Browsing Category

ବିଦେଶ

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଘୋଷଣା, ‘TRUTH Social’ନାମରେ ଲଞ୍ଚ କରିବେ ନିଜର…

ୱାଶିଂଟନ୍: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମକୁ ନେଇ ବଡ଼ ଘୋଷଣା କରିଛନ୍ତି । ଡୋନାଲ୍ଡ ଟ୍ରମ୍ପ ଆଜି ଘୋଷଣା କରିଛନ୍ତି ଯେ ସେ ନିଜର ଏକ ସୋସିଆଲ ମିଡିଆ ପ୍ଲାଟଫର୍ମ…

ବାଂଲାଦେଶ ପୂଜା ମଣ୍ଡପରେ ଏହି ବ୍ୟକ୍ତି ରଖିଥିଲା କୁରାନ୍, ସାମନାକୁ ଆସିଲା ଭିଡିଓ

ନୂଆଦିଲ୍ଲୀ: ବାଂଲାଦେଶରେ ଲଗାତର ଭାବରେ ହିନ୍ଦୁ ବିରୋଧୀ ଅତ୍ୟାଚାର ବଢ଼ିବାରେ ଲାଗିଛି । ସେଠାରେ ଦୁର୍ଗାପୂଜା ପେଣ୍ଡାଲ ମାନଙ୍କରେ ହୋଇଥିବା ହମଲାରେ ତିନିଜଣଙ୍କ ମୃତ୍ୟୁ ହୋଇଯାଇଛି । ଏହା ଭିତରେ ବାଂଲାଦେଶର କୋମିଲା…

୭୦ ବର୍ଷ ତଳେ ମୃତ୍ୟୁବରଣ କରିଥିବା ମହିଳା ଆଜି ଯାଏଁ କରୁଛନ୍ତି ଜୀବନ ଦାନ, ଜାଣନ୍ତୁ କିପରି

ଜେନେଭା: ଜେନେଭାରୁ ଏକ ଆଶ୍ଚର୍ଯ୍ୟ କରିବାପରି ମାମଲା ସାମନାକୁ ଆସିଛି । ୭୦ ବର୍ଷ ପୂର୍ବରୁ କ୍ୟାନସର୍ ରେ ପୀଡ଼ିତ ହୋଇ ଜଣେ ମହିଳା ମୃତ୍ୟୁବରଣ କରିଥିବା ବେଳେ ଆଜି ବି ସେ ଲୋକଙ୍କ ଜୀବନ ବଞ୍ଚାଉଛନ୍ତି । କଥାଟି…

ଆଫଗାନିସ୍ତାନ୍‌ରେ ସୀମା ଟପିଲା ତାଲିବାନୀ କ୍ରୁରତା: ମହିଳା ଖେଳାଳିଙ୍କ ମୁଣ୍ଡ- ଗଣ୍ଡି ଅଲଗା କରି କଲେ ହତ୍ୟା

କାବୁଲ୍‌ : ଆଫଗାନିସ୍ତାନ୍‌କୁ ତାଲିବାନ ନିଜ କବ୍‌ଜାକୁ ନେବା ପରେ ସେଠାରେ ତାଲିବାନୀମାନେ ଅତ୍ୟାଚାର ଆରମ୍ଭ କରିଦେଇଛନ୍ତି । ଧୀରେ ଧୀରେ ତାଲିବାନଙ୍କ କ୍ରୁରତା ସବୁ ସୀମା ଟପିବାରେ ଲାଗିଛି । ତାଲିବାନୀ ଆତଙ୍କୀମାନେ…

ମାନବ ଶରୀରରେ ପ୍ରତ୍ୟାରୋପଣ ହେଲା ଘୁଷୁରୀ କିଡନୀ: ଦୀର୍ଘ ଦଶନ୍ଧି ଧରି ରିସର୍ଚ୍ଚ ପରେ ବୈଜ୍ଞାନିକଙ୍କୁ ମିଳିଲା ସଫଳତା

ନୂଆଦିଲ୍ଲୀ: କିଡନୀ ପ୍ରତ୍ୟାରୋପଣ କ୍ଷେତ୍ରରେ ବୈଜ୍ଞାନିକମାନଙ୍କୁ ଏକ ବଡ଼ ସଫଳତା ମିଳିଛି । ଏଣିକି ମାନବ ଶରୀରରେ ଘୁଷୁରୀର କିଡନୀକୁ ପ୍ରତ୍ୟାରୋପଣ କରିହେବ । ଦୀର୍ଘ ଦଶନ୍ଧି ଧରି ବୈଜ୍ଞାନିକମାନେ ପଶୁ ଅଙ୍ଗକୁ…

