fbpx
Browsing Category

ବିଦେଶ

ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ: ଏଲୋନ୍ ମସ୍କଙ୍କ ବ୍ୟତୀତ ୨୪ ବିଶିଷ୍ଟ ବ୍ୟକ୍ତିଙ୍କ ସହ କରିବେ ବୈଠକ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ଗସ୍ତରେ ବାହାରି ସାରିଛନ୍ତି। ସେ ଜୁନ୍ ୨୧-୨୩ ରୁ ଆମେରିକା ଗସ୍ତରେ ରହିବେ। ନ୍ୟୁୟର୍କର ମିଳିତ ଜାତିସଂଘ ମୁଖ୍ୟାଳୟରେ ଯୋଗ ଦିବସ ପାଳନ ସହିତ…

ରୁଷ-ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ବ୍ରିଟେନରେ ପହଞ୍ଚିଲେ ଜେଲେନସ୍କି, ଆଲୋଚନା ସମୟରେ ଭୋକ ଲାଗିବାରୁ ବର୍ଫି ଖୁଆଇଲେ ସୁନକ

ନୂଆଦିଲ୍ଲୀ:ମା’ ହାତ ତିଆରି ଖାଦ୍ୟର ସ୍ୱାଦ ବଡ ବଡ ପଞ୍ଚ ତାରକା ହୋଟେଲର ଖାଦ୍ୟକୁ ବି ପଛରେ ପକାଇ ଦେଇଥାଏ । ଯିଏ ଯେତେ ବଡ ଉଚ୍ଚ ପଦବୀରେ ଥାଉ ପଛକେ ମା ହାତ ତିଆରି ଖାଦ୍ୟକୁ କେବେ ବି ଭୁଲି ପାରି ନ ଥାଏ । ବ୍ରିଟେନର…

ମଣିଷର ମସ୍ତିଷ୍କରେ ଲୁଚି ରହିପାରିବ HIV ଭାଇରସ: ଚିକିତ୍ସା ବନ୍ଦ କଲେ AIDS ସଂକ୍ରମଣ ପୁଣି ବଢ଼ିବ, ରିସର୍ଚ୍ଚରୁ ବଡ଼ ଖୁଲାସା

ନୂଆଦିଲ୍ଲୀ: ମଣିଷକୁ ନେଇ ରିସର୍ଚ୍ଚରୁ ଅନେକ ସମୟରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିଥାଏ । ତେବେ ଏହା ମଧ୍ୟରେ ବୈଜ୍ଞାନିକମାନେ ଏକ ବଡ଼ ତଥ୍ୟର ଖୁଲାସା କରିଛନ୍ତି । ହ୍ୟୁମାନ ଇମ୍ୟୁନୋଡେଫିସିଏନ୍ସି (ଏଚଆଇଭି) ଆମର…

‘ଆଦିପୁରୁଷ’ ଉପରେ ଲାଗିଲା ବ୍ୟାନ: କୌଣସି ହଲରେ ରିଲିଜ୍ ନ କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ବାହୁବଳୀ ଅଭିନେତା ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଆଦିପୁରୁଷ’ ଗତ ୧୬ ତାରିଖରେ ବିଭିନ୍ନ ହଲରେ ରିଲିଜ ହୋଇଥିଲା । ପ୍ରଥମ ଦିନରେ ହିଁ ଫିଲ୍ମ ନିଜର କମାଲ ଦେଖାଇଥିଲା । ପ୍ରଥମ ଦିନର କଲେକ୍ସନ…

ଚଳିତ ବର୍ଷ ଭାରତ ଛାଡ଼ିବେ ୬୫୦୦ ଜଣ ଧନୀବ୍ୟକ୍ତି: କ’ଣ ରହିଛି କାରଣ, କ’ଣ କହୁଛନ୍ତି ଏକ୍ସପର୍ଟ ଓ ChatGPT

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଭାରତରୁ ଅନେକ ଧନୀ ବ୍ୟକ୍ତି ଦେଶ ଛାଡ଼ି ପଳାୟନ କରୁଛନ୍ତି । ଗତ କିଛିବର୍ଷ ମଧ୍ୟରେ ଭାରତରେ ଏହି ସଂଖ୍ୟା ବଢ଼ିବାରେ ଲାଗିଛି । ତେବେ ସାରା ବିଶ୍ୱର ୱେଲଥ ଓ ଇନଭେଷ୍ଟମେଣ୍ଟ ମାଇଗ୍ରେସନ…

