fbpx
Browsing Category

ବିଦେଶ

(Video) ଶିକାର କରିବାକୁ ଯାଇଥିଲା ଚିତା, ଗୋଡାଇଲା ହରିଣ ପରି ପଶୁ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ବେଳେବେଳେ ମଣିଷ ଏବଂ ବେଳେବେଳେ ପଶୁମାନେ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରୁଥିବା ଦେଖାଯାଉଛି। ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି।…

(Video) ଚୀନରେ ତାଣ୍ଡବ ରଚୁଚି କି ‘ବିପର୍ଯ୍ୟୟ’? ଦେଖନ୍ତୁ ଝଡ଼ରେ କିପରି ଛାତ ସହ ଉଡିଗଲେ ଲୋକେ, ଅନେକ ଆହତ

ବେଜିଂ: ମୁମ୍ବାଇ ଠାରୁ କେରଳ ଉପକୂଳ ପର୍ଯ୍ୟନ୍ତ ଭାରତରେ ସାଇକ୍ଲୋନ ବିପର୍ଯ୍ୟୟ ଏହାର ପ୍ରଭାବ ପ୍ରଦର୍ଶନ କରୁଛି। ଏକ ଭାଇରାଲ୍ ଭିଡିଓରୁ ଜଣାପଡୁଛି ଯେ, ଏହାର ପ୍ରଭାବ ଭାରତର ପଡୋଶୀ ଦେଶ ଚୀନରେ ମଧ୍ୟ ଦେଖାଯାଉଛି। ଏହି…

ବିନା ବିଶ୍ରାମରେ ଲଗାତାର ୪ଦିନ ଧରି ପ୍ରସ୍ତୁତ କରୁଥିଲେ ଖାଦ୍ୟ, ଏବେ ଗିନିଜ ୱାର୍ଲଡ ରେକର୍ଡରେ ଦାଖଲ ହେଲା ନାମ

ଲାଗୋସ: ଗିନିଜ୍ ୱାର୍ଲ୍ଡ ରେକର୍ଡରେ ନାମ ପଞ୍ଜିକରଣ କରିବାକୁ, ଲୋକମାନେ ନୂତନ ଏବଂ ଅନନ୍ୟ ଫିଟ୍ ଦେଖାଇବା ସହିତ ପ୍ରଥମ ରେକର୍ଡ ଭାଙ୍ଗିବାକୁ ଯଥାସମ୍ଭବ ଚେଷ୍ଟା କରନ୍ତି। ସର୍ବଶେଷ ମାମଲା ନାଇଜେରିଆର ରୋଷେୟା ହିଲଡା…

ବଡ଼ ଦୁର୍ଘଟଣା: ଡଙ୍ଗା ବୁଡ଼ି ୧୦୩ ଜଣ ବରଯାତ୍ରୀଙ୍କ ମୃତ୍ୟୁ, ୯୭ ଜଣ ନିଖୋଜ

ନୂଆଦିଲ୍ଲୀ: ଗୋଟିଏ ଡଙ୍ଗା ଅଚାନକ ଦୁର୍ଘଟଣାଗ୍ରସ୍ତ ହେବାରୁ ଶତାଧିକ ଲୋକଙ୍କ ଜୀବନ ଚାଲିଯାଇଛି । ନାଇଜେରିଆରୁ ଆସିଛି ଏଭଳି ଏକ ଦୁଃଖଦ ତଥା ଛାତିଥରା ଘଟଣା । ଏହି ଦୁର୍ଘଟଣାରେ ୧୦୩ ଜଣ ବରଯାତ୍ରୀଙ୍କର ମୃତ୍ୟୁ ଘଟିଛି…

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଗିରଫ

ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କୁ ଗିରଫ କରାଯାଇଛି । ଜାତୀୟ ସୁରକ୍ଷା ସମ୍ପର୍କିତ ଗୋପନ ତଥ୍ୟ ଲୁଚାଇବା ମାମଲାରେ ଟ୍ରମ୍ପଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି । ତେବେ ମିଆମି ସ୍ଥିତ…

ନିଜ ଦେଶ ଛାଡି ଚୀନ କାହିଁକି ଯାଉଛନ୍ତି ଜାପାନୀ ବୈଜ୍ଞାନିକ ? ଜାଣନ୍ତୁ କାରଣ

ଟୋକିଓ : ଜାପାନରେ ଏପରି ଭାବରେ ବୈଜ୍ଞାନିକ ଏବଂ ଗବେଷକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ଯେ, ସେମାନେ ଏବେ ଚୀନର ବିଶ୍ୱବିଦ୍ୟାଳୟ ଏବଂ ଲାବୋରେଟୋରୀରେଚାକିରି କରିବାକୁ ଯୋଗ ଦେଉଛନ୍ତି। ପୂର୍ବରୁ ଚାଇନାରେ କେବଳ ଚୀନ…

