Browsing Category
ବିଦେଶ
ଚା’ ବିସ୍କୁଟ ଦେଇ ହମାସ ଆତଙ୍କବାଦୀଙ୍କ ସହ ୨୦ ଘଣ୍ଟା ସମୟ ବିତାଇଲେ ମହିଳା, ଏହି ସାହସୀ ମହିଳାଙ୍କୁ ଭେଟିଲେ ଜୋ ବାଇଡେନ
ନୂଆଦିଲ୍ଲୀ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ, ଯୁଦ୍ଧ ସମୟରେ ଇହୁଦି ରାଷ୍ଟ୍ରକୁ ସମର୍ଥନ କରି ଇସ୍ରାଏଲ ଗସ୍ତ କରିଛନ୍ତି । ହିଂସା ମଧ୍ୟରେ ସେ ଇସ୍ରାଏଲ ଲୋକମାନଙ୍କ ସହିତ ସାକ୍ଷାତ କରିଥିଲେ । ଏଥିରେ ୬୫ ବର୍ଷିୟ…
ଜାତିସଂଘ ସୁରକ୍ଷା ପରିଷଦର ଜରୁରୀକାଳିନ ଅଧିବେଶନ, ଗାଜା ହସ୍ପିଟାଲ ବିସ୍ଫୋରଣକୁ ନେଇ ଆଲୋଚନା
ଓଡିଶା ଭାସ୍କର; ହମାସ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ୧୨ତମ ଦିନରେ ଜାରି ରହିଛି। ଗତ ଅକ୍ଟୋବର ୭ ତାରିଖରେ ଗାଜା ଉପତ୍ୟକାରୁ ସକ୍ରିୟ ଥିବା ଆତଙ୍କବାଦୀ ସଂଗଠନ ହାମାସ ଦକ୍ଷିଣ ଇସ୍ରାଏଲ ଉପରେ ମାରାତ୍ମକ ଆକ୍ରମଣ କରିଥିଲା।…
୪୮ଟି ବିମାନ ବାତିଲ୍ କଲା ପାକିସ୍ତାନ ସରକାରୀ ଏୟାର୍ଲାଇନ୍, ଇନ୍ଧନ ଯୋଗାଣକାରୀ ସଂସ୍ଥାକୁ ଦେଇପାରିଲାନି ବକେୟା ଟଙ୍କା
ଇସଲାମବାଦ: ପଡୋଶୀ ଦେଶ ପାକିସ୍ତାନର ଅର୍ଥନୈତିକ ସ୍ଥିତି ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ଲୋକମାନେ କ୍ରମାଗତ ଭାବେ ମହଙ୍ଗା ମାଡ଼ର ଶିକାର ହେଉଛନ୍ତି। ଦରଦାମ ଆଉ ଜମାରୁ ବି ନିୟନ୍ତ୍ରଣରେ ନାହିଁ। ଦେଶରେ ନିତ୍ୟ…
ଭାରତକୁ ବାଂଲାଦେଶର କଡ଼ା ଟକ୍କର; କହୁଛି ୧୦୦ରନ୍ ଭିତରେ କରିଦେବ ଅଲଆଉଟ୍
ଓଡ଼ିଶା ଭାସ୍କର: ୨୦୨୩ କ୍ରିକେଟ ବିଶ୍ୱକପ୍ରେ ପଛୁଆ ଦଳ ସବୁ କମାଲ କରୁଛନ୍ତି । ଆଗୁଆ ଦଳ ମାନଙ୍କୁ ହରାଇ ଦେଉଛନ୍ତି । ବହୁତ ବହୁତ ବ୍ୟବଧାନରେ ହରଉଛନ୍ତି ପଛୁଆ ଦଳ । ହଁ ଆଜ୍ଞା ଚାଲିଛି ବିଶ୍ୱକପ୍ର ମହାମୁକାବିଲା ।…
ବଡ଼ ଘୋଷଣା କଲେ ଏଲନ ମସ୍କ: ଏଣିକି ସମସ୍ତ X ୟୁଜର୍ସଙ୍କୁ ଦେବାକୁ ପଡ଼ିବ ଚାର୍ଜ
ନୂଆଦିଲ୍ଲୀ: ଟ୍ୱିଟର ତଥା ‘ଏକ୍ସ’କୁ ନେଇ ଏଲନ ମସ୍କ ଏକ ବଡ଼ ଘୋଷଣା କରିଛନ୍ତି । ଏଣିକି ନୂଆ ଆକାଉଣ୍ଟ ଖୋଲିଲେ ୟୁଜର୍ସଙ୍କୁ ଚାର୍ଜ ଦେବାକୁ ପଡ଼ିବ । ସମସ୍ତ ୟୁଜର୍ସଙ୍କ ପାଇଁ କମ୍ପାନୀ ଏକ ପେଡ ପ୍ଲାଟଫର୍ମ ଆଡ଼କୁ ଗତି…
AUS vs PAK: ସଙ୍କଟରେ ପାକିସ୍ତାନ ଖେଳାଳି, ପ୍ଲେଇଂ-୧୧ରେ ପ୍ରବେଶ କରିବା ସମ୍ଭବ ନୁହେଁ !
