Browsing Category

ବିଦେଶ

ଭାରତ-ରୁଷର ୨୨ତମ ସମ୍ମିଳନୀ: ୨ ଦିନିଆ ରୁଷ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ ରୁଷ ଗସ୍ତରେ ଯାଉଛନ୍ତି । ମସ୍କୋରେ ଜୁଲାଇ ୮ ଏବଂ ୯ରେ ୨୨ତମ ଭାରତ-ରୁଷ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ…

(Video)ପୃଥିବୀକୁ ଛୁଇଁ ଚାଲିଗଲା ୨ଟି ଶକ୍ତିଶାଳୀ ଆଷ୍ଟେରଏଡ, ଆସିଲା ଫଟୋ: ନାସା କହିଲା- ଆଗକୁ କେତେ ବିପଦ

ବ୍ରହ୍ମାଣ୍ଡ ଭିତରେ ଅନେକ ରହସ୍ୟର ଭଣ୍ଡାର ରହିଛି, ଯାହା ବୈଜ୍ଞାନିକମାନେ ନିରନ୍ତର ଅନୁସନ୍ଧାନ ଜାରି ରଖିଛନ୍ତି । ତଥାପି ଏତେ ବର୍ଷ ପରେ ଆମେ ବ୍ରହ୍ମାଣ୍ଡ ବିଷୟରେ ଅଧିକ କିଛି ଜାଣିପାରୁ ନାହିଁ । ସେହିଭଳି ଆମ…

ପ୍ରଥମ ଥର ବ୍ୟବହାର ହେବ ‘Sarco Death Capsule’: ମାତ୍ର ୩୦ ସେକେଣ୍ଡରେ ବିନା ଯନ୍ତ୍ରଣାରେ ହୋଇଯିବ ମୃତ୍ୟୁ!

ନୂଆଦିଲ୍ଲୀ: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ଅନେକ ଲୋକ ଆତ୍ମହତ୍ୟା ଭଳି କୁପଥକୁ ଆଦରି ନେଉଥିବା ଦେଖାଯାଉଛି । ଯେଉଁମାନେ ନିଜ ଜୀବନକୁ ନେଇ ଖୁସିରେ ନଥାନ୍ତି, ଯେଉଁମାନେ ଜୀବନ ଯୁଦ୍ଧରେ ହାରି ଯାଇଥାନ୍ତି, ସେମାନେ…

(Video) ପ୍ରଧାନମନ୍ତ୍ରୀ ହେବ ତ ଏମିତି! ୧୪ ବର୍ଷ କ୍ଷମତାରେ ରହିବା ପରେ PMOରୁ ସାଇକେଲରେ ଘରକୁ ଗଲେ ନେଦରଲାଣ୍ଡସର ପୂର୍ବତନ PM

ନୂଆଦିଲ୍ଲୀ: ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟମାନେ ବହୁ ଆଡ଼ମ୍ବରରେ ଜୀବନ ଜୀବନ କରୁଥିବାର ଦେଖାଯାଇଥାଏ । ଅନେକ ସମୟରେ କିଛି ଦେଶର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କର ଦାମିକିଆ ଡ୍ରେସ, ଜୋତା, ଶାଢ଼ୀ, ଘଣ୍ଟା, ଚେନ୍,…

WWEରୁ ଅବସର ଘୋଷଣା କଲେ ୧୬ଥରର ବିଶ୍ୱ ଚାମ୍ପିୟନ ଜନ୍ ସୀନା

ନୂଆଦିଲ୍ଲୀ: ୱାର୍ଲ୍ଡ ରେସଲିଂ ଏଣ୍ଟରନେଟମେଣ୍ଟ (ଡବ୍ଲ୍ୟୁଡବ୍ଲ୍ୟୁଇ)ରୁ ଅବସର ଘୋଷଣା କରିଛନ୍ତି ୧୬ ଥରର ବିଶ୍ୱ ଚାମ୍ପିୟନ ଜନ୍ ସୀନା । ଟରୋଣ୍ଟୋରେ ମନୀ ଇନ୍ ଦିନ ବ୍ୟାଙ୍କ ଲାଇଭ୍ ଇଭେଣ୍ଟ ଅବସରେ ସୀନା ଏହି ଘୋଷଣା…

