Browsing Category

ବିଦେଶ

ସଫ୍ଟୱେର୍ କମ୍ପାନୀ ୩୦୦୦ କର୍ମଚାରୀଙ୍କୁ କରିବ ଛଟେଇ, ଜାଣନ୍ତୁ କମ୍ପାନୀ କ’ଣ କହିଲା କାରଣ

ନୁଆଦିଲ୍ଲୀ: ଏବେ ସମଗ୍ର ବିଶ୍ୱରେ ବଡ଼ ବଡ଼ କମ୍ପାନୀମାନେ ଛଟେଇ କରୁଥିବା ବେଳେ ଏହି ଧାରାରେ ସାମିଲ ହୋଇଛି ଜର୍ମାନିର ସପ୍ଟାର କମ୍ପାନୀ ଏସ୍‌ଏପି। ଗୁରୁବାର କମ୍ପାନୀ କହିଛି ଯେ, ଏହା ପ୍ରାୟ ୩ ହଜାର କର୍ମଚାରୀଙ୍କୁ…

ପାକିସ୍ତାନରେ କେବେ କମିବ ଦୁଃଖର ଭାର, ଗହମ ପରେ ଦେଖାଦେଲା ପାଣି ସମସ୍ୟା

ନୂଆଦିଲ୍ଲୀ: ପାକିସ୍ତାନର ସ୍ଥିତି ଖରାପ ହେବାରେ ଲାଗିଛି। ସେଠାରେ ଏବେ ଏକ ପ୍ରକାର ହାହାକାର ଦେଖାଗଲାଣି। ପୂର୍ବରୁ ସେଠାରେ ରୁଟି ପାଇଁ ଗହମର ସମସ୍ୟା ଦେଖାଯାଉଥିବା ବେଳେ ବର୍ତ୍ତମାନ ପାଣିର ସମସ୍ୟା ବଢ଼ିବାରେ…

ଅଧିକ ପ୍ରୋଟିନ ସେବନ ନେଇଯିବ ଜୀବନ: ହାଡ଼ ଡ୍ୟାମେଜ, ରକ୍ତଚାପ, ଅଷ୍ଟିଓପୋରୋସିସ, ଥାଇରଏଡ୍, ହୃଦଘାତ ସମସ୍ୟା ବଢ଼ିବ- ରିସର୍ଚ୍ଚ

ନୂଆଦିଲ୍ଲୀ: ମଣିଷ ଶରୀରର ବିକାଶ ପାଇଁ ବିଭିନ୍ନ ପ୍ରକାରର ଭିଟାମିନ, ମିନେରାଲ, କ୍ୟାଲସିୟମ ଓ ପ୍ରୋଟିନର ଆବଶ୍ୟକତା ପଡ଼ିଥାଏ । ତେବେ ଆଜିକାଲିର ଯୁବପୀଢ଼ି ବିଶେଷ କରି ଜିମ ଯାଉଥିବା ବ୍ୟକ୍ତିମାନେ ନିଜର ସ୍ୱାସ୍ଥ୍ୟକୁ…

ସୁଧୁରିବ ଭାରତ-ପାକ୍ ସମ୍ପର୍କ, ଏକାଠି ହେବେ ଦୁଇ ଭାଇ? ଭାରତ ଆସିବେ ପାକିସ୍ତାନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ପାକିସ୍ତାନ ଅତ୍ୟନ୍ତ ସଙ୍କଟଜନକ ପରିସ୍ଥିତି ଦେଇ ଗତି କରୁଥିବା ବେଳେ ଏହି ସମୟରେ ଏକ ବଡ଼ ଖବର ଆସିଛି । ଯଦି ସବୁକିଛି ଠିକଠାକ ରୁହେ, ତେବେ ଭାରତ-ପାକିସ୍ତାନ ଏକାଠି ହୋଇପାରନ୍ତି ଓ…

ପାକିସ୍ତାନ ୪ ଖଣ୍ଡ ହୋଇଯିବ, ୩ ଭାଗ ଭାରତକୁ ମିଳିବ: ବାବା ରାମଦେବଙ୍କ ବଡ଼ ବୟାନ

ନୂଆଦିଲ୍ଲୀ: ଆଜି ସାରା ଭାରତବାସୀ ୭୪ତମ ସାଧାରଣତନ୍ତ୍ର ଦିବସ ମନାଉଛନ୍ତି । ତେବେ ଏହି ଅବସରରେ ଯୋଗଗୁରୁ ବାବା ରାମଦେବ ପଡ଼ୋଶୀ ପାକିସ୍ତାନକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି । ବର୍ତ୍ତମାନ ସମୟରେ ସାରା ବିଶ୍ୱର…

