Browsing Category

ବିଦେଶ

ଚର୍ଚ୍ଚ ଭିତରେ ସାଂସଦଙ୍କୁ ଛୁରୀ ଭୁସି ହତ୍ୟା

ନୂଆଦିଲ୍ଲୀ: ଚର୍ଚ୍ଚ ଭିତରେ ସାଂସଦଙ୍କୁ ହତ୍ୟା । ଭୋଟରଙ୍କ ସହିତ ଆଲୋଚନା ସମୟରେ ଜଣେ ବ୍ୟକ୍ତି ଆକ୍ରମଣ କରିବାରୁ ସାଂସଦଙ୍କ ମୃତ୍ୟୁ ଘଟିଛି । ଘଟଣାଟି ଘଟିଛି ବ୍ରିଟେନରେ । ବ୍ରିଟିଶ ସାଂସଦ ଡେଭିଡ ଏମ୍ସଙ୍କୁ…

ତାଲିବାନ ଗଡ଼ରେ ମସଜିଦ ବିସ୍ଫୋରଣ; ନମାଜ ପଢୁଥିବା ସମୟରେ ୩୨ ମୃତ; ୪୦ ଆହତ

ନୂଆଦିଲ୍ଳୀ: ଆଫଗାନିସ୍ତାନର ଏକ ମସଜିଦରେ ବିସ୍ଫୋରଣ ଘଟିବା ସହିତ ୩୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଆଫଗାନିସ୍ତାନର କାନ୍ଦାହାରରେ ଶୁକ୍ରବାର ଏହି ବିସ୍ଫୋରଣ ଘଟିଥିଲା । ଶିୟା…

ବିପଜ୍ଜନକ ବ୍ୟକ୍ତି ଓ ସଂସ୍ଥାର ନାମ ପ୍ରକାଶ: ଲିକ୍ ହେଲା Facebookର Secret ଲିଷ୍ଟ

ନୂଆଦିଲ୍ଲୀ: ଫେସବୁକ ପକ୍ଷରୁ ୧୦୦୦ରୁ ଅଧିକ ସଂସ୍ଥା ଓ ବ୍ୟକ୍ତିଙ୍କୁ ବିପଜ୍ଜନକ ଦର୍ଶାଇ ସେମାନଙ୍କ ନାମ ଘୋଷଣା କରାଯିବା ସହିତ ବ୍ୟାନ କରାଯାଇଛି । ସୋସିଆଲ ମିଡିଆ ସଂସ୍ଥା ପକ୍ଷରୁ ପ୍ରକାଶିତ ଏହି ତାଲିକାରେ କମ୍ପାନୀ…

୯୦ ବର୍ଷ ବୟସରେ ଅନ୍ତରୀକ୍ଷ ଯାତ୍ରା କଲେ ଏହି ଅଭିନେତା

ଟେକ୍ସାସ: ୯୦ ବର୍ଷ ବୟସରେ ଅନ୍ତରୀକ୍ଷ ଯାତ୍ରା କରି ଇତିହାସ ରଚିଛନ୍ତି ଅଭିନେତା ତଥା ନିର୍ଦ୍ଦେଶକ ୱିଲିୟମ୍ ସାଟନର୍ । ସେ ଜେଫ୍ ବେଜୋସ୍ ଙ୍କ କମ୍ପାନୀ ବ୍ଲୁ ଅରିଜିନ୍ ର ନୁତନ ଶେଫର୍ଡ ରକେଟ୍ ଜରିଆରେ ଅନ୍ତରିକ୍ଷ…

Cryptocurrency ବ୍ୟବହାରରେ ବିଶ୍ୱରେ ଭାରତ ଏକ ନମ୍ବର; ପଛରେ ରହିଲା ଆମେରିକା

ନୂଆଦିଲ୍ଲୀ: ଭାରତ ସରକାରଙ୍କ ପକ୍ଷରୁ କ୍ରିପଟୋକରେନ୍ସି ପାଇଁ ନୂତନ ଆଇନ ଆଣିବାର ବ୍ୟବସ୍ଥା କରାଯାଉଥିବା ବେଳେ ସମଗ୍ର ବିଶ୍ୱରେ ଏହା ଟ୍ରେଣ୍ଡରେ ରହୁଛି । ତେବେ ଏହା ମଧ୍ୟରେ ଏକ ଚକିତ କରିଦେବା ଭଳି ଖବର ସାମ୍ନାକୁ…

