Browsing Category

ବିଦେଶ

ଆରାମ କରିବା ପାଇଁ ସମସ୍ତ କର୍ମଚାରୀଙ୍କୁ ଛୁଟି ଦେଲା ଏହି ବୃହତ୍ କମ୍ପାନୀ, ଜାଣନ୍ତୁ କେତେଦିନ

ନୂଆଦିଲ୍ଲୀ, ୩ା୪: ପ୍ରାଇଭେଟ କମ୍ପାନୀରେ ଚାକିରି କରୁଥିବା କର୍ମଚାରୀଙ୍କୁ ଛୁଟି ଯେ କେତେ ସହଜରେ ମିଳେ, ତାହା ଜଣେ ଭୁକ୍ତଭୋଗୀ ହିଁ ଜାଣିଥିବ । ଅନେକ କମ୍ପାନୀରେ ଛୁଟି ମାଗିଲେ ଚାକିରି ହରେଇବାର ଭୟ ରହିଥାଏ ।…

କରୋନା ସଂକ୍ରମଣ ଥମିବାର ନାଁ ଧରୁନି, ସରକାର ସମଗ୍ର ଦେଶରେ ଲାଗୁକଲେ ଲକଡାଉନ୍, ଜାଣନ୍ତୁ କେବେ

ଢାକା, ୩ା୪: ଦେଶରେ କରୋନା ସଂକ୍ରମଣ କମିବାର ନାଁ ଧରୁନାହିଁ । ଭାରତରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ପଡ଼ୋଶୀ ଦେଶ ବାଂଲାଦେଶ ସରକାର ସମଗ୍ର ଦେଶକୁ ଲକଡାଉନ ଘୋଷଣା କରିଛନ୍ତି । ତେବେ ଏହି ଲକଡାଉନ୍ ଆସନ୍ତା…

ଭୟଙ୍କର ଟ୍ରେନ୍ ଦୁର୍ଘଟଣା: ୪୧ ମୃତ, ୬୦ ଆହତ

ତାଇପେଇ, ୩ା୪: ତାଇୱାନରେ ଏକ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୪୧ ଜଣଙ୍କର ମୃତ୍ୟୁ ଘଟିଛି । ଏଥିସହ ୬୦ ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି । ଏକ ଟ୍ରକକୁ ଧକ୍କା ଦେବା ପରେ ଟ୍ରେନଟି ଏକ…

ୱାଶିଂଟନ କ୍ୟାପିଟାଲ କମ୍ପେ୍ଲକ୍ସ ଉପରେ ଆକ୍ରମଣ

ୱାଶିଂଟନ,୩ ।୪: ଆମେରିକାର ୱାଶିଂଟନ କ୍ୟାପିଟାଲ କମ୍ପେ୍ଲକ୍ସ ଉପରେ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ଜଣେ କ୍ୟାପିଟାଲ ପୋଲିସ ଅଧିକାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଜଣେ ସନ୍ଦିଗ୍ଧ କାର ଚାଳକ…

କୋରୋନା ମୃତ୍ୟୁ ସଂଖ୍ୟା ୨୮.୫୦ ଲକ୍ଷ

ନୂଆଦିଲ୍ଲୀ,୩ ।୪ : ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ବିଶ୍ୱରେ କୋରୋନା ମୃତ୍ୟୁ ସଂଖ୍ୟା ୨୮ ଲକ୍ଷ ୫୦ ହଜାର ୧୫୨କୁ ବୃଦ୍ଧିପାଇଛି । ସଂକ୍ରମିତଙ୍କ ସଂଖ୍ୟା ୧୩ କୋଟି ୮ ଲକ୍ଷ ୨ ହଜାର…

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୨୮.୩୯ ଲକ୍ଷରେ ପହଞ୍ଚିଲା

ନୂଆଦିଲ୍ଲୀ, ୨ା୪ (ଓଡିଶା ଭାସ୍କର): ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୨୮ ଲକ୍ଷ ୩୯ ହଜାର ୫୧୦ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା…