Browsing Category
ବିଦେଶ
ଶେଖ ହସିନା, ରେହାନା ଏବଂ ପିଲାମାନଙ୍କୁ ଗିରଫ କର, ବାଂଲାଦେଶୀ କୋର୍ଟ ଜାରି କଲେ ୱାରେଣ୍ଟ
ନୂଆଦିଲ୍ଲୀ: ବାଂଲାଦେଶତ ଏକ କୋର୍ଟ ରବିବାର ଦିନ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା, ତାଙ୍କ ଭଉଣୀ ରେହାନା, ବ୍ରିଟିଶ ସାଂସଦ ଟୁୂଲିପ ରିଜୱାନା ସିଦ୍ଦିକ ଏବଂ ୫୦ ଜଣ ଅନ୍ୟମାନଙ୍କ ବିରୋଧରେ ରାଜନୈତିକ ଆସନର…
ଟ୍ରମ୍ପଙ୍କ ସାମ୍ନାରେ ହାର୍ ମାନିଲା ଚୀନ! ରେସିପ୍ରୋକାଲ ଟାରିଫ ହଟାଇବାକୁ କଲା ଗୁହାରି
ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ ୱାରକୁ ନେଇ ଦୁଇ ମହାଶକ୍ତି ଆମେରିକା ଏବଂ ଚୀନ ମୁହାଁ ମୁହିଁ ହୋଇଛନ୍ତି। ଚୀନ ପ୍ରଥମେ ଏହାକୁ ନେଇ ତୀବ୍ରତା ପ୍ରକାଶ କରିଥିଲା। କିନ୍ତୁ ଧିରେ ଧିରେ…
ୟୁକ୍ରେନର ସୁମିରେ ଋଷର ଭୟଙ୍କର ଆକ୍ରମଣ, ବାଲାଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ରେ 21 ଜଣଙ୍କ ମୃତ୍ୟୁ
ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧ ପୁଣି ଥରେ ଭୟଙ୍କର ହେବାକୁ ଯାଉଛି । ଋଷ ୟୁକ୍ରେନର ସୁମିରେ ଏକ ବିପଜ୍ଜନକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ସାହାଯ୍ୟରେ ଆକ୍ରମଣ କରିଛି, ଯାହା ସୁମିରେ ବ୍ୟାପକ ଧ୍ୱଂସ ଘଟାଇଛି । ଏହି…
ଦେଶ ଛାଡି ଚାଲିଯାଓ ନଚେତ୍…ଆମେରିକାରେ ରହୁଥିବା ବିଦେଶୀ ନାଗରିକଙ୍କ ପାଇଁ ଟ୍ରମ୍ପ ତିଆରି କଲେ ନୂଆ ନିୟମ
ନୂଆଦିଲ୍ଲୀ: ଟ୍ରମ୍ପ ସରକାର ଆମେରିକାରେ ବିଦେଶୀ ନାଗରିକଙ୍କ ପାଇଁ ଏକ ନୂଆ ନିୟମ ଲାଗୁ କରିଛନ୍ତି । ନୂତନ ନିୟମ ଅନୁଯାୟୀ, 30 ଦିନରୁ ଅଧିକ ସମୟ ପାଇଁ ଆମେରିକାରେ ରହୁଥିବା ବିଦେଶୀ ନାଗରିକମାନଙ୍କୁ ନିଜକୁ ପଞ୍ଜୀକରଣ…
ମିଆଁମାରରେ ପୁଣି ଭୂକମ୍ପ ଝଟକା: ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକ
