fbpx
Browsing Category

ବିଦେଶ

‘ଦୁନିଆରେ ପ୍ରଳୟ ଆଣିବ କରୋନା, ଏବେ ତ ଖାଲି ଟ୍ରେଲର…ମରିବେ ଲକ୍ଷାଧିକ ଲୋକ’, ବୈଜ୍ଞାନିକଙ୍କ ଭୟଙ୍କର ଦାବି

ନୂଆଦିଲ୍ଲୀ: ଚୀନରେ ବଢ଼ୁଥିବା କରୋନା ମାମଲା ପୁଣିଥରେ ମନରେ ଭୟ ସୃଷ୍ଟି କରିଛି । ଦ୍ରୁତ ଗତିରେ ବ୍ୟାପୁଥିବା ଭାଇରସ୍ ସମଗ୍ର ବିଶ୍ୱ ପାଇଁ ଚିନ୍ତାର ବିଷୟ ପାଲଟିଛି । ଚୀନ୍, ଜାପାନ, ସାଉଥ କୋରିଆ ଓ ଆମେରିକାରେ କରୋନା…

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଫୋନ୍‌ରେ କଥା ହେଲେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି, ଶାନ୍ତି ପାଇଁ ଭାରତର ସମର୍ଥନ ଲୋଡିଲେ

ନୂଆଦିଲ୍ଲୀ: ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଫୋନ କଲ ଯୋଗେ ଆଲୋଚନା କରିଛନ୍ତି । ରାଷ୍ଟ୍ରପତି ଜେଲେନସ୍କି ନିଜେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ଏଥିରେ…

ଚୀନ୍‌ରେ କରୋନା ହା ହା କାର ମଧ୍ୟରେ ପ୍ରଥମ ଥର ବୟାନ ରଖିଲେ ସି ଜିନପିଙ୍ଗ୍‌, କହିଲେ-କିପରି ବଞ୍ଚିବେ

ନୂଆଦିଲ୍ଲୀ: ଚୀନ୍‌ରେ କରୋନା ମହାମାରୀ ଏହାର ତାଣ୍ଡବ ଜାରି ରଖିଛି । ଏହାରି ମଧ୍ୟରେ ରାଷ୍ଟ୍ରପତି ସି ଜିନପିଙ୍ଗ ଦେଶରେ କରୋନା ସ୍ଥିତିକୁ ନେଇ ପ୍ରଥମ ଥର ବୟାନ ରଖିଛନ୍ତି । ଲୋକମାନଙ୍କର ଜୀବନ ବଞ୍ଚାଇବାକୁ ଜରୁରି…

ଜାପାନରେ ଭୟଙ୍କର ତୁଷାରପାତ; ୧୭ ମୃତ ସହ ଅନେକ ଆହତ

ନୂଆଦିଲ୍ଲୀ: ଆମେରିକା ଭଳି ଜାପାନରେ ମଧ୍ୟ ଲୋକମାନେ ତୁଷାରପାତର ଶିକାର ହେଉଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଶୀତ ଋତୁରେ ଜାପାନରେ ପ୍ରବଳ ତୁଷାରପାତ ସହିତ ଅଧିକ ବେଗରେ ପବନ ବହିବାରେ ଲାଗିଛି । ଯେଉଁଥିପାଇଁ…

ଆମେରିକାରେ ତୁଷାର ଝଡ; ୩୧ ଜଣଙ୍କ ମୃତ୍ୟୁ, ୨ କୋଟି ଲୋକେ ପ୍ରଭାବିତ

ନୂଆଦିଲ୍ଲୀ: ଆମେରିକାର ବୁଫାଲୋ ଅଞ୍ଚଳରେ ହୋଇଥିବା ତୁଷାର ଝଡରେ ମୃତ୍ୟୁ ସଂଖ୍ୟା ୩୧ରେ ପହଞ୍ଚିଛି । ସେଠାରେ ବର୍ତ୍ତମାନର ତାପମାତ୍ରା -୪୫ ଡିଗ୍ରୀ ଥିବା ବେଳେ ଥଣ୍ଡାରେ ଲୋକଙ୍କର ମୃତ୍ୟୁ ହେଉଛି । ଏଥିସହିତ ଏହି ଝଡ…

