Browsing Category

ବିଦେଶ

ଡୋନାଲ୍ଡ ଟ୍ରମ୍ପଙ୍କୁ ନୋବେଲ ପୁରସ୍କାର…ଆମେରିକୀୟ ସାଂସଦରେ ମନୋନୀତ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ପାଇଁ ମଧ୍ୟସ୍ଥତା କରିବାରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭୂମିକା ପାଇଁ ତାଙ୍କୁ 2025 ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ କରାଯାଇଛି ।…

ପ୍ରଶାନ୍ତ ମହାସାଗରରେ ବୁଡ଼ିଗଲା 3000ଟି ଯାନବାହନ ବୋଝେଇ ମାଲବାହୀ ଜାହାଜ

ନୂଆଦିଲ୍ଲୀ: ପ୍ରଶାନ୍ତ ମହାସାଗରେ ବୁଡ଼ିଗଲା ମାଲବାହୀ ଜାହାଜ । 800 ଇଲେକ୍ଟ୍ରିକ ଗାଡ଼ି ସହ 3000 ଗାଡ଼ି ନେଇ ଯାଉଥିବା ଜାହାଜ ସମୁଦ୍ରରେ ବୁଡ଼ିଯାଇଥିବା ସୂଚନା ମିଳିଛି । ତେବେ ପ୍ରଶାନ୍ତ ମହାସାଗରରେ ନିଆଁ…

ଏଣିକି ପ୍ଲାଷ୍ଟିକରେ ତିଆରି ହେବ ଔଷଧ, ହେବ ମଣିଷର ଜୀବନ ରକ୍ଷା

ଓଡ଼ିଶା ଭାସ୍କର: ୟୁନିଭର୍ସିଟି ଅଫ୍ ଇଡେନବର୍ଗର ବୈଜ୍ଞାନିକମାନେ ବଡ଼ ଆବିଷ୍କାର କରିଛନ୍ତି । ବୈଜ୍ଞାନିକମାନେ ପ୍ଲାଷ୍ଟିକରୁ ପାରାସିଟାମଲ ତିଆରି କରିବାର କୌଶଳ ଆବିଷ୍କାର କରିଛନ୍ତି । ଯାହା ଆଗାମୀ ଅବିଷ୍ୟତରେ…

ଟ୍ରମ୍ପଙ୍କ କଥା ଶୁଣିଲା ନାହିଁ ଇସ୍ରାଏଲ, ପୁଣି ଥରେ ଇରାନ ଉପରେ କଲା ଆକ୍ରମଣ

ନୂଆଦିଲ୍ଲୀ: ଇରାନୀ ଗଣମାଧ୍ୟମ ଅନୁଯାୟୀ, ମଙ୍ଗଳବାର ସନ୍ଧ୍ୟାରେ ତେହେରାନର ଉତ୍ତର ଭାଗରେ ଦୁଇଟି ବଡ଼ ବିସ୍ଫୋରଣ ଶବ୍ଦ ଶୁଣାଯାଇଥିଲା। ମଙ୍ଗଳବାର ଭୋର ସମୟରେ ଟ୍ରମ୍ପ ଯୁଦ୍ଧବିରତି ଘୋଷଣା କରିବା ପରେ ମଧ୍ୟ ଇସ୍ରାଏଲ…

ଛାତ୍ରଙ୍କ ପାଇଁ ବଦଳିଲା ଆମେରିକା ଭିସା ନିୟମ, ସୋସିଆଲ୍ ମିଡିଆ ଆକାଉଣ୍ଟ ହେବ ‘ସାର୍ବଜନୀନ’

ନୂଆଦିଲ୍ଲୀ: ଛାତ୍ର ଓ ଏକ୍ସଚେଞ୍ଜ ଭିଜିଟରମାନଙ୍କ ପାଇଁ ନୂଆ ଗାଇଡଲାଇନ୍ ଘୋଷଣା କଲା ଭାରତରେ ଥିବା ଆମେରିକୀୟ ଦୂତାବାସ । ଏଣିକି ଆଉ ରହିବନି ପ୍ରାଇଭେସୀ । ଯେଉଁମାନେ ନନ୍-ଇମିଗ୍ରାଣ୍ଟ ଭିସା ପାଇଁ F, M  କିମ୍ବା J…