ଜ୍ୟାକ ଡୋର୍ସିଙ୍କ ବିସ୍ଫୋରକ ବୟାନ: କଥା ନ ମାନିଲେ ଟ୍ୱିଟରକୁ ବନ୍ଦ କରିଦେବାକୁ ଧମକ ଦେଇଥିଲେ ଭାରତ ସରକାର, ଜବାବ ଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ଗତ ୨୦୨୧ ମସିହା ନଭେମ୍ବର ମାସରେ ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟରର ସିଇଓ ପଦରୁ ଜ୍ୟାକ ଡୋର୍ସି ଇସ୍ତଫା ଦେଇଥିଲେ । ତେବେ ଏହା ମଧ୍ୟରେ ପାଖାପାଖି ଦେଢ଼ ବର୍ଷରୁ ଅଧିକ ସମୟ ଅତିକ୍ରାନ୍ତ ହୋଇଗଲାଣି ।…

କ’ଣ ଦୁନିଆରେ ଶେଷ ହେବାକୁ ଯାଉଛି ଦୟା, ଅନ୍ୟମାନଙ୍କ ପ୍ରତି ସମ୍ମାନ ଏବଂ ସଚ୍ଚୋଟତା ଭଳି ଗୁଣ ? ଜାଣନ୍ତୁ Research Report

ନୂଆଦିଲ୍ଲୀ : ଆଜି ସମଗ୍ର ବିଶ୍ୱରେ ସାଧାରଣ ଲୋକଙ୍କ ଠାରୁ ଶୁଣିବାକୁ ମିଳୁଛନ୍ତି ଯେ, ମଣିଷମାନଙ୍କ ମଧ୍ୟରେ ଦୟା, ଅନ୍ୟମାନଙ୍କ ପ୍ରତି ସମ୍ମାନର ଭାବନା, ସଚ୍ଚୋଟତା ଇତ୍ୟାଦି ଗୁଣ ମାନବରେ ଲୋପ ପାଇବାକୁ ଯାଉଛି।।…

ମଣିଷକୁ ମଣିଷ କାମୁଡ଼ିଲେ ବି ମୃତ୍ୟୁ ହୋଇପାରେ: ଘା’, କଟା ଅଂଶ, ରକ୍ତ ଦେଇ ଚର୍ମରେ ପ୍ରବେଶ କରୁଛି ମାଂସଭକ୍ଷୀ ବ୍ୟାକ୍ଟେରିଆ, ଡାକ୍ତର ବି…

ନୂଆଦିଲ୍ଲୀ: ଅନେକ ସମୟରେ କିଛି ବ୍ୟକ୍ତି ଗଣ୍ଡଗୋଳ ସମୟରେ ଅନ୍ୟ ଜଣଙ୍କୁ କାମୁଡ଼ି ଦେଇଥାନ୍ତି । ତେବେ ଏପରି ଏକ କାରଣ ପାଇଁ ଜଣେ ବ୍ୟକ୍ତିଙ୍କୁ ଭୟଙ୍କର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଛି । ଡାକ୍ତରଙ୍କ ପରାମର୍ଶ…

ଚୀନ୍‌ରେ ଶେଷ ଭାରତୀୟ ସାମ୍ବାଦିକଙ୍କୁ ଦେଶ ଛାଡିବାକୁ ନିର୍ଦେଶ, ଜାଣନ୍ତୁ ସି ଜିନପିଙ୍ଗ ଗଣମାଧ୍ୟମକୁ ଭୟ କରୁଛନ୍ତି ନା ଅନ୍ୟ କିଛି?

ନୂଆଦିଲ୍ଲୀ: ଚୀନ୍‌ରେ ଥିବା ଶେଷ ଭାରତୀୟ ସାମ୍ବାଦିକଙ୍କୁ ଦେଶ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ଅନୁଯାୟୀ, ଚଳିତ ମାସରେ ଦେଶ ଛାଡିବାକୁ ଚୀନ୍ କର୍ତ୍ତୃପକ୍ଷ ପ୍ରେସ ଟ୍ରଷ୍ଟ ଅଫ୍ ଇଣ୍ଡିଆ (ପିଟିଆଇ)…