ପାକିସ୍ତାନର ଦୂତାବାସରେ ଭାରତୀୟ ମହିଳାଙ୍କ ସହ ଅସଦାଚରଣ, ଦେଶ ଛାଡି ଫେରାର ଅଭିଯୁକ୍ତ, ମାମଲା ରୁଜୁ

ନୂଆଦିଲ୍ଲୀ: ପାକିସ୍ତାନର ଦୂତାବାସରେ କାମ କରୁଥିବା ଘରୋଇ ସହାୟିକାଙ୍କ ସହ ଅସଦାଚରଣ ମାମଲା ସାମ୍ନାକୁ ଆସିଛି । ନୂଆଦିଲ୍ଲୀ ସ୍ଥିତ ପାକିସ୍ତାନୀ ଦୂତାବାସରେ ଏହି ଘଟଣା ଘଟିଛି । ଅଭିଯୋଗରେ ଘରୋଇ ସହାୟିକା ଭାବେ କାମ…

(Video) ଏପରି ସ୍ୱାଧୀନତା ଦିବସ ପାଳନ କଲେ ଜୁକରବର୍ଗ, Elon Musk କହିଲେ-‘ମୁଁ ତ କାମ କରିବା..’

ନୂଆଦିଲ୍ଲୀ: ଆମେରିକାର ୨୪୮ ତମ ସ୍ୱାଧୀନତା ଦିବସ ଅବସରରେ ମେଟା ସିଇଓ ମାର୍କ ଜୁକରବର୍ଗ ଆମେରିକାର ପତାକା ହାତରେ ଧରି ବିୟର ପିଇ ସର୍ଫିଙ୍ଗ କରି ସେଲିବ୍ରେସନ କରୁଛନ୍ତି । ଜୁକରବର୍ଗଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ…

ଇରାନ ରାଷ୍ଟ୍ରପତି ନିର୍ବାଚନରେ ଜିତିଲେ ମାସୁଦ ପେଜଶକିୟାନ

ନୂଆଦିଲ୍ଲୀ: ଇରାନ ରାଷ୍ଟ୍ରପତି ନିର୍ବାଚନକୁ ନେଇ ଆସିଛି ଏକ ବଡ଼ ଖବର । ଇରାନ ରାଷ୍ଟ୍ରପତି ନିର୍ବାଚନରେ ମାସୁଦ ପେଜେଶକିୟାନ ବିଜୟୀ ହୋଇଛନ୍ତି । ଦେଶର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ତଥା ଉଦାରବାଦୀ ନେତା ମାସୁଦ…

ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ କ୍ୟାବିନେଟରେ ମିଳିଛି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, ଜାଣନ୍ତୁ ଭାରତୀୟ ବଂଶୋଦ୍ଭବ ଲିସା ନନ୍ଦି କିଏ ?

ଲଣ୍ଡନ: ଶୁକ୍ରବାର ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ କିୟର ଷ୍ଟାର୍ମର(Keir Starmer) ନିଜ କ୍ୟାବିନେଟ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ତାଙ୍କ କ୍ୟାବିନେଟରେ ଭାରତୀୟ ବଂଶୋଦ୍ଭବ ମହିଳା ନେତାଙ୍କୁ ସାମିଲ କରିଛନ୍ତି…

ଭାରତର ମୋଷ୍ଟ ୱାଣ୍ଟେଡ ତାଲିକାରେ ଥିବା ଖଲିସ୍ତାନୀ ଆତଙ୍କବାଦୀ ଗଜିନ୍ଦର ସିଂହର ପାକିସ୍ତାନରେ ମୃତ୍ୟୁ

ନୂଆଦିଲ୍ଲୀ: ଭାରତର ୱାଣ୍ଟେଡ ତାଲିକାରେ ଥିବା ଖଲିସ୍ତାନୀ ଆତଙ୍କବାଦୀ ଗଜିନ୍ଦର ସିଂହର ମୃତ୍ୟୁ ଘଟିଛି । ଗଜିନ୍ଦର ପାକିସ୍ତାନର ଲାହୋରରେ ୭୪ ବର୍ଷ ବୟସରେ ହୃଦଘାତରେ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ଇଣ୍ଡିଆନ…