Browsing Category
ବିଦେଶ
ଦୁନିଆର ସବୁଠାରୁ ମୁକ୍ତଚିନ୍ତନ ଲୋକ କରନ୍ତି ଏଠି ବସବାସ: ୬ବର୍ଷର ଶିଶୁ ମଧ୍ୟ ରଖିପାରେ ଶାରୀରିକ ସମ୍ପର୍କ ଏବଂ ମନ ଇଚ୍ଛା କରିପାରିବେ ପାର୍ଟନର…
ଆଜି ବି ଦୁନିଆରେ ଏପରି ଅନେକ ଜନଜାତି ବାସ କରୁଛନ୍ତି ଯେଉଁମାନେ ସେମାନଙ୍କର ପୁରୁଣା ଉପାୟ ଅବଲମ୍ବନ କରି ଆଗକୁ ବଢୁଛନ୍ତି। ଏହି ଜନଜାତିର ଲୋକମାନେ ତଥାପି ପୁରାତନ ବିଶ୍ୱାସକୁ ଅନୁସରଣ କରନ୍ତି ଏବଂ ଏହା ଉପରେ…
ଉତ୍ତରକୋରିଆ ସରକାରଙ୍କ ଭୟଙ୍କର ଦଣ୍ଡ; ‘କେ-ଡ୍ରାମା’ ଦେଖିବାରୁ ୨ ହାଇସ୍କୁଲ ଛାତ୍ରଙ୍କୁ ହତ୍ୟା
ନୂଆଦିଲ୍ଲୀ: ଉତ୍ତର କୋରିଆ ଏକଛତ୍ରବାଦ ଶାସକ କିମ୍ ଓନ୍ ଜଙ୍ଗ ନିଜର ଏକଛତ୍ରବାଦ ଶାସନ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି । କେତେବେଳେ ପରମାଣୁ ପରୀକ୍ଷଣକୁ ନେଇ ସେ ଚର୍ଚ୍ଚାରେ ରୁହନ୍ତି ତ ଆଉ କେତେବେଳେ କଠୋର…
୧୨ ଶହ ଛାତ୍ରଙ୍କୁ ଖାଦ୍ୟରେ ଦିଆଯାଇଛି ବିଷ! ହିଜାବ ବିରୋଧୀ ଆନ୍ଦୋଳନକୁ ନେଇ ସାମ୍ନାକୁ ଆସିଲା ବଡ଼ ତଥ୍ୟ
ନୂଆଦିଲ୍ଲୀ: ଇରାନରେ ଦେଖାଦେଇଥିବା ହିଜାବ ବିରୋଧୀ ଆନ୍ଦୋଳନକୁ ନେଇ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି । ସରକାର ବିରୋଧୀ ଆନ୍ଦୋଳନରେ ସାମିଲ ହୋଇଥିବା ୧୨ଶହ ଛାତ୍ରଙ୍କୁ ଖାଦ୍ୟରେ ବିଷ ଦିଆଯାଇଥିଲା । ଏହାପରେ ସେମାନଙ୍କର…
ପୃଥିବୀ ପୃଷ୍ଠରୁ ଲୋପ ପାଇଯିବେ ପୁରୁଷ! କେବଳ ଜୀବିତ ରହିବେ ମହିଳା, Y Chromosome କ୍ରମଶଃ ସମାପ୍ତ ହେବାରେ ଲାଗିଛି – ରିସର୍ଚ୍ଚ
ନୂଆଦିଲ୍ଲୀ: ଦିନକୁ ଦିନ ବିଶ୍ୱର ପରିସ୍ଥିତି କ୍ରମଶଃ ଭୟଙ୍କର ଆଡ଼କୁ ଗତି କରୁଛି । ତେବେ ଏହା ମଧ୍ୟରେ ଏକ ଭୟଙ୍କର ରିସର୍ଚ୍ଚ ତଥ୍ୟ ସାମ୍ନାକୁ ଆସିଛି । ପୃଥିବୀ ପୃଷ୍ଠରେ ଆଗାମୀ ଦିନମାନଙ୍କରେ ପୁରୁଷଙ୍କୁ ଆଉ ଦେଖିବାକୁ…
ଲିଭ୍-ଇନ୍-ରିଲେସନ୍ସୀପ୍ ଉପରେ ପ୍ରତିବନ୍ଧକ ଲଗାଇଲେ ଏହି ଦେଶର ସରକାର, ପରକୀୟା ପ୍ରୀତି ଉପରେ ମଧ୍ୟ କଡ଼ା ନିୟମ ଲାଗୁ
ନୂଆଦିଲ୍ଲୀ: ମୁସଲିମ ବହୁଳ ଦେଶ ଇଣ୍ଡୋନେସିଆରେ ଲିଭ୍-ଇନ୍ ରିଲେସନସୀପ୍ ଉପରେ କଡ଼ା ନିୟମ ପ୍ରବର୍ତ୍ତନ କରିଛନ୍ତି ସରକାର। ବହୁପ୍ରତିକ୍ଷିତ ଏବଂ ବିବାଦୀୟ ଦଣ୍ଡସଂହିତାକୁ ସଂସୋଧନକୁ ଦେଶର ସଂସଦ ମଞ୍ଜୁରୀ ଦେଇଛି। ଏହି…
