fbpx
Browsing Category

ବିଦେଶ

IDF ଜାରି କଲା ଫୋନ୍ ରେକର୍ଡିଂ, ହତ୍ୟା ପରେ ଇହୁଦୀ ମହିଳାଙ୍କ ଫୋନ୍‌ରୁ ନିଜ ପିତାମାତାଙ୍କୁ ଗର୍ବର ସହ କଲ୍ କଲା ହମାସ ଆତଙ୍କବାଦୀ

ନୂଆଦିଲ୍ଲୀ:ଏବେ ଟ୍ୱିଟର(X)ରେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ (IDF) ପକ୍ଷରୁ ଏକ ଫୋନ୍ ରେକର୍ଡିଂ ଭାଇରାଲ୍ ହେଉଛି ଯେଉଁଥିରେ ଜଣେ ହମାସ୍ ଆତଙ୍କବାଦୀ ଓ ତାର ପିତାମାତାଙ୍କ ସହ ବାର୍ତ୍ତାଳାପ ଶୁଣିବାକୁ ମିଳୁଛି ।…

ଧର୍ମଘଟରେ ସାମିଲ ହେଲେ ଆଇସଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ, ମହିଳାଙ୍କୁ କମ୍ ଦରମା ଓ ଲିଙ୍ଗ ଆଧାରିତ ହିଂସା ବିରୁଦ୍ଧରେ ମହିଳାଙ୍କ ନେତୃତ୍ୱ

ନୂଆଦିଲ୍ଲୀ: ଆଇସଲ୍ୟାଣ୍ଡରେ ମହିଳାମାନଙ୍କୁ ପୁରୁଷଙ୍କ ତୁଳନାରେ କମ୍ ଦରମା ଓ ଲିଙ୍ଗ ଆଧାରିତ ହିଂସା ବିରୁଦ୍ଧରେ ଏବେ ଆନ୍ଦୋଳନ ଜାରି ରହିଛି । ସବୁଠାରୁ ବଡ କଥା ହେଉଛି ଆଇସ୍‌ଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ କାଟ୍ରିନ୍…

ଏସିଆନ୍ ପାରା ଗେମ୍ସ: ପୁରୁଷ ଡିସ୍କସ୍ ଥ୍ରୋରେ ସ୍ୱର୍ଣ୍ଣ ପଦକ ଆଣିଲେ ନୀରଜ ଯାଦବ

ନୂଆଦିଲ୍ଲୀ: (ଓଡ଼ିଶା ଭାସ୍କର) ଏସିଆନ୍ ପାରା ଗେମ୍ସ୨୦୨୩ରେ ପୁରୁଷ ଡିସ୍କସ୍ ଥ୍ରୋ-ଏଫ୍୫୪/୫୫/୫୬ ଇଭେଣ୍ଟରେ ନୀରଜ ଯାଦବଙ୍କୁ ସ୍ୱର୍ଣ୍ଣ ପଦକ । ଯୋଗେଶ କାଥୁନିଆ ରୌପ୍ୟ ଓ ମୁଥୁରାଜା କାଂସ୍ୟ ପଦକ ଜିତିଛନ୍ତି । ଏସୀୟ…

ଭାରତ ସମେତ ଅନ୍ୟ ୬ଟି ଦେଶର ଲୋକଙ୍କୁ ମାଗଣା ପର୍ଯ୍ୟଟନ ଭିସା ପ୍ରଦାନ କରିବ ଶ୍ରୀଲଙ୍କା

ନୂଆଦିଲ୍ଲୀ: (ଓଡ଼ିଶା ଭାସ୍କର)ଭାରତ ଏବଂ ଅନ୍ୟ ୬ଟି ଦେଶର ଲୋକଙ୍କୁ ମାଗଣା ପର୍ଯ୍ୟଟନ ଭିସା ପ୍ରଦାନ କରିବ ଶ୍ରୀଲଙ୍କା । ଶ୍ରୀଲଙ୍କା କ୍ୟାବିନେଟ୍‌ ନିଷ୍ପତ୍ତି ନେଇ ଏହି ନୀତିକୁ ଅନୁମୋଦନ କରିଥିବା କହିଛନ୍ତି…

ପାକିସ୍ତାନ ଫେରିବା ମାତ୍ରେ ନୱାଜ ଶରୀଫଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି, ଷ୍ଟିଲ ମିଲ ମାମଲାର ହେଲା ରଫାଦଫା

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରୀଫ ଚାରି ବର୍ଷ ପରେ ଲଣ୍ଡନରୁ ସ୍ୱଦେଶକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏପରି ପରିସ୍ଥିିତିରେ ଷ୍ଟିଲ ମିଲ କେସରେ ତାଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି । ପଞ୍ଜାବର…

ହମାସ ଦୁଇ ମହିଳାଙ୍କୁ ମୁକ୍ତ କରି କହିଛି “ଆମେ ମାନବିକତା ଦେଖାଇଛୁ”

ନୂଆଦିଲ୍ଲୀ : ଇସ୍ରାଏଲ ଏବଂ ହମାସ ମଧ୍ୟରେ ଏକ ଭୟଙ୍କର ଯୁଦ୍ଧ ଜାରି ରହିଛି । ଅକ୍ଟୋବର ୭ ରେ , ହମାସ ଇସ୍ରାଇଲ ଉପରେ ଏକ ଶକ୍ତିଶାଳୀ ଆକ୍ରମଣ କରିଥିଲେ । ଏହି ସମୟରେ ହମାସ କମାଣ୍ଡରମାନେ ଇସ୍ରାଏଲ ସୀମାରେ ପ୍ରବେଶ…

୬ ବର୍ଷର ବାଳକ ସହିତ ଅମାନବୀୟ କାଣ୍ଡ, ଜନ୍ମଦିନରେ ଜୋର ଜବରଦସ୍ତି ବାନ୍ତି ଖୁଆଇଲେ ଶିକ୍ଷକ

ନୂଆଦିଲ୍ଲୀ : ଚୀନରେ ଏକ ଆଶ୍ଚର୍ଯ୍ୟ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ନର୍ସରୀ ସ୍କୁଲର ଶିକ୍ଷକ ୬ ବର୍ଷର ଜଣେ ଛାତ୍ରକୁ ତାହାର ଜନ୍ମଦିନରେ ତାକୁ ତାହାର ବାନ୍ତି ଖାଇବାକୁ ଦେଇଥିଲେ । ଛାତ୍ର ଜଣଙ୍କ ଦ୍ୱିପହର ଭୋଜନ…

Israel–Hamas war; ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ ଫ୍ରାନ୍ସ ରାଷ୍ଟ୍ରପତି

ଓଡିଶା ଭାସ୍କର; ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ ମଙ୍ଗଳବାର ଦିନ ତେଲ ଆଭିଭରେ ପହଞ୍ଚିଛନ୍ତି । ତେଲ ଅବିବରେ ମାକ୍ରନ ପହଞ୍ଚିବା ପରେ ତାଙ୍କୁ ଇସ୍ରାଏଲ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଛି । ପାଲେଷ୍ଟାଇନ…

Big News…ଋଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କୁ ହୃଦଘାତ!

ଓଡିଶା ଭାସ୍କର; ଋଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କୁ ହୃଦଘାତ ହୋଇଥିବା କୁହାଯାଉଛି । ଏନେଇ ବିଭିନ୍ନ ଅନ୍ତର୍ଜାତୀୟ ଗଣମାଧ୍ୟମରେ ସୂଚନା ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି । ନିକଟରେ ନିଜ ବେଡ଼ରୁମରେ ଥିବା ବେଳେ…

ତାଇୱାନରେ ଭୂକମ୍ପର ଜୋରଦାର ଝଟକା, ନେପାଳରେ ମଧ୍ୟ କମ୍ପିଲା …

ନୂଆଦିଲ୍ଲୀ: ମଙ୍ଗଳବାର ସକାଳେ ତାଇୱାନର ରାଜଧାନୀ ତାଇପେଇରେ ୫.୬ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଝଟକା ଲାଗିଥିବା ସୂଚନା ମିଳିଛି । ନ୍ୟୁଜ୍ ଏଜେନ୍ସି ରଏଟର୍ସ ଅନୁଯାୟୀ, ଭୂକମ୍ପ ସମୟରେ ତାଇପେଇରେ ବିଲ୍ଡିଂ କମ୍ପିବାକୁ…