Browsing Category

ବିଦେଶ

ହୃଦୟ ଉପରେ କ୍ରୋଧର ଏକ ବିଷାକ୍ତ ପ୍ରଭାବ ରହିଛି! ଏପରିକି କିଛି ସେକେଣ୍ଡର କ୍ରୋଧ ଆପଣଙ୍କ ହାର୍ଟକୁ ଡ୍ୟାମେଜ୍ କରିଦେଇପାରେ- ରିସର୍ଚ୍ଚ

ନୂଆଦିଲ୍ଲୀ: ଏକ ସୁସ୍ଥ ଜୀବନ ପାଇଁ ସବୁବେଳେ ଖୁସିରେ ରହିବା ନିହାତି ଜରୁରୀ ବୋଲି ଅନେକ ପରାମର୍ଶ ଦେଇଥାନ୍ତି । ତେବେ ଅନେକ ଲୋକଙ୍କ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଥାଏ । କଥା କଥାରେ ଅନେକ ଲୋକ ଭୀଷଣ…

ଅଜବ ଟ୍ରାଫିକ ନିୟମ! ଗାଡ଼ିରେ ଧୂଳି ଜମିଲେ ଚାଳକ ଦେବେ ୧୧ ହଜାର ଜରିମାନା

ନୂଆଦିଲ୍ଲୀ: ଅନେକ ସମୟରେ ଗାଡ଼ି ଚାଳକଙ୍କ ପାଇଁ ନୂଆ ନୂଆ ଟ୍ରାଫିକ୍ ନିୟମ ଲାଗୁ ହୋଇଥାଏ । ସିଲ୍ଟ ବେଲ୍ଟ ନ ପିନ୍ଧିବା, ମଦ୍ୟପାନ କରି ଗାଡ଼ି ଚଳାଇବା, ରଙ୍ଗ୍ ରୁଟରେ ଗାଡ଼ି ଚଳାଇବା, ଓଭରସ୍ପିଡରେ ଗାଡ଼ି ଚଳାଇବା, ବିକଟାଳ…

ଅସମ୍ଭବ କାର୍ଯ୍ୟ କରିଦେଖାଇଲେ ପ୍ରତ୍ନତତ୍ତ୍ୱବିତ୍; ୭୫ହଜାର ବର୍ଷ ପୂର୍ବ ମୃତ ମହିଳାଙ୍କ ଚେହେରାର କଲେ ପୁନଃନିର୍ମାଣ

ନୂଆଦିଲ୍ଲୀ: ବ୍ରିଟିଶ ପ୍ରତ୍ନତତ୍ତ୍ୱବିତ୍ ଦଳ ଗୁରୁବାର ଜଣେ ୭୫ ହଜାର ବର୍ଷ ତଳର ନିଏଣ୍ଡରଥାଲ ମହିଳାଙ୍କ ପୁନଃନିର୍ମିତ ଚେହେରା ପ୍ରକାଶ କରିଛନ୍ତି। ଯେତେବେଳେ ଗବେଷକମାନେ ଏହି ପ୍ରଜାତିକୁ ବ୍ରୁଟିସ୍ ଏବଂ ଅପରିଷ୍କାର…

ପାକିସ୍ତାନ ସରକାରଙ୍କ ବଡ଼ ନିଷ୍ପତ୍ତି, ଟ୍ୟାକ୍ସ ରିଟର୍ଣ୍ଣ ଦାଖଲ ନ କରିଥିବା ବ୍ୟକ୍ତିଙ୍କ ବ୍ଲକ୍ ହେବ ସିମ୍ କାର୍ଡ଼

ଇସଲାମାବାଦ: ବର୍ତ୍ତମାନ ଭାରତର ପଡ଼ୋଶୀ ଦେଶ ପାକିସ୍ତାନ ଅର୍ଥିକ ସଂକଟ ଦେଇ ଗତି କରୁଛି । ଏଥି ମଧ୍ୟରେ ମୁଖ୍ୟମନ୍ତ୍ରୀ ଶେହବାଜ୍ ଶରିଫଙ୍କ ନେତୃତ୍ୱାଧୀନ ପାକିସ୍ତାନ ସରକାର ଟ୍ୟାକ୍ସ ଡିଫଲ୍ଟରର୍ସଙ୍କୁ ନେଇ କଠୋରତା…

ବ୍ରିଟେନ ଓ ଆମେରିକାରେ ଗୁଗଲ ସର୍ଚ୍ଚ ଇଞ୍ଜିନ ସମସ୍ୟା; ଅସୁବିଧାର ସମ୍ମୁଖୀନ ହେଉଛନ୍ତି ୟୁଜର୍ସ

ନୂଆଦିଲ୍ଲୀ: ବ୍ରିଟେନ ଓ ଆମେରିକାରେ ଗୁଗଲ ସର୍ଚ୍ଚ ଇଞ୍ଜିନ ସମସ୍ୟା, ୫୦୨ଟି ତ୍ରୁଟି ଦେଖୁଛନ୍ତି ୟୁଜର୍ସ । ୟୁଜର୍ସଙ୍କ କହିବା ଅନୁଯାୟୀ, ଗୁଗଲ ସର୍ଚ୍ଚ ଇଞ୍ଜିନ କାମ କରୁନାହିଁ । ସେମାନେ ଗୁଗୁଲ ସହିତ ଗୁଗୁଲର…