I AM NOT HAPPY: ଇରାନ-ଇସ୍ରାଏଲକୁ ଟ୍ରମ୍ପଙ୍କ ତାଗିଦ୍; ଆଉ ବୋମା ପକାନି, ଫେରାଇ ନିଅ ଫାଇଟର ଜେଟ୍

ୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଗରୁ ଇରାନ ଉପରେ ରାଗି ଥିଲେ, ଆଉ ଏବେ ଇସ୍ରାଏଲ୍ ଉପରେ ରାଗି ଖପ୍ପା ହୋଇପଡ଼ିଛନ୍ତି । ଏ ସଂକ୍ରାନ୍ତରେ ଟ୍ରମ୍ପ କହିଛନ୍ତି, ଉଭୟ ଇରାନ୍ ଓ ଇସ୍ରାଏଲ୍ ସିଜଫାୟାର…

ଇରାନ-ଇସ୍ରାଏଲ ଯୁଦ୍ଧ: ଭୁବନେଶ୍ୱରରୁ ଆବୁଧାବିକୁ ବିମାନ ଉଡାଣ ବାତିଲ କଲା ଇଣ୍ଡିଗୋ

ଭୁବନେଶ୍ବର: ମଧ୍ୟପ୍ରାଚ୍ୟରେ ଜାରି ରହିଛି ଯୁଦ୍ଧ ଉତ୍ତେଜନା । ଏହା ମଧ୍ୟରେ ଭୁବନେଶ୍ବରରୁ ଆବୁଧାବିକୁ ବିମାନ ଉଡ଼ାଣ ବାତିଲ କରିଛି ଇଣ୍ଡିଗୋ । ଇରାନ-ଇସ୍ରାଏଲ ଯୁଦ୍ଧ,ଏବଂ ଇରାନର 3ଟି ପରମାଣୁ କେନ୍ଦ୍ର ଉପରେ…

ଶକ୍ତ ଭୂମିକମ୍ପ ଝଟକାରେ କମ୍ପିଗଲା ଲୋକଙ୍କ ଛାତି, ଘରୁ ବାହାରିକି ଦୌଡ଼ିଲେ ଲୋକେ

ନୂଆଦିଲ୍ଲୀ: ଭୂମିକମ୍ପ ପୁଣି ଥରେ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। ଘଟଣାଟି ଫିଲିପାଇନ୍ସର, ଯେଉଁଠାରେ ମଙ୍ଗଳବାର ଅର୍ଥାତ ଆଜି ବହୁ ମାତ୍ରାରେ ଭୂମିକମ୍ପ ଅନୁଭୂତ ହୋଇଛି। ଏହି କାରଣରୁ ଲୋକଙ୍କ ମଧ୍ୟରେ…

ଇସ୍ରାଏଲ ଓ ଇରାନ ମଧ୍ୟରେ ୧୨ ଦିନିଆ ଯୁଦ୍ଧ ସମାପ୍ତ: ଟ୍ରମ୍ପଙ୍କ ଘୋଷଣା

ୱାଶିଂଟନ୍‌: ଇସ୍ରାଏଲ ଓ ଇରାନ ମଧ୍ୟରେ ଚାଲିଥିବା ୧୨ ଦିନିଆ ଯୁଦ୍ଧକୁ ସମାପ୍ତ କରିବା ପାଇଁ ଉଭୟ ଦେଶ ଏକ ସମ୍ପୂର୍ଣ୍ଣ ଯୁଦ୍ଧବିରତି ପାଇଁ ରାଜି ହୋଇଛନ୍ତି ବୋଲି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା…

36 ଘଣ୍ଟା ପରେ ଆମେରିକା ଉପରେ ପ୍ରତିଶୋଧ ନେଲା ଇରାନ, ସିରିଆରେ ସାମରିକ ଘାଟି ଉପରେ ଆକ୍ରମଣ

ନୂଆଦିଲ୍ଲୀ: ଇରାନ ଉପରେ ଆମେରିକାର ଆକ୍ରମଣ ପରେ, ସିରିଆରେ ଥିବା ଆମେରିକୀୟ ସାମରିକ ଘାଟି ଉପରେ ଆକ୍ରମଣ କରାଯାଇଛି । ଇରାନୀ ଗଣମାଧ୍ୟମ ସୋମବାର ସୂଚନା ଦେଇଛି ଯେ ସିରିଆରେ ଥିବା ଆମେରିକୀୟ ସାମରିକ ଘାଟି ଉପରେ…