୧୦୮ କୋଟି ଟଙ୍କାର ଟେଲିସ୍କୋପ; ଦେଖାଯିବ ଗ୍ରହର ଉତ୍ପତି ଓ ବିଲୟ

ନୂଆଦିଲ୍ଲୀ: ନାସା ପକ୍ଷରୁ ଏକ ଟେଲିସ୍କୋପ ନିର୍ମାଣ କରାଯାଇଛି । ଜେମସ ୱେବ୍ ଟେଲିସ୍କୋପ ଯାହାକୁ ମହାକାଶରେ ନିୟୋଜିତ କରାଯିବ ଏହାର ମୂଲ୍ୟ ଶୁଣିଲେ ଆପଣ ମଧ୍ୟ ନିଜ କାନକୁ ବିଶ୍ୱାସ କରିପାରିବେ ନାହିଁ । ଏହି…

ସମୁଦ୍ରରୁ ମିଳିଲା ୯୦୦ ବର୍ଷର ପୁରୁଣା ଖଣ୍ଡା

ନୂଆଦିଲ୍ଲୀ: ସମୁଦ୍ରରୁ ମିଳିଲା ୯୦୦ ବର୍ଷର ପୁରୁଣା ଖଣ୍ଡା । ଇସ୍ରାଏଲ ସମୁଦ୍ର ଉପକୂଳରୁ ତିନି ଫୁଟ ଲମ୍ବର ଏହି ଖଣ୍ଡାକୁ ପାଇଛନ୍ତି ଜଣେ ସ୍କୁବା ଡାଇଭର । ତେବେ କେବଳ ଏହି ଖଣ୍ଡା ନୁହେଁ ଅନେକ ପୁରାତନ କଳାକୃତି ମଧ୍ୟ…

ବିଦେଶରେ ଭାରତୀୟ ARMYକୁ ସଫଳତା; ୯୬ଟି ଦେଶକୁ ପଛରେ ପକାଇଲା ଗୋର୍ଖା ରାଇଫଲ୍ସ

ନୂଆଦିଲ୍ଳୀ: ଭାରତୀୟ ସେନାକୁ ମିଳିଛି ଆଉ ଏକ କୃତିତ୍ୱ । ବିଦେଶରେ ସ୍ୱର୍ଣ୍ଣ ପଦକ ସହିତ ୪/୫ ଗୋର୍ଖା ରାଇଫଲ୍ସ ଏଭଳି ଇତିହାସ ରଚିଛି । ୟୁକେର ବ୍ରେକନରେ ଅନୁଷ୍ଠିତ କାମ୍ବ୍ରିଆନ ପ୍ୟାଟ୍ରୋଲ ଏକ୍ସରସାଇଜରେ ୯୬ଟି…

୬ ମାସ ହେଲା ପେଟରେ ରହିଥିଲା ମୋବାଇଲ୍, ଏକ୍ସରେ ଦେଖି ଡାକ୍ତର ମାନେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଜଣେ ବ୍ୟକ୍ତିଙ୍କ ପେଟରେ ଯନ୍ତ୍ରଣା ହେବାରୁ ସେ ଡାକ୍ତରଙ୍କ ପାଖକୁ ଯାଇଥିଲେ । ହେଲେ ଯେତେବେଳେ ଡାକ୍ତର ଯାଞ୍ଚ କରିବା ପାଇଁ ଏକ୍ସରେ କଲେ ସେତେବେଳେ ରିପୋର୍ଟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କଥା ହେଉଛି…

ଡେଟରେ ଯିବା ପାଇଁ ମହିଳା କର୍ମଚାରୀଙ୍କ ପାଖକୁ ମେଲ୍ ପଠାଉଥିଲେ ବିଲ୍ ଗେଟ୍ସ

ନୂଆଦିଲ୍ଲୀ: ବିଶ୍ୱର ଅନ୍ୟତମ ଧନୀବ୍ୟକ୍ତି ତଥା ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍ ଗେଟ୍ସଙ୍କୁ ନେଇ ଏକ ନୂଆ ଖୁଲାସା ହୋଇଛି । ବିଲ ନିଜର କମ୍ପାନୀରେ କାର୍ଯ୍ୟରତ ମହିଳା କର୍ମଚାରୀଙ୍କୁ ଡେଟରେ ଯିବା ପାଇଁ ମେଲ୍…