Browsing Category
ବିଦେଶ
ଶାଶୂଙ୍କ ପାଇଁ ବୟଫ୍ରେଣ୍ଡ ଖୋଜୁଛି ବୋହୂ, ୭୨ ହଜାର ଅଫର୍…
ଓଡ଼ିଶା ଭାସ୍କର ବ୍ୟୁରୋ: ଭଡ଼ାରେ କଣ ନ ମିଳୁଛି! କିନ୍ତୁ କୁହାଯାଏ ଜୀବନରେ ସବୁ ମିଳିପାରିବ, ମା’ ବାପାଙ୍କୁ ଛାଡ଼ି । ହେଲେ ଆଜିକାଲିର ପିଢ଼ି ସେସବୁକୁ ଅତିକ୍ରମ କରିବାକୁ ବି ଉଦ୍ୟମ କଲେଣି । ତେବେ ଏଠାରେ ଆମେ କହୁଛୁ…
ରାକ୍ଷସ ପରି ମଣିଷ ଶିକାର କରୁଛି ଏକ ସାମୁଦ୍ରିକ ପକ୍ଷୀ, ଜାଣନ୍ତୁ କେଉଁଠି
ନୂଆଦିଲ୍ଲୀ: ସାଧାରଣତଃ ଆମ ଚାରିପାଖରେ ଅନେକ ଭୟଙ୍କର ପଶୁ ଓ ପକ୍ଷୀ ବାସ କରନ୍ତି । ତେବେ ଅନେକ ପକ୍ଷୀ ହିଂସ୍ର ହୋଇଥିଲେ ମଧ୍ୟ ସେମାନେ ମଣିଷର କୌଣସି କ୍ଷତି ସାଧନ କରନ୍ତି ନାହିଁ । ବେଳେବେଳେ ଅନେକ ଭୟଙ୍କର ପକ୍ଷୀ…
ତାଲିବାନଙ୍କୁ ସାହାଯ୍ୟ କରିବା ପାଇଁ ପାକିସ୍ତାନ ପଠାଇଲା ୧୦ହଜାର ଜିହାଦୀ, ଭାରତ-ଚୀନ ସାମନାରେ ଇମ୍ରାନଙ୍କ ଉପରେ ବର୍ଷିଲେ ଆଫଗାନିସ୍ତାନ…
ନୂଆଦିଲ୍ଲୀ: ଆଫଗାନିସ୍ତାନ ରାଷ୍ଟ୍ରପତି ଅଶରଫ୍ ଗନୀ ଶୁକ୍ରବାର ଦିନ ତାସକେଣ୍ଟରେ ଅନୁଷ୍ଠିତ ଏକ ଆଞ୍ଚଳିକ ସମ୍ମିଳନୀରେ ପାକିସ୍ତାନକୁ ସମାଲୋଚନା କରିଛନ୍ତି । ଆଫଗାନିସ୍ତାନରେ ବିଦେଶୀ ଆତଙ୍କବାଦୀଙ୍କ ପ୍ରବେଶ ଏବଂ…
ଚିନ୍ତା ବଢ଼ାଇଛି ମଙ୍କିପକ୍ସ ଭାଇରସ୍: ସଂର୍ସ୍ପଶରେ ଆସିବା ମାତ୍ରେ ଶରୀରରେ ହେଉଛି ଫୋଟକା
ନୂଆଦିଲ୍ଲୀ: କରୋନା ମହାମାରୀ ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା ବେଳେ ଏବେ ଆମେରିକାରେ ଆଉ ଏକ ନୁତନ ଭାଇରସ୍ ଦେଖିବାକୁ ମିଳିଛି । ଟେକ୍ସାସ୍ ରେ ଜଣେ ରୋଗୀଙ୍କ ଠାରେ ଲପରି ଏକ ଲକ୍ଷଣ ଦେଖିବାକୁ ମିଳିଛି ଯାହା ଏବେ…
ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୪୦.୯୧କୁ ବୃଦ୍ଧି
ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୪୦ ଲକ୍ଷ ୯୧ ହଜାର ୪୭୧ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯ କୋଟି ୨ ଲକ୍ଷ ୬୬…