IBM Corpରୁ ଛଟେଇ ହେଲେ ୩୯୦୦ କର୍ମଚାରୀ

ନୂଆଦିଲ୍ଲୀ: ସାରା ବିଶ୍ୱର ପ୍ରମୁଖ ଟେକ କମ୍ପାନୀଗୁଡ଼ିକ ଏବେ ସଙ୍କଟଜନକ ପରିସ୍ଥିତି ଦେଇ ଗତି କରୁଛନ୍ତି । ଏହା ମଧ୍ୟରେ ଗୁଗଲ, ଆମାଜନ, ଫେସବୁକ, ମାଇକ୍ରୋସଫ୍ଟ ପରି ନାମିଦାମୀ କମ୍ପାନୀମାନେ ବହୁ କର୍ମଚାରୀଙ୍କୁ ଛଟେଇ…

ଗ୍ୟାସ୍ ଲିକ କାରଣରୁ ୧୬ ଜଣଙ୍କ ଜୀବନ ଚାଲିଗଲା

ନୂଆଦିଲ୍ଲୀ: ବିପଦ ପାକିସ୍ତାନର ପିଛା ଛାଡ଼ୁନାହିଁ । ଗୋଟିଏ ପଟେ ଦେଶର ଆର୍ଥିକ ପରିସ୍ଥିତି ଦୁର୍ବଳ ଆଡ଼କୁ ଗତି କରୁଥିବା ବେଳେ ଏହି ସମୟରେ ପୁଣି ଘଟିଯାଇଛି ଏକ ବଡ଼ ଅଘଟଣ । ଗ୍ୟାସ ଲୋଡ ଶେଡିଂ ଓ ଲିକେଜ ସମସ୍ୟା ବିଭିନ୍ନ…

ଟିଭି ଓ ରେଡିଓ ପାଇଁ ପ୍ରସାର ଭାରତୀ ଏବଂ ଇଜିପ୍ଟର ନେସନାଲ ମିଡିଆ ଅଥରିଟି (ଏନଏମଏ) ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର

ନୂଆଦିଲ୍ଲୀ: ଟିଭି ଓ ରେଡିଓ ପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତି, ଦକ୍ଷତା ନିର୍ମାଣ ଏବଂ ବିଷୟବସ୍ତୁ (କଣ୍ଟେଣ୍ଟ) ବିନିମୟ ନିମନ୍ତେ ଭାରତ ଏବଂ ଇଜିପ୍ଟ ମଧ୍ୟରେ ଆଜି ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏହି…

ବିଗୁଡୁଛି ଅର୍ଥନୈତିକ ଅବସ୍ଥା, ଏବେ କର୍ମଚାରୀଙ୍କ ଦରମା କାଟିବା ପାଇଁ ଭାବୁଛନ୍ତି ସରକାର

ନୂଆଦିଲ୍ଲୀ:ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନର ଅବସ୍ଥା ଦିନକୁ ଦିନ ବିଗିଡିବାରେ ଲାଗିଛି। ଦୈନନ୍ଦିନ ଖାଦ୍ୟ ସାମଗ୍ରୀର ମୂଲ୍ୟ ଆକାଶଛୁଆଁ ହୋଇଚାଲିଛି । ଏହା ମଧ୍ୟରେ ଖବର ଆସୁଛି ଯେ ଏହି ସଙ୍କଟ ଯୋଗୁଁ…

ଲଖୀମପୁର ହିଂସାକାଣ୍ଡ: ଅଭିଯୁକ୍ତ ଆଶୀଷ ମିଶ୍ରାଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ୍

ନୂଆଦିଲ୍ଲୀ: ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ଉତ୍ତରପ୍ରଦେଶର ଲଖୀମପୁର ଖେରୀ ହିଂସାକାଣ୍ଡ ମାମଲାରେ ଆସିଛି ନୂଆ ଅପଡେଟ୍ । ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ କେନ୍ଦ୍ରମନ୍ତ୍ରୀ ଅଜୟ କୁମାର…