Browsing Category
ବିଦେଶ
(Video) ବିମାନ ଭିତରେ ଦେହ ବେପାର କରୁଥିଲେ Air Hostess.. ଗୋଟିଏ ଥରକୁ ଅଢେଇ ଲକ୍ଷ ଟଙ୍କା ଚାର୍ଜ
ନୂଆଦିଲ୍ଲୀ: ଏୟାରଲାଇନରେ କାମକରୁଥିବା ଏୟାର ହୋଷ୍ଚେସ ମୋନ ଦେଖିବାକୁ ବେଶ ସୁନ୍ଦରୀ । ଆଉ ସେମାନେ ଏୟାର ହୋଷ୍ଚେସର ପୋଷାକ ପିନ୍ଧିଲା ପରେ ସତେ ଯେପରି ଲାଗୁଥିଲେ ପୁରା ବଲିଉଡ ହିରୋଇନ । ଆପଣ ଏହି ଏୟାର ହୋଷ୍ଟେସ…
ଏଠାରେ ଖବର କାଗଜ ବିକ୍ରି କଲେ ଲୋକଙ୍କୁ ଯିବାକୁ ପଡୁଛି ଜେଲ୍, ଜାଣନ୍ତୁ କ’ଣ ରହିଛି କାରଣ
ନୂଆଦିଲ୍ଲୀ: ଦୁନିଆରେ ବିଭିନ୍ନ ପ୍ରକାର ଅଜବ ନିୟମ ଥିବା ଦେଶ ଅଛି, ଏଥିରେ ଉତ୍ତର କୋରିଆ ଦେଶ ଅନ୍ୟତମ। ଆଜିକାଲି ଦୁନିଆରେ ଖବରକାଗଜ ବିକ୍ରୟ କରୁଥିବା ଲୋକଙ୍କୁ ମଧ୍ୟ ଜେଲକୁ ପଠାଯାଉଛି। ବର୍ତ୍ତମାନ ଆପଣ ଭାବୁଥିବେ…
ଟମାଟୋ ପରେ ବଢିଲା ପିଆଜ ଦର: ଭାଙ୍ଗିଲା ୮ ମାସର ରେକର୍ଡ
ନୂଆଦିଲ୍ଲୀ, : ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରବୃଦ୍ଧି ଖାଉଟିମାନଙ୍କୁ ଅତିଷ୍ଠ କରି ପକାଇଲାଣି । ଗତ କିଛିଦିନ ହେବ ଟମାଟୋର ବେଲଗାମ ଦରକୁ ନେଇ ଖାଉଟି ଚିନ୍ତାରେ ପଡ଼ିଥିବାବେଳେ ଏବେ ପୁଣି ରୋଷେଇ ଘରେ ଜରୁରି ଆବଶ୍ୟକ…
ଏଲନ ମସ୍କଙ୍କ ‘X’ର ବଡ଼ ପଦକ୍ଷେପ: ଭାରତରେ ଗୋଟିଏ ମାସରେ ବ୍ୟାନ୍ ହୋଇଛି ୨୩ ଲକ୍ଷରୁ ଅଧିକ Twitter ଆକାଉଣ୍ଟ
ନୂଆଦିଲ୍ଲୀ: ଏଲନ ମସ୍କଙ୍କ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ‘ଏକ୍ସ’ ପକ୍ଷରୁ ନିକଟରେ ବଡ଼ ପଦକ୍ଷେପ ନିଆଯାଇଛି । ଭାରତରେ ୨୩ ଲକ୍ଷରୁ ଅଧିକ ଆକାଉଣ୍ଟକୁ ବ୍ୟାନ କରାଯାଇଛି । ଏହି ସବୁ ଆକାଉଣ୍ଟକୁ ଚଳିତ ବର୍ଷ ଜୁନରୁ ଜୁଲାଇ…
ଦୁନିଆର ପ୍ରଥମ ଘଟଣା: ମଣିଷର ହାର୍ଟରୁ ମିଳିଲା Microplastics, ରୋଗୀଙ୍କର ରକ୍ତରେ କିପରି ପହଞ୍ଚିଲା ପ୍ଲାଷ୍ଟିକ୍
ନୂଆଦିଲ୍ଲୀ: ଦିନକୁ ଦିନ ମଣିଷର ହାର୍ଟ ଜନିତ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି । ମଣିଷର ପରିବର୍ତ୍ତିତ ଜୀବନଶୈଳୀ, ଖାଦ୍ୟପେୟ ଆଦି ବିଭିନ୍ନ କାରଣରୁ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକଙ୍କର ହାର୍ଟ ରୋଗରେ ମୃତ୍ୟୁ ଘଟୁଛି ।…
