Browsing Category
ବିଦେଶ
ହୃଦଘାତରେ ଚାଲିଗଲା ହାନ ଜୋଙ୍ଗ-ହିଙ୍କ ପ୍ରାଣ, ସାମସଙ୍ଗ ଇଲେକ୍ଟ୍ରୋନିକ୍ସର ଥିଲେ co-CEO
ନୂଆଦିଲ୍ଲୀ: ଦକ୍ଷିଣ କୋରିଆ ସାମସଙ୍ଗ ଇଲେକ୍ଟ୍ରୋନିକ୍ସର ସହ-ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ହାନ ଜୋଙ୍ଗ-ହିଙ୍କର ମଙ୍ଗଳବାର ଦିନ ପରଲୋକ ଘଟିଛି । ହୃତଘାତରେ ତାଙ୍କର ପରଲୋକ ଘଟିଛି ବୋଲି ସୂଚନା ମିଳିଛି ।…
ଭୂମିକମ୍ପରେ କମ୍ପିଲା ଭୂଇଁ, ରିକ୍ଟର ସ୍କେଲରେ ମପାଗଲା ୬.୫ ତୀବ୍ରତା
ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୬.୫ ମପାଯାଇଛି । ଏହି ଭୂମିକମ୍ପ ଦକ୍ଷିଣ ଦ୍ୱୀପ ନୂୟଜିଲ୍ୟାଣ୍ଡର ପଶ୍ଚିମ ତଟରେ ହୋଇଛି ।
National…
ଏହି ଗ୍ୟାଜେଟ୍ ଯୋଗୁଁ ଜୀବନ ବିପଦରେ ! ବିମାନରେ ଲାଗିଗଲା ନିଆଁ, ଯଦି ଆପଣ ଏହାକୁ ନେଇ ଯାଉଛନ୍ତି ତେବେ ସାବଧାନ୍
ନୂଆଦିଲ୍ଲୀ: ହଂକଂ ଏୟାରଲାଇନ୍ସର ଏକ ବିମାନକୁ ସେହି ସମୟରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଲା ଯେତେବେଳେ ଉପର ମୁଣ୍ଡରେ ଥିବା ଲଗେଜ୍ ବଗିରେ ହଠାତ୍ ନିଆଁ ଲାଗିଗଲା । ଏହି ବିମାନର ଜରୁରୀକାଳୀନ ଅବତରଣର କାରଣ ହେଉଛି…
ଭାରତରେ କର୍ମଚାରୀ ଛଟେଇ କଲା ବୋଇଂ କମ୍ପାନୀ, ବେଙ୍ଗାଲୁରୁରୁ ହେଲେ ଏତିକି…
ନୂଆଦିଲ୍ଲୀ,୨୩ା୩: ଆମେରିକୀୟ ବିମାନ ଉତ୍ପାଦନକାରୀ କମ୍ପାନୀ ବୋଇଂ ବେଙ୍ଗାଲୁରୁର ଇଞ୍ଜିନିୟରିଂ ଟେକ୍ନୋଲୋଜି କେନ୍ଦ୍ରରୁ୧୮୦କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀ ସାରା ବିଶ୍ୱରେ ଏହାର କାର୍ଯ୍ୟାଳୟରେ କର୍ମଚାରୀଙ୍କ…
ଜଙ୍ଗଲରେ ଭୟଙ୍କର ନିଆଁ, ଜରୁରୀକାଳୀନ ପରିସ୍ଥିତି ଘୋଷଣା
ସିଓଲ,୨୩ା୩: ଜଙ୍ଗଲରେ ଲାଗିଛି ଭୟଙ୍କର ନିଆଁ । ଆୟତ୍ତ କରିବାକୁ ନାକେଦମ୍ ହୋଇଗଲେଣି ଅଗ୍ନିଶମ କର୍ମଚାରୀ । ଏପରି ନିଆଁ ଲାଗିଛି ଦକ୍ଷିଣକୋରିଆ ଜଙ୍ଗଲରେ ।ଦକ୍ଷିଣ କୋରିଆର ଦକ୍ଷିଣ-ପୂର୍ବାଞ୍ଚଳରେ ଭୟଙ୍କର ବନାଗ୍ନି…