ଓଡ଼ିଶା ଭାସ୍କର: ପାକିସ୍ତାନର ପରବର୍ତ୍ତୀ ମ୍ୟାଚ୍ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯିବ। ଅକ୍ଟୋବର ୨୦ରେ ବେଙ୍ଗାଲୁରୁରେ ଏହି ମ୍ୟାଚ୍ ଖେଳାଯିବାର ଅଛି। ଏହି ମ୍ୟାଚ୍ ପୂର୍ବରୁ ପାକିସ୍ତାନ ଟିମ୍ ମ୍ୟାନେଜମେଣ୍ଟ ବଡ଼…
ମିସାଇଲ୍ ମାଡ ଜାରି ରହିଥିବା ବେଳେ ଯୁଦ୍ଧ କ୍ଷେତ୍ରକୁ ଯାଉଛନ୍ତି ବାଇଡେନ୍, ଆଶଙ୍କାରେ ଆମେରିକା ସହ ସାରା ବିଶ୍ୱ
ନୂଆଦିଲ୍ଲୀ:ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଇସ୍ରାଏଲ ଗସ୍ତରେ ଯାଇଛନ୍ତି । ଏହାରି ମଧ୍ୟରେ ଏକ ରିପୋର୍ଟରେ ଦାବୀ କରାଯାଉଛି କି ଜୋ ବାଇଡେନ୍ ବଡ ଧରଣର ଶାରୀରିକ କ୍ଷତିର ସାମ୍ନା କରିପାରନ୍ତି । ୱାଶିଂଟନ ପୋଷ୍ଟର ଏକ…
କ୍ରିକେଟ୍ ଖେଳ ଭିତରେ ପଡିଆରେ ନମାଜ୍ ପଢିବା ପରେ ଏବେ ମହମ୍ମଦ ରିଜ୍ୱାନଙ୍କୁ ମିଳିବ ଦଣ୍ଡ !
ଓଡ଼ିଶା ଭାସ୍କର: ଖେଳ ପଡିଆ ମଝିରେ ନମାଜ୍ ପଢିଲେ । ଖେଳାଳି ହୋଇ ଧର୍ମର ପ୍ରଦର୍ଶନ କଲେ । କ୍ରୀଡା ଭାବନାର ଧଜ୍ଜିୟା ଉଡାଇଲେ । ଭାରତୀୟ ଓକିଲ ଆଇସିସିରେ ଫେରାଦ୍ ହେଲେ । ୨୦୨୩ ଆଇସିସି ଦିନିକିଆ ପୁରୁଷ ବିଶ୍ୱକପ୍…
ଇସ୍ରାଏଲ-ହମାସ ଯୁଦ୍ଧ: ଗାଜା ହସ୍ପିଟାଲ ଉପରେ ରକେଟ ମାଡ଼, ୫୦୦ରୁ ଅଧିକ ମୃତ
ଓଡ଼ିଶା ଭାସ୍କର: ଗାଜା ହସ୍ପିଟାଲ ଉପରେ ରକେଟ ମାଡ଼, ୫୦୦ରୁ ଅଧିକ ମୃତ । ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ଥିବା ସୂଚନା । ଇସ୍ରାଏଲ ପକ୍ଷରୁ ରକେଟ ମାଡ଼ ହୋଇଥିବା ହମାସ୍ର ଅଭିଯୋଗ । ହମାସ୍ର ଅଭିଯୋଗକୁ…
ଚା’କୁ ନେଇ ଆସିଲା ବଡ଼ ତଥ୍ୟ; କ୍ଷୀର ଚା’ ପିଇଲେ ଚାଲିଯିବ ଜୀବନ !
ଓଡ଼ିଶା ଭାସ୍କର: ଚା' ଭାରତୀୟ ଲୋକଙ୍କ ପାଇଁ କୌଣସି ଔଷଧ ଠାରୁ କମ୍ ନୁହେଁ । ଚା' ପ୍ରେମୀମାନଙ୍କୁ ସକାଳୁ ବିଞ୍ଚଣା ଛାଡିବା ମାନେ ଚା' ଦରକାର । ଆଜି ବି ବଜାରରେ ସବୁଠାରୁ ବଡ ଭିଡ଼ କେବଳ ଚା' ଦୋକାନରେ ଲାଗିଥାଏ ।…