CHARIDHAM
Browsing Category

ବିଦେଶ

ପାକିସ୍ତାନର କ୍ୱେଟା ମସଜିଦରେ ବିସ୍ଫୋରଣ: ଆଫଗାନିସ୍ତାନରେ ଅନଲାଇନ୍ ମନି ଏକ୍ସଚେଞ୍ଜ ଉପରେ ଲାଗିଲା କଟକଣା

ଇସଲାମାବାଦ: ପାକିସ୍ତାନର କ୍ୱେଟାରେ ସୋମବାର ଦିନ ଏକ ମସଜିଦ ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ଜଣେ ପୋଲିସକର୍ମୀ ସହିଦ ହୋଇଛନ୍ତି । ଏଥିସହ ୧୨ ଜଣ ଲୋକେ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ପାଞ୍ଚ ଜଣ…

ରୁଷ ‘ବିପଜ୍ଜନକ ଖେଳ’ ଖେଳୁଛି, Zaporizhzhia ଆଣବିକ ଶକ୍ତି କେନ୍ଦ୍ରରୁ ସୈନ୍ୟ ପ୍ରତ୍ୟାହାର କରିବାକୁ ଆମେରିକା ମସ୍କୋକୁ ଆହ୍ୱାନ କରିଛି

ୱାଶିଂଟନ୍‌: ଆମେରିକା ରୁଷକୁ ଜାପୋରିଜିଆ ଆଣବିକ ଶକ୍ତି କେନ୍ଦ୍ର(Zaporizhzhia nuclear power plant)ରୁ ନିଜ ସାମରିକ ତଥା ସାଧାରଣ ନାଗରିକଙ୍କୁ ପ୍ରତ୍ୟାହାର କରିବାକୁ କହିଛି । ଏହା ସହ ରୁଷ ଏହାର ଆଣବିକ ଶକ୍ତି…

ପ୍ରଥମେ ଭାରତ ବିରୋଧରେ ଓଗାଳିଲେ ବିଷ; ଏବେ ତ୍ରିରଙ୍ଗାକୁ ଅପମାନ: ସୁଧୁରୁ ନାହାନ୍ତି ମୁଇଜୁ

ନୂଆଦିଲ୍ଲୀ:ମାଳଦ୍ୱୀପ ମନ୍ତ୍ରୀମାନଙ୍କର ଭାରତ ବିରୁଦ୍ଧରେ ବିଷ ଓଗାଳିବା ଏବେ ବି ଜାରି ରହିଛି । ପ୍ରଥମେ ବିବାଦୀୟ ଟିପ୍ପଣୀକୁ ନେଇ ନିଲମ୍ବିତ ହୋଇସାରିଥିବା ମନ୍ତ୍ରୀ ମାରିୟମ ଶିଉନା ଏବେ ଭାରତୀୟ ତ୍ରିରଙ୍ଗାକୁ ଅପମାନ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମର୍ଥନରେ ଆମେରିକାରେ ର‌୍ୟାଲି, ସାମ୍ନାକୁ ଆସିଲା ଫଟୋ

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମର୍ଥନରେ କେବଳ ଦେଶ ଭିତରେ ନୁହେଁ ଦେଶ ବାହାରେ ବି ର‌୍ୟାଲିର ଆୟୋଜନ କରାଯାଉଛି । ଏହି ର‌୍ୟାଲିର ଚିତ୍ର ଏବେ ସାମ୍ନାକୁ ଆସିଛି । ଲୋକସଭା ନିର୍ବାଚନ ତାରିଖ ଘୋଷଣା…

ମୋଜାମ୍ବିକ୍ ଉପକୂଳରେ ବଡ଼ ଦୁର୍ଘଟଣା: ମାଛଧରା ଡଙ୍ଗା ବୁଡ଼ିଯିବାରୁ ୯୧ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ: ମୋଜାମ୍ବିକର ଉତ୍ତର ଉପକୂଳରେ ଲୋକ ଭର୍ତ୍ତି ଏକ ଡଙ୍ଗା ବୁଡ଼ିଯିବାରୁ ୯୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ଅଧିକାରୀ କହିଛନ୍ତି ଯେ, ପ୍ରାୟ ୧୩୦ ଜଣ ଲୋକଙ୍କୁ ନେଇ ମାଛଧରା ଡଙ୍ଗା ନାମପୁଲା ଅଞ୍ଚଳ ନିକଟ…