NASAରେ ଇଣ୍ଟର୍ଣ୍ଣଶିପ୍ କରିବାକୁ ଚାହୁଁଛନ୍ତି କି? ଜାଣନ୍ତୁ କିପରି କରିବେ ଆବେଦନ…
ଓ୍ବାଶିଂଟନ,୨୩ା୩: NASAର କିଛି ସ୍ବତନ୍ତ୍ର କାର୍ଯ୍ୟକ୍ରମ ମଧ୍ୟ ଅନ୍ତର୍ଜାତୀୟ ଛାତ୍ରମାନଙ୍କ ପାଇଁ ଖୋଲା ଅଛି, କିନ୍ତୁ ସେଗୁଡ଼ିକ ମୁଖ୍ୟତଃ ଯୁକ୍ତରାଷ୍ଟ୍ର ଆମେରିକାର ସ୍ପେସ୍ ଏଜେନ୍ସିର ପାର୍ଟନର ସ୍ପେସ ଏଜେନ୍ସି…
ପାକିସ୍ତାନରେ ନମାଜ ପଢ଼ିବା ଅପରାଧ, ୫୦ ଜଣଙ୍କ ନାଁରେ FIR
ଇସଲାମାବାଦ: ପାକିସ୍ତାନରେ ନମାଜ ପଢିବା ବି ଏକ ଅପରାଧ! ଏହି ଅପରାଧରେ ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଅହମଦିଆ ସମ୍ପ୍ରଦାୟର ୫୦ ଜଣଙ୍କ ବିରୁଦ୍ଧରେ ଥାନାରେ ମାମଲା ରୁଜୁ ହୋଇଛି। ସେମାନଙ୍କ ଉପରେ ଶୁକ୍ରବାର ଦିନ ନମାଜ…
ମଦ ଦୋକାନରେ ଯୁକ୍ତି ତର୍କ, ଆମେରିକାରେ ଦୁଇ ଭାରତୀୟଙ୍କୁ ଗୁଳି କରି ହତ୍ୟା
ନୂଆଦିଲ୍ଲୀ: ଆମେରିକାର ଭର୍ଜିନିଆର ଆକୋମାକ୍ କାଉଣ୍ଟିରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ଯେଉଁଥିରେ ଗୁଜରାଟର ମେହସାଣା ଜିଲ୍ଲାର କାନୋଡା ଗାଁର ପଟେଲ ପରିବାରର ଦୁଇ ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଛି ।…
ରାକ୍ଷସୀ ମା’, ବୁଲାଇବାକୁ ନେଇ ନାବାଳକ ପୁଅର ତଣ୍ଟି କାଟି ମାରିଦେଲା
ଆମେରିକା: ନୃଶଂସ ମା'। ନିଜ ଜନ୍ମକଲା ଛୁଆର ତଣ୍ଟିକାଟି ମାରିଦେଲା। ବୁଲାଇବାକୁ ସାଙ୍ଗରେ ନେଇକି ଗଲା। ମାଆ ଏବଂ ନାବାଳକ ପୁଅ ଛୁଟି କାଟିବା ପାଇଁ ବେଶ ଉତ୍ସାହର ସହ ବୁଲିବା ପାଇଁ ବାହାରିଲେ। ହୋଟେଲରେ ମଧ୍ୟ ରହିଲେ।…
ପାର୍କରେ ଚାଲିଥିଲା ସଙ୍ଗୀତ କାର୍ଯ୍ୟକ୍ରମ, ହଠାତ୍ ହେଲା ଗୁଳି ବର୍ଷା, ୩ ମୃତ
ଆମେରିକା: ପାର୍କରେ ଆଖିବୁଜା ଗୁଳିମାଡ଼। ଦୁର୍ବୃତ୍ତର ଗୁଳିମାଡରେ ୩ ମୃତ, ୧୫ରୁ ଅଧିକ ଗୁରୁତର। ରାତି ପ୍ରାୟ ୧୦ଟାରେ ପାର୍କରେ ଏକ ଲୋକପ୍ରିୟ ସଙ୍ଗୀତ ଏବଂ ମନୋରଞ୍ଜନର ଆସର ଜମିଥିଲା। ଠିକ୍ ସେହି ସମୟରେ ପାର୍କରେ…