ଦୁନିଆର ସବୁଠାରୁ ମହଙ୍ଗା ପଦାର୍ଥ ‘ଆଣ୍ଟିମ୍ୟାଟର’: ଯାହାର ୧ ଗ୍ରାମ ପାଇଁ ଦେବାକୁ ଏତିକି କୋଟି
ପୃଥିବୀରେ ଏପରି ଅନେକ ପଦାର୍ଥ ରହିଛି ଯାହାର ମୂଲ୍ୟ କଳନା କରିହେବନାହିଁ । ତେବେ ଆମେ ଜାଣିବାରେ ଦାମୀ ସାମଗ୍ରୀ ମଧ୍ୟରେ ଦୁର୍ମୂଲ୍ୟ ଧାତୁ, ସୌଖୀନ ଗାଡ଼ି କି ବିଳାସପୂର୍ଣ୍ଣ ବଙ୍ଗଳା ବା ହୀରାଖଚିତ ଗହଣା ଆଦି ରହିଛି ।…
ଭୟଙ୍କର ଭୂସ୍ଖଳନ: ଆବର୍ଜନାରେ ଦବିଗଲା ବସ ସମେତ ଅନେକ ଯାନବାହନ; ୩୩ ମୃତ
ନୂଆଦିଲ୍ଲୀ: କଲମ୍ବିଆରେ ଭୂସ୍ଖଳନ ହେତୁ ପ୍ରାୟ ୩୩ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ବହୁ ସଂଖ୍ୟକ ଲୋକ ଫସି ରହିଥିବା ସୂଚନା ମିଳିଛି । ଲଗାଣ ବର୍ଷା ପାଇଁ ରିସରାଲଡା ପ୍ରଦେଶରେ ଭୂସ୍ଖଳନ ହୋଇ ଏକ ବସ୍ ଏବଂ ଅନେକ ଗାଡି ପୋତି…
ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ: ଜି-୨୦ ଅଧ୍ୟକ୍ଷତାକୁ ନେଇ ବୈଠକରେ ହେବେ ସାମିଲ
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ନୂଆଦିଲ୍ଲୀ ଯିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି । ଜି-୨୦ ଅଧ୍ୟକ୍ଷତାକୁ ନେଇ ଦିଲ୍ଲୀରେ ହେବାକୁ ଥିବା ବୈଠକରେ ସେ ଯୋଗ ଦେବେ ।…
ନିଦ୍ରାହୀନତା, ଦିନରେ ଶୋଇବା ଓ ଘୁଙ୍ଗୁଡ଼ି ମାରିବା ଅଭ୍ୟାସ ପାଇଁ ଚାଲିଯାଇପାରେ ଆପଣଙ୍କ ଦୃଷ୍ଟିଶକ୍ତି: ଗ୍ଲୁକୋମାର ଶିକାର ହେବେ ବିଶ୍ୱର ୧୧.୨…
ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ବିଜ୍ଞାନ ଯେତିକି ଆଗକୁ ଯାଉଛି, ମାନବ ସଭ୍ୟତା ଆଗରେ ସେହି ଅନୁପାତରେ ନୂଆ ନୂଆ ସମସ୍ୟା ଉଭା ହେବାରେ ଲାଗିଛି । ଦିନକୁ ଦିନ ବିଶ୍ୱର ଜଳବାୟୁରେ ପରିବର୍ତ୍ତନ ଘଟୁଥିବା ବେଳେ ମଣିଷ ସମାଜ…
ଗ୍ଲୋବାଲ ମାର୍କେଟରେ ହେବ ଚୀନ-ଭାରତ ଟକ୍କର! ଖେଳନା ଉଦ୍ୟୋଗରେ ବଢ଼ିବ PLI ବେନିଫିଟ୍, କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି
ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ଖେଳନା ଉଦ୍ୟୋଗର ଦ୍ରୁତ ଅଭିବୃଦ୍ଧି ଘଟୁଛି । ତେଣୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ସେକ୍ଟରକୁ ବିଶେଷ ଭାବେ ଫୋକସ୍ କରାଯାଉଛି । ଚୀନ ନିର୍ମିତ ଖେଳନା ଉପରେ ଦେଶରେ ଲଗାମ୍ ଲଗାଯିବା…