Browsing Category

ବିଦେଶ

(Video)ଭାଗ୍ୟ ନା ଭଗବାନ! ଭିଡ଼ିଓ ଦେଖିଲେ ଆପଣ ମଧ୍ୟ କହିବେ, ଭାଗ୍ୟ ଜୋର ଥିଲା ନଚେତ ନିଆଁରେ ଲିଭି ଯାଇଥାନ୍ତା..

ନୂଆଦିଲ୍ଲୀ: କୁହାଯାଏ ସମସ୍ତେ ଏହି ଧରା ପୃଷ୍ଠକୁ ତାଙ୍କର ଭାଗ୍ୟ ଆଉ ଭବିଷ୍ୟ ନେଇ ଆସିଥାଆନ୍ତି । ବହୁ ଲୋକ ତାଙ୍କ ଜୀବନରେ ବହୁତ ବଡ ବଡ ଦୁର୍ଘଟଣା ମଧ୍ୟ ଦେଖନ୍ତି କିନ୍ତୁ କିଛି ଲୋକ ଏଭଳି ଭାଗ୍ୟ ନେଇ ଆସିଥାଆନ୍ତି…

PlayBoy ମାଗାଜିନର କଭର ପେଜରେ ଫ୍ରାନ୍ସ ମନ୍ତ୍ରୀଙ୍କ ବିବାଦ ଉପରେ ମୁହଁ ଖୋଲିଲେ ମନ୍ତ୍ରୀ କହିଲେ, ମହିଳାମାନେ ନିଜ ଶରୀର ସହିତ …

ନୂଆଦିଲ୍ଲୀ : ଫ୍ରାନ୍ସ ସରକାରରେ ସାମାଜିକ ଅର୍ଥନୀତି ମନ୍ତ୍ରଣାଳୟ ପରିଚାଳନା କରୁଥିବା ମର୍ଲେନ୍ ସ୍କିଆପା ଏକ ବଡ ବିବାଦରେ ଛନ୍ଦି ହୋଇଛନ୍ତି। ବାସ୍ତବରେ ସେ 'ପ୍ଲେ-ବଏ' ପତ୍ରିକାର କଭର ପେଜ ପାଇଁ ଏକ ଫଟୋ ଉଠାଇଛନ୍ତି,…

୫୦ ବର୍ଷ ପରେ ଚନ୍ଦ୍ରକୁ ମଣିଷ ପଠାଇବ ଆମେରିକା, ଯେଉଁଥିରେ ସାମିଲ ଅଛନ୍ତି ପ୍ରଥମ ମହିଳା

ନୂଆଦିଲ୍ଲୀ: ଆମେରିକାର ସ୍ପେସ୍ ଏଜେନ୍ସି ନ୍ୟାସନାଲ ଏରୋନେଟିକ୍ସ ଆଣ୍ଡ ସ୍ପେସ୍ ଆଡମିନିଷ୍ଟ୍ରେସନ (ନାସା) ସୋମବାର ଚାରି ଜଣ କ୍ରୁ ସଦସ୍ୟଙ୍କୁ ଚନ୍ଦ୍ରକୁ ପଠାଇବାକୁ ନିଷ୍ପତ୍ତି ନେଇଛି। ଦୀର୍ଘ ୫୦ ବର୍ଷ ପରେ ଚନ୍ଦ୍ରକୁ…

ସକାଳୁ ଏଲନ୍ ଙ୍କ ବଡ଼ ଧମାକା: ଟ୍ୱିଟର ଲୋଗୋ ରୁ ହଟିଲା ନୀଳ ପକ୍ଷୀ, Doge ଏବେ ନୂଆ ଲୋଗୋ

ନୂଆଦିଲ୍ଲୀ : ଟ୍ୱିଟର ସିଇଓ ଏଲନ୍ ମସ୍କ ଯେବେ ଠାରୁ ଟ୍ୱିଟରର ମାଲିକାନା ତାଙ୍କ ହାତକୁ ନେଲେଣି ସେବେ ଠାରୁ ପ୍ରତିଥର କିଛି ନା କିଛି ପରିବର୍ତ୍ତନ ଦେଖିବାକୁ ମିଳୁଛି । ଆଉ ସେ ତାଙ୍କର ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ପାଇଁ…

୫୦ ବର୍ଷ ପୂର୍ବେ ଏହି ଦିନ ମୋବାଇଲରୁ ହୋଇଥିଲା ପ୍ରଥମ କଲ୍, ଆମେରିକାର ଇଞ୍ଜିନିୟର କରିଥିଲେ ଆବିଷ୍କାର