ଆଜି ପୃଥିବୀ ସହ ଧକ୍କା ହେବ ସୋଲାର ଷ୍ଟୋର୍ମ, କାମ କରିବନି ମୋବାଇଲ

ନୂଆଦିଲ୍ଲୀ: ଭୟଙ୍କର ସୋଲାର ଷ୍ଟୋର୍ମ ପୃଥିବୀ ଆଡକୁ ଦ୍ରୁତ ଗତିରେ ମାଡିଆସୁଥିବା ନେଇ ଆମେରିକା ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି । ଆସନ୍ତା କିଛି ଘଣ୍ଟାରେ ଏହି ସୌର ତୁଫାନ୍ ବା ସୋଲାର ଷ୍ଟୋର୍ମ ପୃଥିବୀ ସହିତ…

ଫେରିପାରେ ‘ବ୍ଲାକ ଡେଥ୍’ ମହାମାରୀ ! ଋଷ ଡାକ୍ତର ଦେଲେ ସତର୍କ ସୂଚନା

ନୂଆଦିଲ୍ଲୀ: ଫେରିପାରେ ‘ବ୍ଲାକ ଡେଥ୍’ ମହାମାରୀ । ‘ବ୍ଲାକ ଡେଥ୍’ ମହାମାରୀକୁ ନେଇ ସତର୍କ ଚେତାବନୀ ଦେଇଛନ୍ତି ଋଷିଆର ଶ୍ରେଷ୍ଠ ଡାକ୍ତର ଆନ୍ନା ପୋପୋଭା । ସେ କହିଛନ୍ତି ପାଣିପାଗରେ ପରିବର୍ତ୍ତନ ତଥା ଗ୍ଲୋବାଲ…

ଆଫଗାନିସ୍ତାନକୁ ୟୁରୋପୀୟ ୟୁନିଅନର ୧ ବିଲିୟନ ୟୁରୋ ପ୍ୟାକେଜ ଘୋଷଣା

ନୂଆଦିଲ୍ଲୀ: ଆଫଗାନିସ୍ତାରେ ତାଲିବାନ କବ୍ଚା ପରଠାରୁ ସେଠାରେ ଆର୍ଥିକ ସ୍ଥିତି ଖରାପ ହେବାରେ ଲାଗିଛି । ନିକଟରେ ଆଫଗାନିସ୍ତାନରେ ବେରୋଜଗାରୀ, ଦାରିଦ୍ର୍ୟ ଏବଂ ଖାଦ୍ୟ ସଙ୍କଟ ଦେଖାଦେଇଥିବା ନେଇ ରିପୋର୍ଟ ପ୍ରକାଶିତ…

ପୃଥିବୀ ବାହାରେ ରହିଛି ଜୀବନ! ବୈଜ୍ଞାନିକଙ୍କୁ ମିଳିଲା ପ୍ରମାଣ

ନୂଆଦିଲ୍ଲୀ: ପୃଥିବୀ ବାହାରେ ଅନ୍ୟ କୌଣସି ଗ୍ରହରେ ଜୀବସତ୍ତା ରହିଛି କି ନାହିଁ ? ତାହା ଆଜି ପର୍ଯ୍ୟନ୍ତ ଏକ ରହସ୍ୟ ହୋଇଆସିଛି । କିନ୍ତୁ ଏହାରି ମଧ୍ୟରେ ବୈଜ୍ଞାନିକ ଏବେ ଏକ ରେଡିଓ ସିଗ୍ନାଲ ପାଇଛନ୍ତି, ଯାହା ଆଧାରରେ…

Whatsapp ବ୍ୟବହାର କାରଣରୁ ମୁସଲିମ ମହିଳା ଅଟକ; ଦାଏର ହେଲା ଅପରାଧିକ ମାମଲା

ନୂଆଦିଲ୍ଲୀ: ଟେକ୍ନୋଲୋଜିରେ ଆମେ ଦିନକୁ ଦିନ ଆଗକୁ ବଢୁଥିବା ବେଳେ ହ୍ୱାଟ୍ସଆପ୍ ବ୍ୟବହାର ପାଇଁ ଜଣେ ମହିଳା ଅଡୁଆରେ ପଡିଛନ୍ତି । ମୁସଲିମ ମହିଳା ଜଣଙ୍କୁ ହ୍ୱାଟ୍ସଆପ୍ ବ୍ୟବହାର କାରଣରୁ ଅଟକ ରଖାଯିବା ସହିତ ଅପରାଧିକ…