ମାର୍କ ଜୁକରବର୍ଗ ଓ ଏଲନ ମସ୍କଙ୍କ ଭିତରେ ଅଧିକ ଧନୀ କିଏ? ଜାଣନ୍ତୁ, ରିପୋର୍ଟ

ନୂଆଦିଲ୍ଲୀ: ଟେସଲା ସିଇଓ ଏଲନ୍ ମସ୍କଙ୍କୁ ପଛରେ ପକାଇ ଫେସ୍‌ବୁକ୍‌ର ମୂଳ କମ୍ପାନି ମେଟାର ପ୍ରତିଷ୍ଠାତା ମାର୍କ ଜୁକ୍କରବର୍ଗ ବିଶ୍ୱର ତୃତୀୟ ବୃହତ୍ ଧନୀ ବ୍ୟକ୍ତି ପାଲଟିଛନ୍ତି । ୨୦୨୦ ପରେ ପ୍ରଥମ ଥର ପାଇଁ…

୨୦ ବର୍ଷୀୟ ଛାତ୍ରଙ୍କୁ ହେଲା ‘ପ୍ୟାର କୀ ବିମାରୀ’: ସବୁ ଝିଅଙ୍କୁ ଭାବିଦେଲା ଗାର୍ଲଫ୍ରେଣ୍ଡ, ‘ଲଭ୍ ଡିଜଅର୍ଡର’କୁ ନେଇ କ’ଣ କହୁଛନ୍ତି…

ନୂଆଦିଲ୍ଲୀ: ‘ପ୍ରେମ’, ‘ଲଭ’ ଏହି ଶବ୍ଦଗୁଡ଼ିକ ସମସ୍ତ ଯୁବକ, ଯୁବତୀଙ୍କ ମନ ଓ ହୃଦୟରେ ନିମିଷକ ମଧ୍ୟରେ ଗୁଞ୍ଜରଣ ସୃଷ୍ଟି କରିଦେଇଥାଏ । ପ୍ରେମ ଶାଶ୍ୱତ ଓ ଚିରନ୍ତନ ବୋଲି ସମସ୍ତେ କୁହନ୍ତି । ମାତ୍ର ପ୍ରେମର ସଂଜ୍ଞା…

ମହିଳାଙ୍କ ଉପରେ ପଡ଼ିଥିଲା କାଚର କବାଟ: ଏବେ କ୍ଷତିପୂରଣ ହିସାବରେ ମିଳିଲା ୨୯୨ କୋଟି ଟଙ୍କା

ନୂଆଦିଲ୍ଲୀ: ଆମେରିକୀୟ ମହିଳା ମେଗନ ବ୍ରାଉନଙ୍କ ଉପରେ ଏକ ଗ୍ଲାସ କବାଟ ଖସିପଡ଼ିଥିଲା, ଯାହାଫଳରେ ଆମେରିକୀୟ କମ୍ପାନୀ ଜେପି ମୋର୍ଗାନକୁ ୨୯୨ କୋଟି ଟଙ୍କାର ଝଟକା ଲାଗିଲା । ୨୦୧୫ ରେ ଏକ ଗ୍ଲାସ୍ କବାଟ ଭାଙ୍ଗି…

ମଣିଷର ହାଡ଼ରୁ ତିଆରି ହେଉଛି ଏହି ଡ୍ରଗ୍: ନିଶା ପାଇଁ କବର ଖୋଳୁଛନ୍ତି ଲୋକ ! ଏହି ଦେଶରେ ଲାଗିଲା ନ୍ୟାସନାଲ ଏମରଜେନ୍ସି

ନୂଆଦିଲ୍ଲୀ: ପଶ୍ଚିମ ଆଫ୍ରିକାରେ ଅବସ୍ଥିତ ସିଏରାର ରାଷ୍ଟ୍ରପତି ଏକ ଡ୍ରଗକୁ ନେଇ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି । ଏହି ଡ୍ରଗର ନାମ ହେଉଛି କୁଶ ଯାହାକି ଆଡିକ୍ଟିଭ ପଦାର୍ଥର ଏକ ସାଇକୋଏକ୍ଟିଭ…

ଭାରତର ଲୋକସଭା ନିର୍ବାଚନରେ ବାଧା ସୃଷ୍ଟି କରିବାକୁ ଚୀନ AI କଣ୍ଟେଣ୍ଟ ବ୍ୟବହାର କରିପାରେ: ମାଇକ୍ରୋସଫ୍ଟ ରିପୋର୍ଟ

ନୂଆଦିଲ୍ଲୀ: ଏପ୍ରିଲ ୧୯ରୁ ଦେଶରେ ସାତଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହେବ । ତେବେ ଗୋଟିଏ ପଟେ ଭାରତରେ ଲୋକସଭା ପାଇଁ ବିଗୁଲ୍ ବାଜି ସାରିଥିବା ବେଳେ ଅନ୍ୟପଟେ ଆମେରିକାରେ ମଧ୍ୟ ରାଷ୍ଟ୍ରପତି…