ନୂଆଦିଲ୍ଲୀ: ଆଜିକଲି ମୋବାଇଲ୍ ଫୋନର ଗୁରୁତ୍ୱ କେତେ ରହିଛି ତାହା କାହାକୁ କହିବାର ଆବଶ୍ୟକତା ନାହିଁ। ଏହା ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ଅଟେ। କିନ୍ତୁ ଆପଣ ଜାଣନ୍ତି କି ଏହା କେବେ, କିପରି ଏବଂ କେଉଁଠାରୁ ଆରମ୍ଭ…

Video: ବନ୍ଧୁକରୁ ବାହାରୁଥିବା ଗୁଳିକୁ ପାଟିରେ ଅଟକାଇ ଦେଲେ ଜବାନ, ଫିଲ୍ମରେ ମଧ୍ୟ ଦେଖିନଥିବେ ଏପରି ଦୃଶ୍ୟ

ସୋସିଆଲ ମିଡିଆରେ, ଆମେ ପ୍ରାୟତଃ ଆଶ୍ଚର୍ଯ୍ୟଜନକ ଭିଡିଓ ଦେଖିବାକୁ ପାଇଥାଉ। ଯାହାକୁ ଦେଖି ଉପଭୋକ୍ତାମାନେ ମଧ୍ୟ ଚକିତ ହୋଇଯାଆନ୍ତି। ନିକଟରେ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ…

ବ୍ରିଟିଶ ସମାଜକୁ ନଷ୍ଟ କରୁଛନ୍ତି ପାକିସ୍ତାନୀ: ବ୍ରିଟେନର ଗୃହମନ୍ତ୍ରୀଙ୍କ ଯନ୍ତ୍ରଣାକୁ ଭୟଙ୍କର ସତ୍ୟ କହିଲେ ପୂର୍ବତନ RAW ମୁଖ୍ୟ

ନୂଆଦିଲ୍ଲୀ: ବ୍ରିଟେନର ସମାଜକୁ ନଷ୍ଟ କରୁଛନ୍ତି ପାକିସ୍ତାନୀ ନାଗରିକ। ଏଭଳି ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ବ୍ରିଟେନ ଗୃହମନ୍ତ୍ରୀ ସୁଏଲା ବ୍ରାଭର୍ମାନ। ନିକଟରେ ସେ ଏକ ଟେଲିଭିଜନ ଚ୍ୟାନେଲକୁ ଦେଇଥିବା ଏକ…

ମାଛ ଖାଇ ମହିଳାଙ୍କ ମୃତ୍ୟୁ, କୋମାକୁ ଚାଲିଗଲେ ସ୍ୱାମୀ, ଜାଣନ୍ତୁ ସଂପୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ: ମାଲେସିଆରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ମାଛ ଖାଇବା କାରଣରୁ ଜଣେ ମହିଳା ପ୍ରାଣ ହରାଇଛନ୍ତି। ମାଲେସିଆରେ ଜଣେ ୮୩ ବର୍ଷୀୟା ମହିଳାଙ୍କ ମୃତ୍ୟୁ ଘଟିଛି। ଏହାସହ ତାଙ୍କ ସ୍ୱାମୀ ଆଇସିୟୁରେ…

ବନ୍ଦ ହେଲା McDonald କାର୍ଯ୍ୟାଳୟ, ବଡଧରଣର ଛଟେଇ କରିପାରେ କମ୍ପାନୀ

ନୂଆଦିଲ୍ଲୀ: ବିଶ୍ୱର ବୃହତ୍ତମ ଫାଷ୍ଟଫୁଡ୍ ମଧ୍ୟରୁ ମ୍ୟାକଡୋନାଲ୍ଡସ୍ ଏହି ସପ୍ତାହରେ ଆମେରିକାର ସମସ୍ତ କାର୍ଯ୍ୟାଳୟକୁ ସାମୟିକ ଭାବରେ ବନ୍ଦ କରି କର୍ମଚାରୀମାନଙ୍କୁ କାମ ବନ୍ଦ କରିବାକୁ କହିଥିଲେ। ବିଶ୍ୱାସ କରାଯାଏ…

ଚମତ୍କାର ! ଫେରିଲା ମାଆ…ଭୂକମ୍ପର ୫ ଦିନ ପରେ ଆବର୍ଜନାରୁ ବାହାରିଥିଲା ଶିଶୁ , ଏବେ ୫୪ ଦିନ ପରେ ଜଣାପଡିଲା ମାଆ ଜୀବିତ

ନୂଆଦିଲ୍ଲୀ: ତୁର୍କୀରେ ଭୟଙ୍କର ଭୂକମ୍ପ ପରେ ଏକ ହୃଦୟ ବିଦାରକ ଖବର ଶୁଣିବାକୁ ମିଳିଥିଲା । ଭଗ୍ନାବଶେଷ ତଳୁ ଏକ କୋମଳମତି ଶିଶୁକୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଶିଶୁ ବଞ୍ଚିଥିଲା , ହେଲେ ତା ମାଆର କୌଣସି…