ନୂଆଦିଲ୍ଲୀ: ମିଆଁମାରରେ ୧୩ ଏପ୍ରିଲ୍ ୨୦୨୫ ରବିବାର ସକାଳୁ ସକାଳୁ ପୁଣି ଥରେ ଭୂମିକମ୍ପର ତୀବ୍ର ଝଟକା ଅନୁଭୂତ ହୋଇଥିଲା, ଯାହା ଯୋଗୁଁ ଲୋକମାନେ ଭୟଭୀତ ହୋଇ ଘରୁ ପଳାଇ ଆସିଥିଲେ । ରବିବାର ସକାଳେ ହୋଇଥିବା ଭୂମିକମ୍ପର…
Tariff War: ଟ୍ରମ୍ପଙ୍କ ବଡ଼ ଘୋଷଣା, ଏସବୁ ଇଲେକ୍ଟି୍ ସାମଗ୍ରୀ ଉପରେ କରିଦେଲେ ଛାଡ଼
ୱାଶିଂଟନ,୧୨ା୪: ଟାରିଫ୍ ବା ଶୁଳ୍କ ଯୁଦ୍ଧ ମାଧ୍ୟମରେ ବିଶ୍ୱରେ ଅସ୍ଥିରତା ସୃଷ୍ଟି କରିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ସ୍ମାର୍ଟଫୋନ, କମ୍ପ୍ୟୁଟର ଏବଂ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ ସାମଗ୍ରୀକୁ…
WhatsApp ଡାଉନ୍: ହେଉନି ଷ୍ଟାଟସ୍ ଅପଲୋଡ୍ କି ଯାଉନି ମେସେଜ୍, ପଞ୍ଜୀକୃତ ହେଲା ୫୯୭ ଅଭିଯୋଗ
ଓ୍ବାଶିଂଟନ୍/ନୂଆଦିଲ୍ଲୀ,୧୨ା୪: ଶନିବାର କିଛି ୟୁଜର୍ସଙ୍କ ପାଇଁ ମେସେଜିଂ ପ୍ଲାଟଫର୍ମ ହ୍ୱାଟ୍ସଆପ୍ କାମ କରୁନଥିବା ପରି ମନେ ହେଉଛି। କିଛି ୟୁଜର ଆଜି ସନ୍ଧ୍ୟାରେ ମେଟା-ମାଲିକାନାଧୀନ ଆପ୍ରେ ସେମାନଙ୍କର ଷ୍ଟାଟସ୍…
ଶକ୍ତ ଭୂମିକମ୍ପର ଝଟକା ପାଇଲା ପାକିସ୍ତାନ, ରିକ୍ଟର ସ୍କେଲରେ ୫.୮ ତୀବ୍ରତା
ନୂଆଦିଲ୍ଲୀ: ଶନିବାର ଦିନ ପାକିସ୍ତାନରେ ଭୂମିକମ୍ପ ଅନୁଭୂତ ହୋଇ ଅନେକ ଅଞ୍ଚଳକୁ ଦୋହଲାଇ ଦେଇଛି। ଏହାର ତୀବ୍ରତା ରିଚ୍ଟର ସ୍କେଲରେ 5.8 ରେ ମାପ କରାଯାଇଛି। ଭୂମିକମ୍ପ ଅନୁଭୂତ ହେବା ମାତ୍ରେ ଲୋକମାନେ ଘରୁ ବାହାରକୁ…
ଭୂମିକମ୍ପରେ ଥରିଲା ତାଜିକିସ୍ତାନ, ରିକ୍ଟର ସ୍କେଲରେ ମପାଗଲା ଏତିକି ତୀବ୍ରତା
ନୂଆଦିଲ୍ଲୀ: ତାଜିକିସ୍ତାନରେ ବର୍ତ୍ତମାନ ଭୂମିକମ୍ପ ଅନୁଭୂତ ହୋଇଛି। ନେସନାଲ ସେଣ୍ଟର ଫର ସିସ୍ମୋଲୋଜୀ ଅନୁଯାୟୀ, ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୪.୨ ମାଗ୍ନିଚ୍ୟୁଡ ଜାରି କରାଯାଇଛି। ଏହି ଭୂମିକମ୍ପର କେନ୍ଦ୍ର…