ଛୁଆକୁ ଜନ୍ମ ଦେବା ବେଳେ ମହିଳାଙ୍କୁ କାନ୍ଦିବା ମନା: ଏହି ସମ୍ପ୍ରଦାୟରେ ରହିଛି ଅଜବ ନିୟମ

ମା ହେବା ଏକ ମହିଳା ଜୀବନରେ ଅତି ସୁନ୍ଦର ମୁହୂର୍ତ୍ତ । ମା’ ହେବାର ଖବର ସହିତ ତା’ର ଦୁନିଆ ବଦଳିଯାଏ । ପ୍ରତ୍ୟେକ ମହିଳାଙ୍କୁ ଏକ ସନ୍ତାନ ଜନ୍ମ କରିବା ସମୟରେ ଅସହ୍ୟ ଯନ୍ତ୍ରଣା ସହିବାକୁ ପଡିଥାଏ । ସେ ନିଜ ପିଲାକୁ…

ମାଙ୍କଡ଼ ଛଡ଼ାଇ ନେଇଗଲା ୧ ଲକ୍ଷର କ୍ୟାଶ ଭର୍ତ୍ତି ବ୍ୟାଗ: ଜଳକା ହୋଇ ଚାହିଁ ରହିଲେ ୫୫ ବର୍ଷୀୟା ମହିଳା

ନୂଆଦିଲ୍ଲୀ: ଅନେକ ସମୟରେ ଆମେମାନେ ରାସ୍ତାରେ ଯାତାୟତ କରୁଥିବା ସମୟରେ କିଛି ଅସାମାଜିକ ବ୍ୟକ୍ତି ଓ ଦୁର୍ବୃତ୍ତ ଆମଠାରୁ ବଳପୂର୍ବକ ଟଙ୍କ ପଇସା ଛଡ଼ାଇ ନେଇଯାଇଥାନ୍ତି । ଉଭୟ ଦିନ ଓ ରାତି ସମୟରେ ଏପରି ଅନେକ ଘଟଣା…

Merry Christmas କାହିଁକି ପାଳନ କରାଯାଏ: ଏହା ପଛର କାରଣ କ’ଣ, କ’ଣ ରହିଛି ଇତିହାସ

ନୂଆଦିଲ୍ଲୀ: ଡିସେମ୍ବର ମାସ ୨୫ ତାରିଖକୁ ସାରା ଦୁନିଆରେ ଖ୍ରୀଷ୍ଟମାସ ଡେ ଭାବେ ପାଳନ କରାଯାଇଥାଏ । ଆପଣାର ଲୋକଙ୍କୁ ପ୍ରେମ ଓ ଉପହାର ପ୍ରଦାନ କରିବା ଫଳରେ ଏହି ଉତ୍ସବ ଅଧିକ ଆକର୍ଷଣୀୟ ହୋଇଥାଏ । ଆଜିର ଦିନରେ ପ୍ରଭୁ…

ବିଶ୍ୱରେ ସୃଷ୍ଟିହେଲା ହଲଚଲ: ଚୀନରେ ୨୦ ଦିନରେ ୨୫ କୋଟି କରୋନା ପଜିଟିଭ୍, ଲିକ୍ ହେଲା ଗୁରୁତ୍ୱପୂର୍ଣ୍ଣ ଡାଟା!

ନୂଆଦିଲ୍ଲୀ: ଚୀନରେ କୋଭିଡ ଜିରୋ ପଲିସୀ ପରେ ଦେଶର ଅବସ୍ଥା ଏବେ ଭୟଙ୍କର ଭାବେ ବିଗିଡ଼ି ଯାଇଛି । ଏହି ଦେଶରୁ ଅନେକ ଦେଶକୁ ସଂକ୍ରମଣ ବ୍ୟାପି ଚାଲିଛି । ତେବେ ଏହା ମଧ୍ୟରେ ଚୀନର ଅସଲ ମୁଖା ଖୋଲି ଯାଇଛି । ଦେଶର…

ବିଶ୍ୱ ବକ୍ଷରୁ ସବୁଦିନ ପାଇଁ ବିଲୃପ୍ତ ହୋଇଯିବେ ୧୦ ଲକ୍ଷ ପ୍ରଜାତି! ସଙ୍କଟରେ ଆମର ପ୍ରକୃତି, ବିପଦରେ ମଣିଷ ଜାତି

ନୂଆଦିଲ୍ଲୀ: ଗତ ଏକ କୋଟି ବର୍ଷ ପୂର୍ବେ ଯାହା ଘଟି ନଥିଲା ତାହା ଖୁବଶୀଘ୍ର ଘଟିବାକୁ ଯାଉଛି । ସାରା ଦୁନିଆରେ ବସବାସ କରୁଥିବା ଜୀବଜନ୍ତୁଙ୍କ ୧୦ ଲକ୍ଷରୁ ଅଧିକ ପ୍ରଜାତି ବିଲୃପ୍ତ ହେବାକୁ ଯାଉଛନ୍ତି । ଅର୍ଥାତ ଆମର…