ଚାଇନାରେ ଭୟଙ୍କର ଦୁର୍ଘଟଣା; ହଠାତ୍ ଭୁଶୁଡ଼ିଲା ରାସ୍ତା, ପୋତି ହୋଇଗଲା ଅନେକ ଗାଡ଼ି, ଚାପିହୋଇ ୧୯ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଚାଇନାରେ ଭୟଙ୍କର ଦୁର୍ଘଟଣା, ହଠାତ୍ ଭୁଶୁଡ଼ି ପଡ଼ିଲା ରାସ୍ତା। ପୋତି ହୋଇଗଲା ଗାଡ଼ି, ୧୯ ମୃତ । ଚୀନର ଗୁଆଙ୍ଗଡୋଙ୍ଗ ପ୍ରଦେଶରେ ବୁଧବାର ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ଏଠାରେ ହଠାତ୍ ଏକ ରାଜପଥର ପୂରା…

ଏ କି ଚମତ୍କାର ଘଟିଲା! ଆମାଜନ ବକ୍ସ ଭିତରୁ ପ୍ରଡକ୍ଟ ବାହାରିବା ବଦଳରେ ବାହାରିଲା ଏକ ଜୀଅନ୍ତା ବିଲେଇ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲି ଅଧିକାଂଶ ଲୋକ ଅନଲାଇନରେ ଖାଦ୍ୟ, ଡ୍ରେସ ପରି ଅନେକ ପ୍ରକାରର ସାମଗ୍ରୀ ଅର୍ଡର କରିଥାନ୍ତି । ତେବେ ଅନେକ ସମୟରେ ଜଣେ ବ୍ୟକ୍ତି ପନିର ମଗାଇଥିବା ବେଳେ ଘରେ ଆସି ପହଞ୍ଚିଥାଏ…

(Video) ହ୍ୟାରି ପୋଟର୍ ଦୁର୍ଗକୁ ମିସାଇଲ ଆକ୍ରମଣରେ ଉଡାଇଲା ରୁଷ, ୫ ଜଣଙ୍କ ମୃତ୍ୟୁ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ୟୁକ୍ରେନ ବିରୋଧରେ ଆକ୍ରମଣକୁ ଆହୁରି ଶକ୍ତ କରିଛି ରୁଷ ଏବଂ ବର୍ତ୍ତମାନ ଓଡେସାର ୟୁକ୍ରେନ କଳା ସାଗର ବନ୍ଦରଗାହ ପାଖରେ ନିର୍ମାଣ ହୋଇଥିବା ହ୍ୟାରି ପୋଟରର ଦୁର୍ଗକୁ ମିସାଇଲ ଦ୍ୱାରା ବିସ୍ଫୋରଣ କରାଯାଇଛି ।…

ଅଭିନବ ଉପାୟରେ ମୃତ ପ୍ରାଣୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥାନ୍ତି ଜଣେ ମହିଳା, ଫ୍ରିଜରରେ ସାଇତି ରଖିଛନ୍ତି ଶହ ଶହ ପ୍ରାଣୀଙ୍କ ଶବ

ନୂଆଦିଲ୍ଲୀ: କାହା ଫ୍ରିଜ୍ରେ ମଣିଷ ବା କୌଣସି ପ୍ରାଣୀର ଶବ ରହିଥିବା କଥା ଶୁଣିଲେ ମନ ଭୟରେ ଭରିଯାଏ । ଏପରି ସ୍ଥିତିରେ ମନରେ ପ୍ରଶ୍ନ ଉଠିଥାଏ କି ଏହା କରିଥିବା ବ୍ୟକ୍ତି ଜଣେ କିଲର କିମ୍ବା ଜଣେ ମାନସିକ ବିକାରଗ୍ରସ୍ତ…

ବିବାହ ସମାରୋହରେ One Dish Rule, ନିୟମ କଡ଼ାକଡ଼ି କରିବା ପାଇଁ ମୁଖ୍ୟମନ୍ତ୍ରୀ ମରିୟମ ନୱାଜଙ୍କ ନିର୍ଦ୍ଦେଶ

ଇସଲାମାବାଦ: ବର୍ତ୍ତମାନ ମହଙ୍ଗା ବିବାହ ଭୋଜି ଉପରେ ଲାଗିବ ରୋକ୍ । ଆଉ ହେବ ନାହିଁ ଖାଦ୍ୟର ଅପଚୟ । ସ୍ୱଳ୍ପ ଆୟକାରୀ ପରିବାରର ଆର୍ଥିକ ବୋଝକୁ ଦୂର କରିବା ପାଇଁ ଏଭଳି ଏକ ନିଆରା ପଦକ୍ଷେପ ନେଇ ଆସିଛନ୍ତି ପାକିସ୍ତାନ…