହା ରଥ ଚକ ଆକାରର ଦେଖାଯାଉଛି । କହିବାକୁ ଗଲେ ଚକ୍ର ଭଳି । ଏହି…

ଟ୍ରିପଲ ଜମ୍ପରେ ଭାରତକୁ ସ୍ୱର୍ଣ୍ଣ ଓ ରୌପ୍ୟ, ରେସ୍ ୱାକରେ ବ୍ରୋଞ୍ଜ୍ ହାତେଇଲେ ସନ୍ଦୀପ କୁମାର

ନୂଆଦିଲ୍ଳୀ: କମନୱେଲଥ ଗେମ୍ସର ଟ୍ରିପଲ୍ ଜମ୍ପରେ ରବିବାର ଚମକ୍ରାର ପ୍ରଦର୍ଶନ କରି ୨ ପଦକ ଜିତିଛନ୍ତି । ବର୍ମିଂଘମରେ ଜାରି ଖେଳରେ ରବିବାର ଏଲ୍ଡୋସ ପୌଲ୍ ଏବଂ ଅବଦୁଲ୍ଲା ଅବୁବକର ଦେଶକୁ ସ୍ୱର୍ଣ୍ଣ ଏବଂ ରୌପ୍ୟ ପଦକ…

ଆଣ୍ଟି ଏଇଟା ନଖ ନା ଗୁଡ଼ି ସୂତା: ମହିଳା ୨୫ ବର୍ଷ ହେଲା ନିଜ ନଖ କାଟିଲେନି, ଲମ୍ବ ଏବେ ୪୨ ଫୁଟ ହୋଇଗଲାଣି

ନୂଆଦିଲ୍ଲୀ: କିଛି ଲୋକ ରେକର୍ଡ କରିବା ନିଶାରେ କିଛି ଅଦ୍ଭୂତ କାର୍ଯ୍ୟ କରିଥାନ୍ତି । ଏପରି ଭାବେ ଜଣେ ମହିଳା ୨୫ ବର୍ଷ ଧରି ନିଜର ନଖ କାଟିନାହାନ୍ତି । ଫଳରେ ତାହା ଲମ୍ବି ଲମ୍ବି ଏବେ ୪୨ ଫୁଟ ୧୦ ଇଞ୍ଚରେ…

କମନୱେଲଥ ଗେମ୍ସରେ ପଦକ ବିଜୟ ଜାରି, ବକ୍ସିଂରେ ଆଉ ଦୁଇ ସ୍ୱର୍ଣ୍ଣ ହାତେଇଲା ଭାରତ

ନୂଆଦିଲ୍ଲୀ: କମନୱେଲଥ ଗେମ୍ସ ୨୦୨୨ ର ଦଶମ ଦିନରେ ବକ୍ସିଂରେ ଭାରତର ଆଉ ଦୁଇ ସ୍ୱର୍ଣ୍ଣ ପଦକ ହାସଲ ।  ୪୮ କେଜି ବର୍ଗ ପୁରୁଷ ବକ୍ସିଂରେ ସ୍ୱର୍ଣ୍ଣ ଜିତିଲେ ଅମିତ ପଙ୍ଗଲ । ସେହିପରି ଭାରତୀୟ ବକ୍ସର ନିତୁ ଗଂଘାସଙ୍କ…

ଭାରତୀୟ ମହିଳା ହକି ଟିମ୍ ଚମତ୍କାର ପ୍ରଦର୍ଶନ; ୧୬ ବର୍ଷ ପରେ କମନୱେଲଥ ଗେମ୍ସରେ ପ୍ରଥମ ଥର ଜିତିଲେ ବ୍ରୋଞ୍ଜ

ନୂଆଦିଲ୍ଲୀ: ବର୍ମିଂଘମରେ ଚାଲିଥିବା କମନୱେଲଥ ଗେମ୍ସ ୨୦୨୨ ରେ ଭାରତୀୟ ମହିଳା ହକି ଟିମ୍ ର ଚମକ୍ରାର ପ୍ରଦର୍ଶନ । ସେମିଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆଠାରୁ ହାରିବା ପରେ ଭାରତ ପାଖରେ ବ୍ରୋଞ୍ଜ ପଦକ ଜିତିବାର ସୁଯୋଗ…

ହେ ଭଗବାନ କି ଭୟଙ୍କର ଦୃଶ୍ୟ: ତାଣ୍ଡବ ଦେଖାଇଲା ଜ୍ୱାଳାମୁଖୀ, ଧରିତ୍ରୀ ବକ୍ଷରୁ ବହି ଚାଲିଛି ଖାଲି ଅଗ୍ନିର ସମୁଦ୍ର

ନୂଆଦିଲ୍ଲୀ: ଆଇସଲ୍ୟାଣ୍ଡର ରାଜଧାନୀ ରେକଜାଭିକରେ ପୁଣି ଥରେ ଜ୍ୱାଳାମୁଖୀର ତାଣ୍ଡବ ଦେଖିବାକୁ ମିଳିଛି । ଫାଗରାଡାଲ୍ସଫାଲ ମାଉଣ୍ଟେନ ସ୍ଥିତ ଏହି ଜ୍ୱାଳାମୁଖୀକୁ ଦେଖିବାକୁ ଅନେକ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି । ଗତ ବର୍ଷ…

ଜୋତାରୁ କାଢ଼ି ପିଅନ୍ତୁ ବିୟର, ଏହି କମ୍ପାନୀ ପ୍ରସ୍ତୁତ କରିଛି ଏଭଳି ଅଦ୍ଭୁତ ସ୍ନିକର

ବିୟର ତିଆରି କରୁଥିବା ଡଚ୍ କମ୍ପାନୀ ହେନେକେନ ଏକ ଭିନ୍ନ ଡିଜାଇନ୍ ର ଜୋତା ଲଞ୍ଚ କରିଛି । ଏହି ଜୋତା ବିୟରରେ ଚାଲିବାର ଅନୁଭବ ଦେବ । ବିୟର ପିଇବା ପାଇଁ ହଜାର ହଜାର ଟଙ୍କା ପାଣି ଭଳି ଖର୍ଚ୍ଚ କରୁଥିବ କଥା ଶୁଣିଥିବେ…