୧୫ରୁ ୪୫ ବର୍ଷର ନାରୀଙ୍କ ତାଲିକା ମାଗିଲା ତାଲିବାନ; କରିବେ ଏମିତି କାମ
ନୂଆଦିଲ୍ଲୀ: ଆଫଗାନିସ୍ତାନରୁ ଆମେରିକା ନିଜର ସେନା ପ୍ରତ୍ୟାହାର କରିବା ପରେ ଆଫଗାନ ବାସୀଙ୍କ କଷ୍ଟ ବଢିବାରେ ଲାଗିଛି । ନିୟମିତ ହିଂସାକାଣ୍ଡରେ ଆଫଗାନ ବାସୀ ହଇରାଣ ହେଉଥିବା ବେଳେ ଏବେ ତାଲିବାନର ଆଉ ଏକ ବର୍ବରତା…
ଶରୀରରୁ ଝାଳକୁ ଶେଷ କରିବାକୁ ଅପରେସନ କରିଥିଲେ ଫିଟନେସ୍ ମଡେଲ୍, କିନ୍ତୁ ଚାଲିଗଲା ଜୀବନ
ଶରୀରରୁ ଲଗାତାର ଭାବେ ବାହାରୁଥିବା ଝାଳକୁ ରୋକିବା ପାଇଁ ଅପରେସନ କରିବା ଜଣେ ଫିଟନେସ ମଡେଲଙ୍କୁ ମହଙ୍ଗା ପଡ଼ିଛି । ଯେଉଁ କାରଣରୁ ତାଙ୍କର ମୃତ୍ୟୁ ଘଟିଛି । ସେ ହେଉଛନ୍ତି ଲୋକପ୍ରିୟ ମ୍ୟାକ୍ସିକନ ଫିଟନେସ୍…
ପଶୁ ପରି ଅବସ୍ଥା ଭୋଗିଲୁଣି, ଦୟା କରି ଭାରତ ପଠାଇବାର ବ୍ୟବସ୍ଥା କରି ଦିଅନ୍ତୁ… ମୋଦୀଙ୍କୁ ୫ ଭାରତୀୟଙ୍କ ଗୁହାରି
ତେହରାନ୍: ଇରାନ୍ ରେ ଫସିରହିଥିବା ୫ଜଣ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭାରତ ଫେରାଇ ନେବାକୁ ଗୁହାରି କରିଛନ୍ତି । ଏହି ଭାରତୀୟ ନାବିକ ଏକ ଭିଡିଓ ମାଧ୍ୟମରେ ଗୁହାରି କରି ସେମାନଙ୍କୁ ଭାରତ ଫେରାଇ…
ଫିଲ୍ମ କରିବା ଆଳରେ ସେକ୍ସ ରାକେଟ୍ ଚଳାଉଥିଲା ପ୍ରଡ୍ୟୁସର, ଏପରି କରୁଥିଲା ଝିଅ ସପ୍ଲାଏ
ନୂଆଦିଲ୍ଲୀ: ପ୍ରଡକ୍ସନ କମ୍ପାନୀ ଆଳରେ ଝିଅ ସପ୍ଲାଏ କରୁଥିବା ହଲିଉଡର ଜଣେ ଦିଗଜ୍ଜ ଚଳଚ୍ଚିତ୍ର ନିର୍ମାତାଙ୍କୁ ଗିରଫ କରାଯାଇଛି । ପ୍ରଡ୍ୟୁସର ଡିଲନ ଜୋର୍ଡାନଙ୍କୁ କାଲିଫର୍ନିଆର ସ୍ୟାନ ବର୍ନାଡିଓ କାଉଣ୍ଟିରୁ ଗିରଫ…
ଖବର ସଂଗ୍ରହ ବେଳେ ହିଂସାଗ୍ରସ୍ତ ଆଫଗାନିସ୍ତାନରେ ଭାରତୀୟ ସାମ୍ବାଦିକଙ୍କୁ ହତ୍ୟା
ନୂଆଦିଲ୍ଲୀ: ଆଫଗାନିସ୍ତାନର ହିଂସାଗ୍ରସ୍ତ କନ୍ଧାରରେ ଜଣେ ଭାରତୀୟ ସାମ୍ବାଦିକଙ୍କୁ ହତ୍ୟା କରାଯାଇଛି। ଆଫଗାନିସ୍ତାନ ରାଷ୍ଟ୍ରଦୂତ ଫରିଦ ମମୁଣ୍ଡଜେ ଶୁକ୍ରବାର ସୂଚନା ଦେଇ କହିଛନ୍ତି ଯେ, କଭରେଜ ସମୟରେ ଗୁରୁବାର ଦିନ…