ଆର୍ଥିକ ସଙ୍କଟ ମଧ୍ୟରେ ପାକିସ୍ତାନକୁ ପୁଣି ଋଣଭାରରେ ବୁଡ଼ାଇଲା ଚୀନ୍‌, ଆଇଏମ୍‌ଏଫ୍ ପୁର୍ବରୁ ଦେଲା ଏତିକି ଟଙ୍କା ଋଣ

ନୁଆଦିଲ୍ଲୀ: ଗମ୍ଭୀର ଆର୍ଥିକ ସଙ୍କଟ ମଧ୍ୟରେ ଯୁଝୁଥିବା ପାକିସ୍ତାନକୁ ଏହାର ସହଯୋଗୀ ଚୀନ୍‌ର ସାହାଯ୍ୟ ମିଳିଛି । ଚୀନ୍ ପାକିସ୍ତାନକୁ ୧ ମିଲିୟନ ଡଲାର ଟଙ୍କା ଋଣରେ ଦେଇଛି । ଆନ୍ତର୍ଜାତୀୟ ମୁଦ୍ରା…

ବିଲ୍ଡିଂ ମଧ୍ୟ ଦେଇ ଯାଉଛି ଟ୍ରେନ୍ ହେଲେ କାନରେ ବାଜୁନି ଇଂଜିନ ଓ ହର୍ଣ୍ଣର ଶବ୍ଦ, କେଉଁ ଦେଶରେ ରହିଛି ଏପରି ସୁବିଧା ?

ନୂଆଦିଲ୍ଲୀ:ଟ୍ରେନ୍ ପୁଣି ଆପଣଙ୍କୁ ଘର ପାଖରେ ଛାଡିବ ଏ କଥା ଆପଣ ଚିନ୍ତା କରିପାରୁଛନ୍ତି । ହଁ ଏହା ସତ । ଚୀନ୍ରେ ଏହା ସମ୍ଭବ ହୋଇଛି । ଚୀନ୍ ଏପରି ଟ୍ରେନ୍ ନିର୍ମାଣ କରିଛି ଯାହା ଲୋକଙ୍କ ବିଲ୍ଡିଂ ଦେଇ ଯାତାୟତ…

କାଳ ହେଲା ୧୦୦ କିଲୋ ଓଜନ ହ୍ରାସ କରିବାର ଚେଷ୍ଟା, ଚୀନ ସୋସିଆଲ ମିଡିଆ ଇନଫ୍ଲୂଏନ୍ସର ମୃତ

ନୂଆଦିଲ୍ଲୀ: ସାଂଘାତିକ ରୋଗରୁ ରକ୍ଷା ପାଇବା ପାଇଁ ମୋଟାପଣରୁ ମୁକ୍ତି ପାଇବା ଆବଶ୍ୟକ। ଏଭଳି ପରିସ୍ଥିତିରେ ଲୋକମାନେ ମେଦବହୁଳତା ହ୍ରାସ କରିବାକୁ ବହୁତ ଚିନ୍ତିତ ହେଲେ ଏଥିପାଇଁ ସେ କିଛି କରନ୍ତି ନାହିଁ। ଘଣ୍ଟା…

ଦ୍ରୁତ ପବନର ଝଟକା ମଝି ଆକାଶରେ ଖୋଲିଦେଲା ବିମାନର ଦ୍ୱାର, ସ୍ତବ୍ଧ ହୋଇଗଲେ ବିମାନର ଯାତ୍ରୀ

ନୂଆଦିଲ୍ଲୀ:ମଝି ଆକାଶରେ ଆପଣ ବିମାନରେ ଯାତ୍ରା କରୁଥିବେ ଆଉ ଅଚାନକ ବିମାନର ଦ୍ୱାର ଖୋଲିଯିବ । ଚିନ୍ତା କରନ୍ତୁ କ’ଣ ହେବ ଆପଣଙ୍କ ଅବସ୍ଥା । ଏହିପରି ଏକ ଭୟାନକ ଭିଡିଓ ଏବେ ସାମ୍ନାକୁ ଆସିଛି । ଯେଉଁଥିରେ ଦେଖିବାକୁ…

ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ: ୩୮ ଜଣ ସ୍କୁଲ ପିଲାଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କ ଆକ୍ରମଣରେ ଚାଲିଯାଇଛି । ୩୮ ଜଣ ନିରୀହ ସ୍କୁଲ ପିଲାଙ୍କ ଜୀବନ । ସ୍କୁଲ ଛାତ୍ରଙ୍କ ସହିତ ମୋଟ ୪୧ ଜଣଙ୍କ ମୃତ୍ୟୁ ଘଟିଛି । ଉଗାଣ୍ଡାରୁ ଆସିଛି ଏଭଳି ଏକ ଭୟଙ୍କର ଖବର । ଆଲାଇଡ୍…