Eiffel Towerକୁ ବମରେ ଉଡ଼ାଇ ଦେବାକୁ ଧମକ: ସଙ୍ଗେସଙ୍ଗେ ପର୍ଯ୍ୟଟନ ସ୍ଥଳକୁ ବନ୍ଦ କରାଗଲା
ନୂଆଦିଲ୍ଲୀ: ପ୍ୟାରିସ ସ୍ଥିତ ଏଫିଲ ଟାୱାରକୁ ବମରେ ଉଡ଼ାଇ ଦେବାକୁ ଧମକ ମିଳିଛି । ଏହାପରେ ଏଫିଲ ଟାୱାରକୁ ପୋଲିସ ପକ୍ଷରୁ ଖାଲି କରାଯାଇଥିଲା । ବିଶ୍ୱର ସବୁଠାରୁ ଅନ୍ୟତମ ଶ୍ରେଷ୍ଠ ପର୍ଯ୍ୟଟନ ସ୍ଥଳ ଏଫିଲ ଟାୱାରକୁ ଉଡ଼ାଇ…
ଅନୱର ଉଲ୍ ହକ୍ ହେବେ ପାକିସ୍ତାନର କେୟାରଟେକର ପ୍ରଧାନମନ୍ତ୍ରୀ , ଶାହବାଜ ସରିଫଙ୍କ ଇସ୍ତଫା ପରେ ନିଷ୍ପତ୍ତି
ଇସଲାମବାଦ: ପାକିସ୍ତାନରେ ସଂସଦ ଭଙ୍ଗାହେବା ସହିତ ବିଭିନ୍ନ ରାଜନୈତିକ ଘଟଣାମାନ ଘଟିବାରେ ଲାଗିଛି । ଏହାରି ମଧ୍ୟରେ ସଂସଦରେ ବିରୋଧୀ ଦଳର ନେତା ରାଜା ରିୟାଜ କହିଛନ୍ତି ଅନୱର ଉଲ୍ ହକ୍ କାକରଙ୍କୁ ପାକିସ୍ତାନର ଅନ୍ତରୀଣ…
ନାଇଜର ହିଂସା: ଯଥାଶୀଘ୍ର ସ୍ୱଦେଶ ଫେରି ଆସିବାକୁ ଭାରତୀୟଙ୍କୁ ନିର୍ଦ୍ଦେଶ
ନୂଆଦିଲ୍ଲୀ: ଅଶାନ୍ତ ହୋଇପଡ଼ିଥିବା ଆଫ୍ରିକୀୟ ଦେଶ ନାଇଜରରେ ରହୁଥିବା ଭାରତୀୟଙ୍କ ପାଇଁ ସତର୍କ ସୂଚନା ଜାରି କରିଛନ୍ତି ଭାରତ ସରକାର। ସେଠାରେ ରହିବା ଅତି ଜରୁରୀ ନଥିଲେ ତୁରନ୍ତ ସ୍ୱଦେଶ ଫେରି ଆସିବାକୁ ଆଜି ବୈଦେଶିକ…
ସୀମା ଟପିଗଲା ସୈତାନୀ: ମହିଳାଙ୍କୁ ଖୁଆଇଲେ କୁକୁର ମଳ, ଜଞ୍ଜିରରେ ବାନ୍ଧି ଦେଲେ ଯୌନ ନିର୍ଯ୍ୟାତନା
ନୂଆଦିଲ୍ଲୀ: ଇଣ୍ଡୋନେସିଆ ଜାକର୍ତ୍ତାରୁ ଏପରି ଏକ କାହାଣୀ ସାମ୍ନାକୁ ଆସିଛି ଯାହା ଆପଣଙ୍କ ହୃଦୟକୁ ଥରାଇ ଦେବ । ଏଠାରେ ଜଣେ ଘରୋଇ କାମବାଲି ମହିଳାଙ୍କ ସହ ଏପରି ଘଟଣା ଘଟିଛି ଯାହା ଆପଣ ପୂର୍ବରୁ କେବେବି ଶୁଣି ନ ଥିବେ…
ଘରେ ସୁଇମିଂ ପୁଲ୍ ଖୋଳୁଥିଲେ ଏହି ବ୍ୟକ୍ତି, ବାହାରିଲା ୮୦୦୦ ବର୍ଷର ପୁରୁଣା ରହସ୍ୟ
ନୂଆଦିଲ୍ଲୀ: ଜଣେ ସ୍କଟଲ୍ୟାଣ୍ଡର ବ୍ୟକ୍ତି ନିଜ ପିଲାଙ୍କ ପାଇଁ ଏକ ସୁଇମିଂ ପୁଲ୍ ନିର୍ମାଣ ପାଇଁ ମାଟି ଖୋଳୁଥିଲେ। ଏହି ଖନନରେ, ୪୪ ବର୍ଷୀୟ ପାଲ୍ ମ୍ୟାକଡୋନାଲ୍ଡ ଯାହା ପାଇଲେ ତାହା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ପାଲ୍…